Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଋଷିକୁଲ୍ୟାକୁ ନୂତନ ଜିଲ୍ଲାରେ ସାମିଲ କରିବାକୁ ଦାବି କଲା ଆସିକା ଓକିଲ ସଂଘ: ନଚେତ୍ ଭୋଟ ବର୍ଜ୍ଜନ ନିଷ୍ପତ୍ତି
ଆଜିର ଖବର

ଋଷିକୁଲ୍ୟାକୁ ନୂତନ ଜିଲ୍ଲାରେ ସାମିଲ କରିବାକୁ ଦାବି କଲା ଆସିକା ଓକିଲ ସଂଘ: ନଚେତ୍ ଭୋଟ ବର୍ଜ୍ଜନ ନିଷ୍ପତ୍ତି

July 27, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ଆଜି ଆସିକା ଓକିଲ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ନୂତନ ଜିଲ୍ଲା ଗଠନ ସମ୍ପର୍କରେ ଆଲୋକପାତ କରାଯାଇଛି।

ତେବେ ଏହି ସମୟରେ ଆସିକା ଓକିଲ ସଂଘ ଏକ ବଡ ଦାବି ଉପସ୍ଥାପନ କରିଛି। ଓଡିଶାରେ ନୂତନ ଜିଲ୍ଲା ଗଠନ ବେଳେ ଋଷିକୁଲ୍ୟା ଜିଲ୍ଲା ଗଠନ କରିବାକୁ ଦାବି କରାଯାଇଛି। ଯଦି ନୂତନ ଜିଲ୍ଲାର ନାମ ଋଷିକୁଲ୍ୟା ଘୋଷଣା କରାନଯାଏ, ତେବେ ଓକିଲ ସଂଘ ଭୋଟ ବର୍ଜ୍ଜନ କରିବ ବୋଲି ଘୋଷଣା କରିଛି।

ଏହା ସହିତ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଭୋଟରଙ୍କୁ ସଚେତନ କରାଯିବ ବୋଲି ଓକିଲ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି।

ଏଥିରେ ଆସିକା ଓକିଲ ସଂଘ ତରଫରୁ ସଭାପତି ରବୀନ୍ଦ୍ର ନାଥ ଶର୍ମା, ସମ୍ପାଦକ ନାରାୟଣ ମୁନି, ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ଉପ ସଭାପତି ଛବିଳ ମିଶ୍ର, ଆଇନଜୀବୀ ସନ୍ତୋଷ କୁମାର ପାଣିଗ୍ରାହୀ, ପୂର୍ବତନ ଉପ ସଭାପତି ଶିବଶଙ୍କର ପାତ୍ର ଆଦି ମଞ୍ଚାସୀନ ଥିବା ସ୍ଥଳେ ବରିଷ୍ଠ ଆଇନଜବୀ ଲଳିତ ଦାସ, ଅଜିତ ଚୌଧୁରୀ, ସର୍ତ୍ତେନ୍ଦୁ ପଣ୍ଡା, ସରୋଜ ତ୍ରୀପାଠୀ, ସରୋଜ ନାୟକ, ଶିଶିର ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ସୁଧିର ତ୍ରୀପାଠୀ, ପ୍ରଭାତ ପାଢ଼ୀ, ମାନସ ଆଚାର୍ଯ୍ୟ, ଚନ୍ଦ୍ର ଶେଖର ପାତ୍ର ସହ ସମସ୍ତ ଆଇନଜବୀମାନେ ଉପସ୍ଥିତ ଥିଲେ।

ଋଷିକୁଲ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.