Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆକର୍ଷଣୀୟ ଡିସକାଉଣ୍ଟ ଏବଂ ଅଫର ସାଥିରେ ରିଲାଏନ୍ସ ଡିଜିଟାଲ ପ୍ରସ୍ତୁତ କରୁଛି “ଡିଜିଟାଲ୍ ଇଣ୍ଡିଆ ସେଲ”
ଆଜିର ଖବର

ଆକର୍ଷଣୀୟ ଡିସକାଉଣ୍ଟ ଏବଂ ଅଫର ସାଥିରେ ରିଲାଏନ୍ସ ଡିଜିଟାଲ ପ୍ରସ୍ତୁତ କରୁଛି “ଡିଜିଟାଲ୍ ଇଣ୍ଡିଆ ସେଲ”

July 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଡିଜିଟାଲ, ଏହାର ବହୁ ପ୍ରତୀକ୍ଷିତ ଡିଜିଟାଲ୍ ଇଣ୍ଡିଆ ସେଲର ସବୁଠାରୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍ ର ପ୍ରଥମ ପର୍ଯ୍ୟାୟ ଲଞ୍ଚ କରିଛି ଯାହାକି ଜୁଲାଇ ୧୪, ୨୦୨୩ ରୁ ଆରମ୍ଭ ହୋଇଛି। ଏଥିରେ ରହିଛି ଅଗ୍ରଣୀ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଉପରେ ଅନେକ ଆକର୍ଷଣୀୟ ଅଫର ଏବଂ ଡିସକାଉଣ୍ଟ ସହିତ ପାଆନ୍ତୁ ₹ ୧୦,୦୦୦ଞ୍ଚ ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ଡିସକାଉଣ୍ଟ। ଏହା ସହିତ ପାଆନ୍ତୁ ପ୍ରାଇସ ମ୍ୟାଚଞ୍ଚର ଗ୍ୟାରେଣ୍ଟି। ଗ୍ରାହକମାନେ ଏହି ସୀମିତ ଅବଧି ଅଫର ଗୁଡ଼ିକୁ ୧୬ ଜୁଲାଇ ପର୍ଯ୍ୟନ୍ତ ଯେକୌଣସି ରିଲାଏନ୍ସ ଡିଜିଟାଲ୍ ଷ୍ଟୋର କିମ୍ବା ମାଇ ଜିଓ ଷ୍ଟୋରରୁ ପାଇପାରିବେ କିମ୍ବା www.reliancedigital.in ରେ ଲଗ୍ ଅନ୍ କରିପାରିବେ। ଇଜି ଫାଇନାନ୍ସିଙ୍ଗ ଏବଂ EMI ବିକଳ୍ପ ସାଥିରେ, ଗ୍ରାହକମାନେ ବିଭିନ୍ନ ପ୍ରକାର ଉତ୍ପାଦ ଉପରେ ଲେଟେଷ୍ଟ ଟେକ୍‌, ଦ୍ରୁତତମ ଡେଲିଭରୀ ଏବଂ ଇନଷ୍ଟଲେସନ ସୁବିଧା ପାଇପାରିବେ।

ଡିଜିଟାଲ୍ ଇଣ୍ଡିଆ ସେଲ ରେ ଅନେକ ଚମତ୍କାର ଅଫର୍ସ ଉପଭୋଗ କରନ୍ତୁ। ମାତ୍ର ₹ ୩୯,୯୯୯ ର ପ୍ରାରମ୍ଭିକ ମୂଲ୍ୟରେ ନୂଆ ଲଞ୍ଚ ହୋଇଥିବା OPPO ରେନୋ ୧୦ ପ୍ରୋ ୫ଜି ସିରିଜ୍ କୁ ଏକ୍ସପ୍ଲୋର୍ କରନ୍ତୁ, ମାତ୍ର ₹୧,୦୬,୯୯୯ ରୁ ଆରମ୍ଭ ହେଉଥିବା ସାମସଙ୍ଗ ଗାଲାକ୍ସି ଏସ୍ ୨୩ ଅଲଟ୍ରାକୁ ଅପଗ୍ରେଡ୍ କରନ୍ତୁ। ମାତ୍ର ₹୪୯,୪୯୯ ରେ ଉପଲବ୍ଧ ଇଣ୍ଟେଲ ୧୧ତମ ଜେନ କୋର ଆଇ୫, ୮GB RAM ଏବଂ ୫୧୨ଜିବି ଷ୍ଟୋରେଜ୍ ସାଥିରେ ଡେଲ ଇନ୍ସପିରେସନ୍ ୩୫୧୧ ଭଳି ଚମତ୍କାର ଲ୍ୟାପଟପ୍ ଡିଲ ଆବିଷ୍କାର କରନ୍ତୁ କିମ୍ବା ଇଣ୍ଟେଲ ୧୨ତମ ଜେନ କୋର ଆଇ୫, ୧୬ଜିବି RAM, ଏବଂ ୫୧୨ଜିବି ଷ୍ଟୋରେଜ୍ ସହିତ ଏକ GK HP ପାଭିଲିୟନ୍ ୧୫ କିଣନ୍ତୁ ଯାହାର ମୂଲ୍ୟ ମାତ୍ର ₹୫୩,୪୯୯ (ଏକ୍ସଚେଞ୍ଜ ପ୍ରୋଗ୍ରାମ, କ୍ୟାଶବ୍ୟାକ୍‌, ଏବଂ ପ୍ରୋମୋ ପରର ମୂଲ୍ୟ)। ₹୪୬,୯୯୦ ରୁ ଆରମ୍ଭ (ମୂଲ୍ୟ ପୋଷ୍ଟ ବ୍ୟାଙ୍କ କ୍ୟାଶବ୍ୟାକ୍‌) ଏକ ୬୫ \”UHD ଟିଭି ଦ୍ୱାରା ନିଜର ମନୋରଞ୍ଜନ ଅଭିଜ୍ଞତାକୁ ପରିବର୍ତ୍ତନ କରନ୍ତୁ। ଏବଂ କେବଳ ସେତିକି ନୁହେଁ!! ଚୟନୀତ ୱାଶିଂ ମେସିନ୍ କିଣନ୍ତୁ ଏବଂ ₹୩,୮୫୦ ମୂଲ୍ୟର ଏକ ମାଗଣା ମିକ୍ସର୍ ଗ୍ରାଇଣ୍ଡର୍ ପାଆନ୍ତୁ କିମ୍ବା ରେଫ୍ରିଜରେଟର ବାଛନ୍ତୁ ଏବଂ ₹୭,୯୯୦ ମୂଲ୍ୟର ଏକ ମାଗଣା ସ୍ମାର୍ଟୱାଚ୍ ପାଆନ୍ତୁ। ତେଣୁ,

