Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫ଟି ସଚିବଙ୍କ ଗସ୍ତ ନେଇ ରଣପୁର ଚଳଚଂଚଳ: ବବି, ଅରୁଣଙ୍କ ଜଗନ୍ନାଥ ମନ୍ଦିର ପରିଦର୍ଶନ
ଆଜିର ଖବର

୫ଟି ସଚିବଙ୍କ ଗସ୍ତ ନେଇ ରଣପୁର ଚଳଚଂଚଳ: ବବି, ଅରୁଣଙ୍କ ଜଗନ୍ନାଥ ମନ୍ଦିର ପରିଦର୍ଶନ

July 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରାଜ୍ୟ ସରକାରଙ୍କ ୫ ଟି ସଚିବ ଭି.କାର୍ତ୍ତିକେନ ପାଣ୍ଡିଆନ ଗୁରୁବାର ରଣପୁର ଆସିବାର କାର୍ଯ୍ୟକ୍ରମ ରହିଛି। ସକାଳ ୯ ଟା ବେଳେ ଜେଲ ପଡିଆ ଠାରେ ହେଲିକ୍ୟାପଟର ରୁ ଅବତରଣ କରିବା ପାଇଁ ହେଲିପ୍ୟାଡର ନିର୍ମାଣ ସରିଛି। ସେଥିପାଇଁ ଆଜି ରଣପୁର ଚଳଚଂଚଳ ହୋଇଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଲୋକ ଆଜି ରଣପୁର ଆସି ପରିଦର୍ଶନ କରିଥିବାଦେଖିବାକୁ ମିଳିଛି।

ଆସନ୍ତାକାଲି ସକାଳେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ରଣପୁର ରେ ଆସିମପହଚିଂବେ। ପରେ ସେ ମଣିନାଗ ପୀଠ ଯାଇ ମା କୁ ଦର୍ଶନ କରିବା ସହ ତଳ  ମଣିନାଗ ଓ ଉପର ମଣିନାଗ ର କିଭଳି ଉନ୍ନତି ହୋଇ ପାରିବ ସେ ଉପରେ ସମିକ୍ଷା କରିବେ। ପରେ ରଣପୁର ଜଗନ୍ନାଥ ମନ୍ଦିର ଆସି  ଶ୍ରୀଜିୟୁ ଙ୍କୁ ଦର୍ଶନ କରିବେ। ଓଡିଶାର ଅନେକ ଜଗନ୍ନାଥ ମନ୍ଦିରକୁ ରାଜ୍ୟ ସରକାର ଉନ୍ନତି କରଣ ପାଇଁ ଅର୍ଥ ଯୋଗାଇ ଦେଇଥିବା ବେଳେ ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିର କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଥିଲା।

୫ ଟି ସଚିବ ଦର୍ଶନ କୁ ଆସିବା ପରେ ଜଗନ୍ନାଥ ମନ୍ଦିର ର ଉନ୍ନତି ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି। ନୂତନ ଭାବେ ନିର୍ମାଣ ହୋଇଥିବା ମେଡିକାଲ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ପରେ ୫ ଟି ସଚିବ ରଣପୁର ମିନିଷ୍ଟାଡିୟମ ରେ ମିଶନଶକ୍ତି ମହିଳା ମାନଙ୍କୁ ଉଦ୍ଦବୋଧନ ଦେବେ। ୫ ଟି ଗ୍ରସ୍ତ ପୂର୍ବରୁ ଆଜି ରଣପୁର ଚଲଚଂଚଲ ହୋଇଯାଇଛି।

ସକାଳେ  ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି), ନୟାଗଡ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ୍ ପଟନାୟକ, ଏନଏସି ଅଧକ୍ଷା ରଙ୍ଗିନ ମହାନ୍ତି ପ୍ରମୁଖ ବିଭିନ୍ନ ମିନିଷ୍ଟାଡିୟମ ଯାଇ ତଦାରଖ କରିଥିଲେ। ସେହି ପରି ସନ୍ଧ୍ୟାରେ ନୟାଗଡ ଏସପି ରାହୁଲ ଜୈନ ରଣପୁର ଆସି ଜଗନ୍ନାଥ ଦର୍ଶନ କରିବା ସହ ବିଭିନ୍ନ ଅଚଂଳ ପରିଦର୍ଶନ କରିଥିବା ଜଣାଯାଇଛି।

ଅପରପକ୍ଷରେ ମୁଖ୍ୟ ମନ୍ତ୍ରୀ ଙ୍କର ବ୍ୟକ୍ତିଗତ ସଚିବ ତଥା ୫ ଟି ସଚିବ ଙ୍କର ରଣପୁର ଗ୍ରସ୍ତ କାର୍ଯ୍ୟକ୍ରମ ପରିପେକ୍ଷେ କଂଗ୍ରେସ ଏକ ୭ ଦଫା ଦାବି ପତ୍ର ରାଷ୍ଟିୟ ମଜଦୁର କଂଗ୍ରେସର ରାଷ୍ଟିୟ ସମ୍ପାଦକ  ସତ୍ୟବ୍ରତ ନାୟକ ଏକ ପ୍ରେସ ବ୍ରର୍ତା ଜଣାଯାଛନ୍ତି। ସେତାଙ୍କ ୭ ଦଫା ଦାବି ପତ୍ର ରେ ଚାନ୍ଦପୁର ଠାରେ ଥିବା ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟା ନିବାସକୁ ସୁପର ସ୍ପୋଲିଷ୍ଟ  ହସ୍ପିଟାଲ, ଭେଟବର ଜଳସେଚନ ପ୍ରକଳ୍ପ ପୂନ୍ନ ଉଧାର,କୃଷିଜାତ ସାମଗ୍ରିର ରକ୍ଷାଣବେକ୍ଷାଣ ପାଇଁ ଶୀତଳ ଭଣ୍ଡାର, ବାଂଛା ବନ୍ଧର ପୂର୍ଣ୍ଣ ଉଧାର, ଜଗନ୍ନାଥ ଓ ମଣିନାଗ ମନ୍ଦିର ଉନ୍ନତି ପାଇଁ ଅର୍ଥ ଅନୁଦାନ ଓ ରଣପୁର ଏକ ସବଡିଭେଜନର ମାନ୍ୟତା ଦେବାପାଇଁ  କଂଗ୍ରେସ ଦାବି କରିଛି।

କଂଗ୍ରେସ ତରଫରୁ  ୫ଟି ସଚିବ ଙ୍କ ଗ୍ରସ୍ତ ତାର ଅଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ବିଜେପି ର ପ୍ରତିକ୍ରିୟା ଜଣାପଡିନାହିଁ। ରାତି ପାହିଲେ ୫ ଟି ସଚିବ ରଣପୁର ଗ୍ରସ୍ତ କରିବେ। ବିଜେଡିର ହେବି ୱଟ ନେତା ମାନେ ରଣପୁର ଗ୍ରସ୍ତ କରି ସାରିଲେଣି କିନ୍ତୁ ଗଣମାଧ୍ୟମ ପାଖରେ ୫ ଟି ଗ୍ରସ୍ତ ନେଇ କୈାଣସି ସୂଚନା ପାଇନଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଅରୁଣ ସାହୁ ଜଗନ୍ନାଥ ମନ୍ଦିର ପ୍ରଣବ ପ୍ରକାଶ ଦାସ ରାଜ୍ୟ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.