Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍କଳ ସିନେ ଚାମ୍ୱର୍ସ ଅଫ କମର୍ସ ଚଳଚ୍ଚିତ୍ର ନିର୍ମାଣ ସଂଘର ପ୍ରେସ୍ ବିଜ୍ଞପ୍ତି
ଆଜିର ଖବର

ଉତ୍କଳ ସିନେ ଚାମ୍ୱର୍ସ ଅଫ କମର୍ସ ଚଳଚ୍ଚିତ୍ର ନିର୍ମାଣ ସଂଘର ପ୍ରେସ୍ ବିଜ୍ଞପ୍ତି

July 28, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଏକ ପବିତ୍ର ସୁନ୍ଦର ଶୃଙ୍ଖଳିତ ସଂଘ ଓ ଏକ ପରିବାରର ସଦୃଶ। ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଦ୍ୱାରା ଏକ ପ୍ରେସ୍ କନଫରେନ୍ସ ଅନୁଷ୍ଠିତ ହୋଇଥିଲା। ଏହି କନଫରେନ୍ସ ରେ ପ୍ରାୟ ୧ ଶହରୁ ଉର୍ଦ୍ଧ୍ୱ ସିନେ ପ୍ରଯୋଜକ ଉପସ୍ଥିତ ଥିଲେ।

ଏହି କନଫରେନ୍ସର ଉଦ୍ଦେଶ୍ୟ ଥିଲା କିଛି ସଦସ୍ୟ ନିଜର କିଛି ସ୍ବାର୍ଥ ପାଇଁ ସଂଘକୁ ନ ପଚାରି, ଅନୁମତି ନ ନେଇ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ପାଖରେ କିଛି ଭୁଲ ତଥ୍ୟ ଦେଇ ସଂଘକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ସଂଘ ସମସ୍ତ ଗଣମାଧ୍ୟମକୁ ଅନୁରୋଧ କରେକି ପ୍ରମାଣ ନଥାଇ ସେଇ ଭଳି ବ୍ୟକ୍ତିଙ୍କୁ ସହଯୋଗ କରନ୍ତୁ ନାହିଁ କି ପ୍ରମାଣ ବିହୀନ ଖବର ପରିବେଷଣ କରନ୍ତୁ ନାହିଁ। ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଏକ ପବିତ୍ର ଅନୁଷ୍ଠାନ ଓ ପରିବାର ମଧ୍ୟ। ସଂଘର ସମସ୍ତେ ଏକମନ ଏକପ୍ରାଣ ହୋଇ କାମ କରି ଆସୁଛନ୍ତି।

କଳାପାହାଡ଼ର ଆକ୍ରମଣ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମସ୍ତେ ଆମେ ଜାଣିଛେ, ଆଉ ତାଙ୍କୁ ରକ୍ଷା କରିବାକୁ ଆମେ ସମସ୍ତେ କିଛି ବି କରିପାରିବା।ଠିକ୍ ସେମିତି ଆଜି ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଭଳି ଏକ ପବିତ୍ର ମନ୍ଦିର କୁ ଗୋଟେ କଳାପାହାଡ଼ ର ଆକ୍ରମଣ କୁ ଆମେ ଘୋର୍ ନିନ୍ଦା କରୁଛୁ। ଆପଣଙ୍କ ମାଧ୍ୟମରେ ଆମର ସମସ୍ତ ସଦସ୍ୟମାନଙ୍କୁ ଜଣେଇଦବାକୁ ଚାହୁଁଛୁ ଯେ କୌଣସି ପ୍ରକାରର ମିଥ୍ୟା ଓ ମନଗଢା କାହାଣୀ ଓ ବିଭ୍ରାନ୍ତି କର କଥାରେ ବିଶ୍ୱାସ ନ ରଖି ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ସହ ଯୋଗାଯୋଗ ରଖନ୍ତୁ।

