Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର-କଟକ-ନର୍ଗୁଣ୍ଡି ରେଳ ସେକ୍ସନରେ ପ୍ରଭାବିତ ହେବ ଟ୍ରେନ ସେବା: ଜାଣନ୍ତୁ ତାଲିକା
ଆଜିର ଖବର

ଭୁବନେଶ୍ୱର-କଟକ-ନର୍ଗୁଣ୍ଡି ରେଳ ସେକ୍ସନରେ ପ୍ରଭାବିତ ହେବ ଟ୍ରେନ ସେବା: ଜାଣନ୍ତୁ ତାଲିକା

August 10, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କଟକ-ପାରାଦୀପ ରେଳ ସେକ୍ସନରେ କଟକ ଏବଂ କନ୍ଦରପୁର ରେଳ ଷ୍ଟେସନ ମଧ୍ୟରେ ଅଟୋ-ସିଗନାଲିଂ କାର୍ଯ୍ୟକ୍ଷମ ସହିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନର୍ଗୁଣ୍ଡି-କଟକ-ଭୁବନେଶ୍ୱର ରେଳ ସେକ୍ସନରେ କେତେକ ଟ୍ରେନ୍ ସେବାକୁ ସାମୟିକ ଭାବରେ ପ୍ରଭାବିତ କରାଯାଇଅଛି।

12 ରୁ 14 ଅଗଷ୍ଟ ପର୍ଯ୍ୟନ୍ତ ବାତିଲ ହେବାକୁଥିବା ଟ୍ରେନ୍:

• 18413/18414 ପାରାଦୀପ-ପୁରୀ-ପାରାଦୀପ ଏକ୍ସପ୍ରେସ।
• 08413/08414 ତାଳଚେର-ପୁରୀ-ତାଳଚେର ପାସେଞ୍ଜର ସ୍ପେଶାଲ।
• 08411/08412 ବାଲେଶ୍ୱର-ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ।
• 08415/08416 ଜଳେଶ୍ୱର-ପୁରୀ-ଜଳେଶ୍ୱର ପାସେଞ୍ଜର ସ୍ପେଶାଲ।
• 08555/08556 ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ ପାସେଞ୍ଜର ସ୍ପେଶାଲ।
• 08445/08446 କଟକ-ପାରାଦୀପ-କଟକ ପାସେଞ୍ଜର ସ୍ପେଶାଲ।
• 08407/08408 କଟକ-ପାରାଦୀପ-କଟକ ପାସେଞ୍ଜର ସ୍ପେଶାଲ।
• 08453/08454 ଭଦ୍ରକ-କଟକ-ଭଦ୍ରକ ପାସେଞ୍ଜର ସ୍ପେଶାଲ।

ଅଗଷ୍ଟରେ ଅନ୍ୟ ତାରିଖଗୁଡିକରେ ବାତିଲ୍ ହେବାକୁଥିବା ଟ୍ରେନ୍:

• 11.08.2023 ରେ ସାନ୍ତ୍ରାଗଛି ରୁ 02837 ସାନ୍ତ୍ରାଗଛି-ପୁରୀ ଏକ୍ସପ୍ରେସ।
• 12.08.2023 ରେ ପୁରୀରୁ 02838 ପୁରୀ-ସାନ୍ତ୍ରାଗଛି ଏକ୍ସପ୍ରେସ।
• 13.08.2023 ରେ ବିଶାଖାପାଟନମ୍ ରୁ 22810 ବିଶାଖାପାଟନମ୍-ପାରାଦୀପ ଏକ୍ସପ୍ରେସ।
• 13.08.2023 ରେ ଭଞ୍ଜପୁରରୁ 08011 ଭଞ୍ଜପୁର (ବାରିପଦା) -ପୁରୀ ସ୍ପେଶାଲ୍।
• 11 ଓ 13 ଅଗଷ୍ଟ 2023 ରେ ପୁରୀରୁ 08012 ପୁରୀ-ଭଞ୍ଜପୁର ସ୍ପେଶାଲ୍।

ଟ୍ରେନର ଆଂଶିକ ବାତିଲ୍:

• 08534/08533 ପଲାସା-କଟକ-ପଲାସା ପାସେଞ୍ଜର ସ୍ପେଶାଲ ଭୁବନେଶ୍ୱର ନ୍ୟୁ ଏବଂ କଟକ ମଧ୍ୟରେ 12.08.2023 ରୁ 14.08.2023 ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

• 08422/08421 ଗୁଣୁପୁର-କଟକ-ଗୁଣୁପୁର ପାସେଞ୍ଜର ସ୍ପେଶାଲ ଭୁବନେଶ୍ୱର ନ୍ୟୁ ଏବଂ କଟକ ମଧ୍ୟରେ 12.08.2023 ରୁ 14.08.2023 ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

