Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଟି -୨୦: ଏହିପରି ହୋଇପାରେ ଖେଳାଳି ଏକାଦଶ, ଜାଣନ୍ତୁ ପିଚ୍ ରିପୋର୍ଟ
ଆଜିର ଖବର

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଟି -୨୦: ଏହିପରି ହୋଇପାରେ ଖେଳାଳି ଏକାଦଶ, ଜାଣନ୍ତୁ ପିଚ୍ ରିପୋର୍ଟ

August 8, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଟି -୨୦ ଖେଳାଯିବ। ଯଦି ପ୍ରଥମ ଦୁଇଟି ଟି -୨୦ ହାରିଥିବା ଭାରତୀୟ ଦଳ ଆଜି ବି ହାରିଯାଏ, ତେବେ ଦଳ ସିରିଜ୍ ହରାଇବ। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ପାଇଁ ଏହା କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ଏହି ମ୍ୟାଚ ଜିତି ସିରିଜ ହରାଇବାର ବିପଦକୁ ଏଡାଇବାକୁ ଚାହିଁବ। ଏଥି ସହିତ ୱେଷ୍ଟଇଣ୍ଡିଜ୍‌ର ଆଖି ସିରିଜ ଜିତିବା ଉପରେ ରହିବ।

ୱେଷ୍ଟଇଣ୍ଡିଜ୍ ୨୦୧୬ ଠାରୁ ଭାରତ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍ ଜିତି ନାହିଁ:

ଦ୍ୱିତୀୟ ଟି -୨୦ ରେ ବିଜୟ ପରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ରୋଭମାନ ପାୱେଲ କହିଥିଲେ ଯେ, ସେ ୨୦୧୬ ପରଠାରୁ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ଟି -୨୦ ସିରିଜ ଜିତିବେ। ପ୍ରକାଶ ଯେ, ଦ୍ୱିପାକ୍ଷିକ ସିରିଜରେ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ୍ କ୍ରମାଗତ ଦୁଇଟି ଟି -୨୦ ମ୍ୟାଚ୍ ରେ ଭାରତକୁ ପରାସ୍ତ କରିଛି।

ପିଚ୍ ରିପୋର୍ଟ:

ଦ୍ୱିତୀୟ ଟି-୨୦ ଗୁଏନାରେ ସମାନ ଗ୍ରାଉଣ୍ଡରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା, ଯାହାକୁ ଆୟୋଜକ ଦଳ ଦୁଇଟି ୱିକେଟ୍ ରେ ଜିତିଥିଲା। ସ୍ପିନରମାନେ ଏଠାରେ ସାହାଯ୍ୟ ପାଆନ୍ତି, କାରଣ ଏହି ପିଚରେ ବାଉନ୍ସ ବହୁତ ଅଧିକ। ତଥାପି, ଟାର୍ଗେଟକୁ ପିଛା କରି ଲକ୍ଷ୍ୟ ପୂରଣ କରିବା ଏଠାରେ ଟିକିଏ ସହଜ ଅଟେ। ଏହାକୁ ଦୃଷ୍ଟିରେ ରଖି ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରେ।

ତୃତୀୟ ଟି -୨୦ରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଖେଳାଳି: ଇଶାନ୍ କିଶନ (ୱିକେଟ୍ ରକ୍ଷକ), ଯଶସ୍ୱୀ ଜୟସ୍ଵାଲ, ଶୁଭମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ /ଅକ୍ସର ପଟେଲ, କୁଲଦୀପ ଯାଦବ, ଆବେଶ ଖାନ, ଅର୍ଶଦୀପ ସିଂ ଏବଂ ୟୁଜଭେନ୍ଦ୍ର ଚହଲ।

ଇଣ୍ଡିଆ ଖେଳାଳି ଏକାଦଶ ତୃତୀୟ ଟି -୨୦ ପିଚ୍ ରିପୋର୍ଟ ୱେଷ୍ଟଇଣ୍ଡିଜ୍
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୧ରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଚେତାବନୀ, ସମୂହ ଇସ୍ତଫା ପାଇଁ ପ୍ରସ୍ତୁତ OMSA

June 20, 2026

ହନୁମାନ ମନ୍ଦିରରେ ବଡ଼ ଦୁର୍ଘଟଣା: ଛାତ ଭୁଷୁଡି ୭ ମୃତ, ଉଦ୍ଧାର କାର୍ଯ୍ୟ

June 20, 2026

ସୋଆ ଆଭିଏସ୍‌ଏଏଚ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ କର୍ମାଭିମୁଖୀ ଆଲୋଚନାଚକ୍ର ଆୟୋଜିତ

June 20, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ କଲେ ଶଶି ଥରୁର: ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କଲା ବିଜେପି

June 20, 2026
Latest News

ଜୁଲାଇ ୧ରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଚେତାବନୀ, ସମୂହ ଇସ୍ତଫା ପାଇଁ ପ୍ରସ୍ତୁତ OMSA

June 20, 2026

ହନୁମାନ ମନ୍ଦିରରେ ବଡ଼ ଦୁର୍ଘଟଣା: ଛାତ ଭୁଷୁଡି ୭ ମୃତ, ଉଦ୍ଧାର କାର୍ଯ୍ୟ

June 20, 2026

ସୋଆ ଆଭିଏସ୍‌ଏଏଚ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ କର୍ମାଭିମୁଖୀ ଆଲୋଚନାଚକ୍ର ଆୟୋଜିତ

June 20, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ କଲେ ଶଶି ଥରୁର: ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କଲା ବିଜେପି

June 20, 2026

ନାରୀ ସୁରକ୍ଷା ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.