Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅବତରଣ ସମୟରେ ବିମାନର ଟାୟାରରେ ଭୟଙ୍କର ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ୧୯୦ ଯାତ୍ରୀ
ଆଜିର ଖବର

ଅବତରଣ ସମୟରେ ବିମାନର ଟାୟାରରେ ଭୟଙ୍କର ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ୧୯୦ ଯାତ୍ରୀ

August 3, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅବତରଣ ବେଳେ ବିମାନର ଟାୟାରରେ ଭୀଷଣ ନିଆଁ ଲାଗିଥିବାର ଖବର ହସ୍ତଗତ ହୋଇଛି। ଏହା ପରେ ଡେଲଟା ଏୟାରଲାଇନ୍ସ ବିମାନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାଟି ଆଟଲାଣ୍ଟାର ହାର୍ଟସଫିଲ୍ଡ-ଜ୍ୟାକସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ଦିନ ଘଟିଛି। ବୋଷ୍ଟନରୁ ଉଡ଼ୁଥିବା ଏକ ଡେଲଟା ବିମାନ ଆଟଲାଣ୍ଟାରେ ଅବତରଣ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଅବତରଣ ସମୟରେ ବିମାନର ଟାୟାର ବିସ୍ଫୋରଣ ହୋଇଥିଲା। କିନ୍ତୁ ବିମାନରେ ଥିବା ୧୯୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ମାତ୍ର ଜଣେ ଯାତ୍ରୀ ଆହତ ହୋଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍କୁଲରେ ପାଠ ହେବ ଭଗବତ ଗୀତା, ବିଧାନସଭାରେ ଉତ୍ତର ରଖିଲେ ଶିକ୍ଷା ମନ୍ତ୍ରୀ

September 19, 2025

‘ପାକିସ୍ତାନ ବିପକ୍ଷରେ ମଧ୍ୟ ବୁମରାହଙ୍କୁ ବିଶ୍ରାମ ଦିଆଯାଉ’: ଏମିତି କାହିଁକି କହିଲେ ସୁନୀଲ ଗାଭାସ୍କର?

September 19, 2025

କର୍ପୋରେଟରଙ୍କ ଘର ଉପରେ ବୋମାମାଡ଼

September 19, 2025

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ​​ABVP ବଡ଼ ବିଜୟ; ଉପାଧ୍ୟକ୍ଷ ଆସନ ଜିତିଲା NSUI

September 19, 2025
Latest News

ସ୍କୁଲରେ ପାଠ ହେବ ଭଗବତ ଗୀତା, ବିଧାନସଭାରେ ଉତ୍ତର ରଖିଲେ ଶିକ୍ଷା ମନ୍ତ୍ରୀ

September 19, 2025

ଚିଲିକା ବିଜେପି ପକ୍ଷରୁ ଆସନ୍ତା ରବିବାର ଦିନ ମାଗଣା ସ୍ବାସ୍ଥ୍ୟ ଶିବିର

September 19, 2025

‘ପାକିସ୍ତାନ ବିପକ୍ଷରେ ମଧ୍ୟ ବୁମରାହଙ୍କୁ ବିଶ୍ରାମ ଦିଆଯାଉ’: ଏମିତି କାହିଁକି କହିଲେ ସୁନୀଲ ଗାଭାସ୍କର?

September 19, 2025

କର୍ପୋରେଟରଙ୍କ ଘର ଉପରେ ବୋମାମାଡ଼

September 19, 2025

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ​​ABVP ବଡ଼ ବିଜୟ; ଉପାଧ୍ୟକ୍ଷ ଆସନ ଜିତିଲା NSUI

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.