Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଣିପୁରର “ମହାପାପ”: “ମହିଳା ମୁକ୍ତି ଅଭିଯାନ” ଜରିଆରେ ରାଷ୍ଟ୍ରପତିଙ୍କୁ ଦାବୀପତ୍ର
ଆଜିର ଖବର

ମଣିପୁରର “ମହାପାପ”: “ମହିଳା ମୁକ୍ତି ଅଭିଯାନ” ଜରିଆରେ ରାଷ୍ଟ୍ରପତିଙ୍କୁ ଦାବୀପତ୍ର

July 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମଣିପୁରର “ମାହପାପ” ସମଗ୍ର ଦେଶ ପାଇଁ ଲଜ୍ଜ୍ୟା ଓ ବିଶ୍ୱ ଜନ ସମୁହରେ ଦେଶର ଛବି ପ୍ରତି କଳଙ୍କିତ କରିଛି। ତେଣୁ ଏହାର ପ୍ରତିବାଦରେ ମୂଳନିବାସୀ ୟୁନାଇଟେଡ଼୍ ଫୋରମ୍ ଓଡ଼ିଶା ତରଫରୁ “ମହିଳା ମୁକ୍ତି ଅଭିଯାନ” ଜରିଆରେ ଭୁବନେଶ୍ୱର ପିଏମ୍‌ଜି ଛକରେ ଠାରେ ବହୁ ରାଜ୍ୟସ୍ତରୀୟ ସାମାଜିକ ସଂଗଠନ ଏକତ୍ରିତ ହୋଇ ପ୍ରତିବାଦ ସଭା କରାଯାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି।

ଅଭିଯାନ ତରଫରୁ ଦର୍ଶାଯାଇଅଛି ଯେ ଦେଶ ସ୍ୱାଧିନତାର ୭୫ ବର୍ଷ ପରେ ବି ମୂଳନିବାସୀ ମାନଙ୍କ ଉପରେ ଜାତିଗତ ନିର୍ଯ୍ୟାତନା ହୁ ହୁ ହୋଇ ଅତ୍ୟଧିକ ବୃଦ୍ଧି ପାଉଛି। ଉତ୍ତର ପ୍ରଦେଶରେ ଦଳିତ ଯୁବକକୁ ଚପଲ ଚଟେଇବା, ମଧ୍ୟପ୍ରଦେଶରେ ଆଦିବାସୀ ଶ୍ରମିକ ମୁହଁରେ ପରିସ୍ରା କରିବା ଅପମାନିତ ଘଟଣା ମାନ ଘଟିଛି। ମଣିପୁରର କାଙ୍ଗାପୋକସି ଜିଲ୍ଲାର ନଙ୍ଗପୋକ ସେକ୍‌ମାଇ ଥାନା ଅଂଚଳରେ ସଂଖ୍ୟାଗରିଷ୍ଟ ଉଚ୍ଚବର୍ଣ୍ଣ “ମୌତେଇ” ଜାତିର ଶତାଧିକ ଲୋକମାନେ ସଂଖ୍ୟାଲଘୁ ଆଦିବାସୀ “କୁକି”ଜାତିର ମହିଳା ଦ୍ୱୟଙ୍କୁ ଗତ ମେଁ ମାସ ୩ ତାରିଖରେ ଗଣ ଦୁଷ୍କର୍ମ ସହ ବର୍ବୋରଚିତ ଲଜ୍ଜ୍ୟାହୀନ ଭାବେ ସାମୂହିକ ଭାବେ ନିର୍ବେଦତା ଗଣା ଉଦାରସୀନତା ହୋଇ ରାଜରାସ୍ଥାରେ ଉଲଗ୍ନ ହୋଇ ସାଥିରେ ପ୍ୟାରେଡ଼୍ କରି ବୁଲାଇଛନ୍ତି।

ନିର୍ଯ୍ୟାତିତାଙ୍କ ସ୍ୱାମୀ ଭାରତ ମାତାର ସୁରକ୍ଷା ପାଇଁ ବୀର ସୈନିକ ହୋଇ କାର୍ଗିଲରେ କାର୍ଯ୍ୟରତ ଥିବାବେଳେ ତାଙ୍କର ସ୍ତ୍ରୀଙ୍କୁ ଏହି ଥାନାର ମାତ୍ର ଏକ କିମି ଦୂରତାରେ ବିଭସ୍‌ôଭାବେ ଳଂଗଳା କରି ବୁଲାଇାବରେ ପୋଲିସ୍ ଚୁପ ହୋଇ ରହିବା ନୀନ୍ଦନୀୟ ଘଟଣା ଓ ପ୍ରଶାସନର ଅବହେଳା ଅଟେ। ଏହା ଦେଶର କୋଟି କୋଟି ଜାତିଗତ ଓ ଧାର୍ମିକ ନିର୍ଯ୍ୟାତନା ମଧ୍ୟରୁ ଛପି ଯାଇଥିବା ନିର୍ଯ୍ୟାତନା ମଧ୍ୟରୁ ଗୋଟିଏ ନମୁନା ମାତ୍ର। ତେଣୁ ଦେଶର ସମ୍ବିଧାନ ବର୍ତମାନ ବିପଦରେ ଓ ଅନୁସୂଚିତ ଜାତି,ଜନଜାତ,ସଂଖ୍ୟାଲଘୁ ଲୋକ ମାନେ ଅସୁରକ୍ଷିତ ଅଛନ୍ତି।

