
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, “ଭାରତ କ’ଣ ଏହି ଦଶକର ଉଦୀୟମାନ ବଜାର ହୋଇପାରିବ?” ଶୀର୍ଷକ କ୍ୟାପିଟାଲ ଗ୍ରୁପର ନିବନ୍ଧ ଶେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ଯୁବପୀଢି ଓ ଉଦ୍ୟୋଗୀମାନଙ୍କୁ ଏହି ୯ଟି ପଏଣ୍ଟ ଆକର୍ଷକ ଲାଗିବ। ଏବଂ ହଁ, ଭାରତ ଆହୁରି ଅଧିକ ପ୍ରଗତି କରିବାର ଦୃଢ ଇଚ୍ଛା ସହ ବିଶ୍ୱରେ ଏକ ଉଜ୍ଜ୍ୱଳ ସ୍ଥାନ।”