Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବହି ପଢିବା ଅଭ୍ୟାସ ପାଇଁ ଡିଏଭି ସ୍କୁଲର ଅଭିନବ ପଦକ୍ଷେପ, ସପ୍ତାହରେ ଥରେ ମୋବାଇଲ ମନା
ଆଜିର ଖବର

ବହି ପଢିବା ଅଭ୍ୟାସ ପାଇଁ ଡିଏଭି ସ୍କୁଲର ଅଭିନବ ପଦକ୍ଷେପ, ସପ୍ତାହରେ ଥରେ ମୋବାଇଲ ମନା

July 14, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Library
ବହି ପଢିବା ଅଭ୍ୟାସ ପାଇଁ ଡିଏଭି ସ୍କୁଲ ତରଫରୁ ଅଭିନବ ପଦକ୍ଷେପ, ସପ୍ତାହରେ ଥରେ ମୋବାଇଲ ମନା

ଭୁବନେଶ୍ବର: ବହି ପଢିବା ଆଗ୍ରହ ସୃଷ୍ଟି କରିବା ପାଇଁ ଡିଏଭି ସ୍କୁଲ ସମୁହ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ସପ୍ତାହରେ ଥରେ ଛାତ୍ରଛାତ୍ରୀ ତଥା ଶିକ୍ଷକଶିକ୍ଷୟତ୍ରୀ ବହି ପଢିବା ପାଇଁ ପରାମର୍ଶ ଦିଆଯାଇଛି। ଏ ନେଇ ଓଡିଶାର ସମସ୍ତ ଡିଏଭି ସ୍କୁଲକୁ ଚିଠି କରିଛନ୍ତି ଓଡିଶା ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଶତପଥୀ।

ସେଥିରେ କୁହାଯାଇଛି ଯେ, ସେହିଦିନ ସମସ୍ତେ ଏକ ଘଣ୍ଟା ଧରି ବିଭିନ୍ନ ଉପାଦେୟ ପୁସ୍ତକ ପାଠ କରିବେ। ଏପରିକି ସେହିଦିନଟି ସମସ୍ତେ ମୋବାଇଲ ବ୍ୟବହାର ମଧ୍ୟ କରିବେ ନାହିଁ। କାହାର ଜରୁରୀ କିଛି ଆବଶ୍ୟକ ହେଲେ ସେମାନେ ସ୍କୁଲର ଲ୍ୟାଣ୍ଡ ଲାଇନରୁ କଥା ହୋଇପାରିବେ। ବର୍ତ୍ତମାନ ସମସ୍ତଙ୍କୁ ମୋବାଇଲ ନିଶା ଧରିଥିବାରୁ ସେଥିରୁ କିଛି ସମୟ ବିରତି ଦେବା ପାଇଁ ସ୍କୁଲ କର୍ତ୍ତୁପକ୍ଷ ଏହି ପଦକ୍ଷେପ ଗ୍ରହଣ କରଛି।

library ଡିଏଭି ପାଠାଗାର
Share. Facebook Twitter LinkedIn Email WhatsApp Copy Link

Related Posts

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.