ଯାହା ବି ଅଭିଯୋଗ ଆସୁଛି ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ସମସ୍ତ ତଦନ୍ତ ରେ ସହଯୋଗ କରିଆସୁଛି। ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଭଳି ଏକ ପବିତ୍ର ମନ୍ଦିର କୁ ଆକ୍ରମଣ ନିନ୍ଦନୀୟ। ଆପଣ ମାନେ କଳଙ୍କିତ ଓ କଳୁଷିତ କଳାପାହାଡ଼ ଠାରୁ ଦୂରେଇ ରୁହନ୍ତୁ। ଆମର ପବିତ୍ର ୟୁ ସି ସି ସି ମନ୍ଦିର ର ସୁରକ୍ଷା ଆମେ ସମସ୍ତେ କରିବା ଓ ନବକଳେବର ର ରୂପ ନେଇ ଆଗକୁ ବଢିବା।

କିଛି ସୂଚନା ସଂଘ ତରଫରୁ;

୧- ୟୁ ସି ସି ସି ର ତିନୋଟି ବିଭାଗ ରୁ ପ୍ରଯୋଜକ ସଂଘ ଗୋଟିଏ ବିଭାଗ।

୨- ପ୍ରଯୋଜକ ସଂଘ ର ଆଜୀବନ ସଦସ୍ୟ ଚାନ୍ଦା ଟ ୫୦୦୦.୦୦ଙ୍କା ରୁ ଆରମ୍ଭ ହୋଇ ଆବଶ୍ୟକତା ଅନୁଯାୟୀ ଏବେ ଟ ୫୦୦୦୦.୦୦ଙ୍କା ନିଆ ଯାଉଛି (ଏକ ଥର ଦେବାକୁ ପଡ଼େ) ଏହା ଜେନେରାଲ ବଡି ରେ ଗ୍ରହଣ ହୋଇସାରିଛି।

୩- ବାର୍ଷିକ ଡେଭଲପମେଣ୍ଟ ଫିସ୍ ଟ୫୦୦.୦୦ (ପ୍ରତି ବର୍ଷ ଦେବାକୁ ପଡ଼େ)

୪- ଅଭିଯୋଗ ଅନୁଯାୟୀ ୩ କୋଟି ର ହେରଫେର ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢା କଥା। ଆମେ ଜାଣିବାକୁ ଚାହୁଁଛୁ କେମିତି କୋଉ ବାଟରେ ତିନି କୋଟି ସଂଘ ରୋଜଗାର କଲା? ଏହା ଏକ ହାସ୍ୟାସ୍ପଦ କଥା , ଯାହା ଉଚ୍ଚ ନ୍ୟାୟାଳୟ ରେ ବିଚାରାଧିନ ଅଛି ଓ ସମସ୍ତ ଦସ୍ତାବୀଜ ଆମେ ନ୍ୟାୟାଳୟରେ ଦାଖଲ କରିଛୁ।

୫- ରସିଦ ବହି ରେ କେବଳ ବାର୍ଷିକ ଚାନ୍ଦା ନଗଦ ଟଙ୍କା ଆକାର ରେ ଆଦାୟ କରାଯାଏ।

୬- ଯଦି କେହି ସଦସ୍ୟ କୋଟି କୋଟି ଟଙ୍କା ବେହେରା ବାବୁ ଙ୍କ ଖାତା ରେ ଜମା କରିଛନ୍ତି ପ୍ରମାଣ ସହ କୁହନ୍ତୁ । ୟୁସିସିସି ତୁରନ୍ତ ପଦକ୍ଷେପ ନେବ।

୭- ସଂଘ ର ନିର୍ବାଚନ ପ୍ରତିବର୍ଷ କରାଯାଏ, ପ୍ରତିଦ୍ବନ୍ଦୀ କେହି ରୁହନ୍ତି ନାହିଁ ଯାହା ଫଳରେ ଆମେ ପୂର୍ବ ପଦପଦବୀ କୁ ଜାରି ରଖୁ।

୮- ଏହି ବର୍ଷ ସଂଘ ର ନିର୍ବାଚନ ସବୁଦିଗକୁ ନଜର କରି ସବୁ ନିୟମ କୁ ପାଳନ କରି, ରାଜ୍ୟପୋଲିସ ଙ୍କ ସହାୟତା ରେ ସୁଚାରୁରୂପେ ସଂପୂର୍ଣ୍ଣ କରାଯାଇଛି।

ଉତ୍କଳ ସିନେ ଚାମ୍ୱର୍ସ ଅଫ କମର୍ସ ଚଳଚ୍ଚିତ୍ର ନିର୍ମାଣ ସଂଘ ପ୍ରେସ୍ ବିଜ୍ଞପ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.