ଅଭିଯାନର ଦାବୀ ସମୂହରେ ସୁପ୍ରିମ୍‌କୋର୍ଟ୍ କିମ୍ବା ହାଇକୋର୍ଟ୍ ଷ୍ଟାଣ୍ଡିଙ୍ଗ୍ ଜଜ୍‌ଙ୍କ ଜରିଆରେ ତଦନ୍ତ କରାଯାଇ ତୁରନ୍ତ ଦୋଷୀ ମାନଙ୍କପ୍ରତି କାର୍ଯ୍ୟାନୁଷ୍ଟାନ, କଠୋର ଦଣ୍ଡ ତଥା ଫାଶୀ, ଏସ୍‌ସି, ଏସଟି ନିର୍ଯ୍ୟାତନା ନିର୍ବାରଣ ଆଇନ୍ ଦୃଢ କଡ଼ାକଡ଼ି, ମଣିପୁର ସରକାର ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବରଖାସ୍ତ, ନିର୍ଯ୍ୟାତିତା ପରିବାରକୁ ଚାକିରୀ ଓ ୧୦ କୋଟି ଟଙ୍କା ପ୍ରଦାନ, ଏସ୍‌ସି, ଏସ୍ଟି ନିର୍ଯ୍ୟାତନା ମାମଲାରେ ତଳ କୋର୍ଟରେ ଜାମିନ ଦେବାକୁ ବନ୍ଦ କରିବା ଦାବୀ କରିଛନ୍ତି।

ମହିଳା ମୁକ୍ତି ଅଭିଯାନ ସଭାନେତ୍ରୀ ପ୍ରମୋଦିନୀ ମଲ୍ଲିକ କାର୍ଯ୍ୟକାରୀ ସଭାପତି ଅଂଜଳୀ ସ୍ୱାଇଁ, ୟୁନାଇଟେଡ଼୍ ଫୋରମ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଂଜନ ଜେନା ଓ ଗୈାତମ ଗୋପାଳ, ଉପସଭାପତି ଅଶୋକ ନାୟକ ଓ ସୁରେଶ ନାୟକ,ସଂପାଦକ ଜିତେନ୍ଦ୍ର କୁମାର ସେଠୀ, ସୁନିତା ସରକାର,ଆଜାଦ୍ ସଂନ୍ଧାରାଣୀ, ସୁଜାତା ପଶାୟତ ଦାଣ୍ଡିମାଳ ସେବକ ସଂଘର ସଭାପତି ପ୍ରକାଶ ନାୟକ, ଭୀମ୍ ଆର୍ମୀ ଭୁବନେଶ୍ୱର ସଭାପତି ରାମ ନାୟକ,  ସାମାଜିକ ନ୍ୟାୟ ଅଭିଯାନର ସଂଯୋଜକ ଉମାକାନ୍ତ ମଲ୍ଲିକ, ପ୍ରମୋଦ ମଲ୍ଲିକ,ସନ୍ତୋଷ ବେହରା, ସଂଖ୍ୟାଲଘୁ ସଂପ୍ରଦାୟର ସୁନିତା ସରକାର, ଦଳିତ ଆଦିବାସୀ କଲ୍ୟାଣ ପରିଷଦର ସଭାପତି ବିଜୟ ସେଠୀ, ଆମ୍ବେଦକର ଫାଂଉଣ୍ଡେସନ ଅନୁଗୋଳର ଉପସଭାପତି ପ୍ରଦୁମ୍ନ୍ୟ ନାୟକ୍‌, ବିପିନ୍ ଦେହୁରୀ ପ୍ରମୁଖ ଯୋଗଦେଇ ପ୍ରତିବାଦରେ ସାମଳିଲ ହୋଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜୀ କରି ସ୍ଲୋଗାନ ଦେଇଥିଲେ।

ମଣିପୁର ମହାପାପ ମହିଳା ମୁକ୍ତି ଅଭିଯାନ ରାଷ୍ଟ୍ରପତିଙ୍କୁ ଦାବୀପତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025
Latest News

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.