Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଶ୍ମିରୀ ପଣ୍ଡିତଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ‘ଦ ତାଶକେଣ୍ଟ ଫାଇଲ୍ସ’ ନିର୍ଦ୍ଦେଶକ
ଆଜିର ଖବର

କାଶ୍ମିରୀ ପଣ୍ଡିତଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ‘ଦ ତାଶକେଣ୍ଟ ଫାଇଲ୍ସ’ ନିର୍ଦ୍ଦେଶକ

June 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Vivek Agnihotri to direct a film on the plight of Kashmiri Pandits
Vivek Agnihotri to direct a film on the plight of Kashmiri Pandits

ଚଳିତ ବର୍ଷର ଅନ୍ୟତମ ବିବାଦୀୟ ଫିଲ୍ମ ‘ଦ ତାଶକେଣ୍ଟ ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କାଶ୍ମିରୀ ପଣ୍ଡିତଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ତାଶକେଣ୍ଟ ଫାଇଲ୍ସର ସଫଳତା ପରେ ଅଗ୍ନିହୋତ୍ରୀ କାଶ୍ମିରୀ ପଣ୍ଡିତଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି। ଏଭଳି ସମ୍ବେଦନଶୀଳ ମାମଲାକୁ ନେଇ ବଲିଉଡ୍‌ ସର୍ବଦା ଫିଲ୍ମ ତିଆରି କରିବା ଆବଶ୍ୟକ ବୋଲି ଅଗ୍ନିହୋତ୍ରୀ କହିଛନ୍ତି। ମୁଁ ସର୍ବଦା କାଶ୍ମୀରୀ ପଣ୍ଡିତଙ୍କ କାହାଣୀ ବଡ ପରଦାରେ ଦେଖାଇବା ପାଇଁ ଆଗ୍ରହୀ ଥିଲି ଏବଂ କୌଣସି ଏକ ପୁସ୍ତକକୁ ଫିଲ୍ମର ରୂପରେଖ ଦେବା ନିମନ୍ତେ ଯୋଜନା ରହିଥିଲା। ମାତ୍ର ବର୍ତ୍ତମାନ ଏହାର କାହାଣୀ ନିଜେ ଲେଖିବା ସହିତ କାଶ୍ମୀର ଉପତ୍ୟକା ଯାଇ ଏହାର ପ୍ରାକ୍‌ ପ୍ରସ୍ତୁତି କରୁଛନ୍ତି ବିବେକ। ଫିଲ୍ମର କାହାଣୀ ନିମନ୍ତେ ବିବେକ ଦେଶର ବିଭିନ୍ନ ସ୍ଥାନରେ ରହିଥିବା କାଶ୍ମିରୀ ପଣ୍ଡିତଙ୍କୁ ଭେଟି ସେମାନଙ୍କ ଅଭିଜ୍ଞତା ଶୁଣୁଛନ୍ତି। ସେହିପରି ସେନାକୁ କାଶ୍ମୀରରେ ସର୍ବଦା ନକରାତ୍ମକ ଢଙ୍ଗରେ ଦେଖା ଯାଉଥିବାରୁ ଏହା ମଧ୍ୟ ତାଙ୍କ ଫିଲ୍ମର ଏକ ଅଂଶବିଶେଷ ହେବ ବୋଲି କହିଛନ୍ତି ଅଗ୍ନିହୋତ୍ରୀ। ଆସନ୍ତା ୬ ମାସ ମଧ୍ୟରେ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି।

film thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026
Latest News

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.