• 12073/12074 ହାଓଡ଼ା-ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ ଉଭୟ ଦିଗରୁ 13.08.2023 ରେ ଖଡ଼ଗ୍ପୁର ଓ ହାଓଡ଼ା ମଧ୍ୟରେ ବାତିଲ ରହିବ।

କଟକ ମାର୍ଗ ପରିବର୍ତ୍ତେ ନରାଜ ମାର୍ଥାପୁର ଦେଇ ମାର୍ଗ ପରିବର୍ତ୍ତନ ସହ ନରାଜ ମାର୍ଥାପୁର / କପିଲାସ ରୋଡ ଷ୍ଟେସନରେ ରହଣି ବ୍ୟବସ୍ଥା:

01. 12073 / 12074 ହାଓଡ଼ା-ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ ଉଭୟ ଦିଗରୁ 12 ରୁ 14 ଅଗଷ୍ଟ 2023 ପର୍ଯ୍ୟନ୍ତ।

02. 12277/12278 ହାଓଡ଼ା-ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ ଉଭୟ ଦିଗରୁ 12 ରୁ 14 ଅଗଷ୍ଟ 2023 ପର୍ଯ୍ୟନ୍ତ।

03. 12821/12822 ଶାଲିମାର-ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ ଉଭୟ ଦିଗରୁ 12 ରୁ 14 ଅଗଷ୍ଟ 2023 ପର୍ଯ୍ୟନ୍ତ।

04. 12891/12892 ବାଙ୍ଗିରିପୋସି-ପୁରୀ-ବାଙ୍ଗିରିପୋସି ଏକ୍ସପ୍ରେସ ଉଭୟ ଦିଗରୁ 12 ରୁ 14 ଅଗଷ୍ଟ 2023 ପର୍ଯ୍ୟନ୍ତ।

05. 18416/18415 ବଡ଼ବିଲ-ପୁରୀ-ବଡ଼ବିଲ ଏକ୍ସପ୍ରେସ୍ ଉଭୟ ଦିଗରୁ 12 ରୁ 14 ଅଗଷ୍ଟ 2023 ପର୍ଯ୍ୟନ୍ତ।

06. 12802 ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ନୂଆଦିଲ୍ଲୀରୁ 10 ରୁ 12 ଅଗଷ୍ଟ 2023 ପର୍ଯ୍ୟନ୍ତ।

07. 12801 ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ପୁରୀରୁ 12 ରୁ 14 ଅଗଷ୍ଟ 2023 ପର୍ଯ୍ୟନ୍ତ।

08. 12837 ହାଓଡ଼ା-ପୁରୀ ଏକ୍ସପ୍ରେସ ହାଓଡ଼ାରୁ 11 ରୁ 13 ଅଗଷ୍ଟ 2023 ପର୍ଯ୍ୟନ୍ତ।

09. 12838 ପୁରୀ-ହାଓଡ଼ା ଏକ୍ସପ୍ରେସ ପୁରୀରୁ 12 ରୁ 14 ଅଗଷ୍ଟ 2023 ପର୍ଯ୍ୟନ୍ତ।

10. 18117 ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ ରାଉରକେଲାରୁ 11 ରୁ 13 ଅଗଷ୍ଟ 2023 ପର୍ଯ୍ୟନ୍ତ।

11. 18118 ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ ଗୁଣୁପୁରରୁ 12 ରୁ 14 ଅଗଷ୍ଟ 2023 ପର୍ଯ୍ୟନ୍ତ।

12. 18409 ଶାଲିମାର-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଶାଲିମାରରୁ 11 ରୁ 13 ଅଗଷ୍ଟ 2023 ପର୍ଯ୍ୟନ୍ତ।

13. 18410 ପୁରୀ-ଶାଲିମାର ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ପୁରୀରୁ 12 ରୁ 14 ଅଗଷ୍ଟ 2023 ପର୍ଯ୍ୟନ୍ତ।