ଏହାକୁ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ ଅଫର ପାଇବାକୁ ଷ୍ଟୋରଗୁଡ଼ିକ ଭିଜିଟ କରନ୍ତୁ।
ରିଲାଏନ୍ସ ଡିଜିଟାଲ ବିଷୟରେ:

ରିଲାଏନ୍ସ ଡିଜିଟାଲ୍ ହେଉଛି ଭାରତର ସର୍ବବୃହତ ଇଲେକ୍ଟ୍ରୋନିକ୍ସ ରିଟେଲର ଯାହା ୫୮୫+ ଲାର୍ଜ ଫର୍ମାଟ୍ ରିଲାଏନ୍ସ ଡିଜିଟାଲ୍ ଷ୍ଟୋର ଏବଂ ୧୮୦୦+ ମୋ ଜିଓ ର୍ଷ୍ଟୋ ସହିତ ୮୦୦ ରୁ ଉର୍ଦ୍ଧ ସହରରେ ବିଦ୍ୟମାନ। ଏହା ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଗ୍ରାହକଙ୍କୁ ସେବା ପ୍ରଦାନ କରିଥାଏ ଏବଂ ସମସ୍ତଙ୍କ ପାଇଁ ଲେଟେଷ୍ଟ ଟେକନୋଲୋଜି ଉପଲବ୍ଧ କରାଇଥାଏ। ୩୦୦ ରୁ ଅଧିକ ଆନ୍ତର୍ଜାତୀୟ ଏବଂ ଜାତୀୟ ବ୍ରାଣ୍ଡ ତଥା ସର୍ବୋତ୍ତମ ମୂଲ୍ୟରେ ୫୦୦୦ ରୁ ଅଧିକ ଉତ୍ପାଦ ସାଥିରେ, ରିଲାଏନ୍ସ ଡିଜିଟାଲରେ ଗ୍ରାହକମାନଙ୍କୁ ସେମାନଙ୍କ ନିଜର ଜୀବନଶୈଳୀ ପାଇଁ ସଠିକ୍ ଟେକ୍ନୋଲୋଜି ସମାଧାନ ଖୋଜିବାରେ ସାହାଯ୍ୟ କରିବା ପାଇଁ ମଡେଲଗୁଡ଼ିକର ସର୍ବ-ବୃହତ ଚୟନ ରହିଛି।

ରିଲାଏନ୍ସ ଡିଜିଟାଲରେ, ପ୍ରତ୍ୟେକ ଷ୍ଟୋରରେ ତାଲିମପ୍ରାପ୍ତ ଏବଂ ସୁବିଜ୍ଞ କର୍ମଚାରୀମାନେ ଗ୍ରାହକମାନଙ୍କୁ ପ୍ରତ୍ୟେକ ଉତ୍ପାଦର ପ୍ରତିଟି ବିବରଣୀ ବାବଦରେ ପରାମର୍ଶ ଦେଇ ସର୍ବଦା ଖୁସି ହୁଅନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରିଲାଏନ୍ସ ଡିଜିଟାଲ୍ ଏହାର ସମସ୍ତ ଉତ୍ପାଦ ପାଇଁ ବିକ୍ରୟ-ପଶ୍ଚାତ ସେବା ଯୋଗାଇଥାଏ। ରିଟେଲର ମାନଙ୍କର ସର୍ଭିସ ଆର୍ମ ଏବଂ ଭାରତର ଏକ ମାତ୍ର ISO-୯୦୦୧ ସାର୍ଟିଫିକେଟ୍ ପ୍ରାପ୍ତ ଇଲେକ୍ଟ୍ରୋନିକ୍ସ ସର୍ଭିସ ବ୍ରାଣ୍ଡ ରିଲାଏନ୍ସ resQ, ସପ୍ତାହ ମଧ୍ୟରେ ସହାୟତା ପାଇଁ ଉପଲବ୍ଧ ଏବଂ ଏଣ୍ଡ-ଟୁ-ଏଣ୍ଡ ସମାଧାନ ପ୍ରଦାନ କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ।

ଡିଜିଟାଲ୍ ଇଣ୍ଡିଆ ସେଲ
Share. Facebook Twitter LinkedIn Email WhatsApp Copy Link

Related Posts

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026
Latest News

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.