14. 18426 ଦୁର୍ଗ-ପୁରୀ ଏକ୍ସପ୍ରେସ ଦୁର୍ଗରୁ 11 ରୁ 13 ଅଗଷ୍ଟ 2023 ପର୍ଯ୍ୟନ୍ତ।

15. 18425 ପୁରୀ-ଦୁର୍ଗ ଏକ୍ସପ୍ରେସ ପୁରୀରୁ 12 ରୁ 14 ଅଗଷ୍ଟ 2023 ପର୍ଯ୍ୟନ୍ତ।

16. 18451 ହଟିଆ-ପୁରୀ ତପସ୍ୱିନି ଏକ୍ସପ୍ରେସ ହଟିଆରୁ 11 ରୁ 13 ଅଗଷ୍ଟ 2023 ପର୍ଯ୍ୟନ୍ତ।

17. 18452 ପୁରୀ-ହଟିଆ ତପସ୍ୱିନି ଏକ୍ସପ୍ରେସ ପୁରୀରୁ 12 ରୁ 14 ଅଗଷ୍ଟ 2023 ପର୍ଯ୍ୟନ୍ତ।

18. 18478 ଋଷିକେଶ-ପୁରୀ କଲିଙ୍ଗ ଉତ୍କଳ ଏକ୍ସପ୍ରେସ ଋଷିକେଶରୁ 10 ରୁ 12 ଅଗଷ୍ଟ 2023 ପର୍ଯ୍ୟନ୍ତ।

19. 18477 ପୁରୀ-ଋଷିକେଶ କଲିଙ୍ଗ ଉତ୍କଳ ଏକ୍ସପ୍ରେସ ପୁରୀରୁ 12 ରୁ 14 ଅଗଷ୍ଟ 2023 ପର୍ଯ୍ୟନ୍ତ।

20. 02831 ଧାନବାଦ-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ ଧାନବାଦରୁ 11 ରୁ 13 ଅଗଷ୍ଟ 2023 ପର୍ଯ୍ୟନ୍ତ।

21. 02832 ଭୁବନେଶ୍ୱର-ଧାନବାଦ ସ୍ପେଶାଲ ଏକ୍ସପ୍ରେସ ଭୁବନେଶ୍ୱରରୁ 12 ରୁ 14 ଅଗଷ୍ଟ 2023 ପର୍ଯ୍ୟନ୍ତ।

22. 08440 ପାଟନା-ପୁରୀ ସ୍ପେଶାଲ ପାଟନାରୁ 13.08.2023 ଦିନ।

23. 08439 ପୁରୀ-ପାଟନା ସ୍ପେଶାଲ୍ ପୁରୀରୁ 12.08.2023 ଦିନ।

24. 12876 ଆନନ୍ଦ ବିହାର-ପୁରୀ ନୀଳାଚଳ ଏକ୍ସପ୍ରେସ ଆନନ୍ଦ ବିହାରରୁ 11ଏବଂ13 ଅଗଷ୍ଟ 2023 ଦିନ।

25. 20814 ଯୋଧପୁର-ପୁରୀ ଏକ୍ସପ୍ରେସ ଯୋଧପୁରରୁ 12.08.2023 ଦିନ।

26. 20815 ଟାଟା-ବିଶାଖାପାଟନମ୍ ଏକ୍ସପ୍ରେସ୍ ଟାଟାରୁ 14.08.2023 ଦିନ।

27. 07029 ଅଗରତାଲା-ସିକନ୍ଦରାବାଦ ସ୍ପେଶାଲ ଅଗରତାଲା ଠାରୁ 11.08.2023 ଦିନ।

28. 12820 ଆନନ୍ଦ ବିହାର-ପୁରୀ ଓଡିଶା ସାମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଆନନ୍ଦ ବିହାରରୁ 11.08.2023 ଦିନ।

29. 15644 କାମାକ୍ଷା-ପୁରୀ ଏକ୍ସପ୍ରେସ କାମାକ୍ଷାରୁ 10.08.2023 ଦିନ।

30. 12815 ପୁରୀ-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ ପୁରୀରୁ 12 ଏବଂ 14.08.2023 ଦିନ।

31. 12880 ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ ଭୁବନେଶ୍ୱରରୁ 14.08.2023 ଦିନ।

32. 12888 ପୁରୀ-ଶାଲିମାର ଏକ୍ସପ୍ରେସ ପୁରୀରୁ 13.08.2023 ଦିନ।

33. 18126/18125 ପୁରୀ-ରାଉରକେଲା-ପୁରୀ ଏକ୍ସପ୍ରେସ୍ ଉଭୟ ଦିଗରୁ 12 ରୁ 14 ଅଗଷ୍ଟ 2023 ପର୍ଯ୍ୟନ୍ତ।

34. 18449 ପୁରୀ-ପାଟନା ବୈଦ୍ୟନାଥମ୍ ଏକ୍ସପ୍ରେସ ପୁରୀରୁ 14.08.2023 ଦିନ।

35. 22890 ପୁରୀ-ଦିଘା ଏକ୍ସପ୍ରେସ ପୁରୀରୁ 12.08.2023 ଦିନ।

ଆଧୁନିକୀକରଣ କାର୍ଯ୍ୟ ଟ୍ରେନ ସେବା ଭୁବନେଶ୍ୱର-କଟକ-ନର୍ଗୁଣ୍ଡି
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.