Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମେରିକା ସହିତ ହୋଇପାରେ ୧୭ ହଜାର ୫୦୦ କୋଟିର ପ୍ରତିରକ୍ଷା ଚୁକ୍ତି
ଆଜିର ଖବର

ଆମେରିକା ସହିତ ହୋଇପାରେ ୧୭ ହଜାର ୫୦୦ କୋଟିର ପ୍ରତିରକ୍ଷା ଚୁକ୍ତି

June 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
17500 crore defence deal with usa
17500 crore defence deal with usa

ଲୋକସଭା ନିର୍ବାଚନ ପରେ ଏନଡିଏ ସରକାର ପୂର୍ଣ୍ଣ ବହୁମତ ସହିତ କ୍ଷମତାକୁ ଫେରିଛି। ତେବେ କ୍ଷମତାକୁ ଆସିବା ପରେ ନୂଆ ସରକାର ଆମେରିକା ସହିତ ଏକ ବଡ଼ ଧରଣର ପ୍ରତିରକ୍ଷା ଚୁକ୍ତି କରିବା ସମ୍ଭାବନା ରହିଛି। ଭାରତ ଆମେରିକାଠାରୁ ନୌସେନା ହେଲିକପ୍ଟର କିଣିବା ପାଇଁ ୧୭ ହଜାର ୫୦୦ କୋଟି ଟଙ୍କାର ଚୁକ୍ତି କରିପାରେ ବୋଲି ଜଣାପଡିଛି। ନୌସେନାର ଆଧୁନିକୀକରଣ ସହ ସଂଶ୍ଳିଷ୍ଟ ଥିବା ୨ ଅଧିକାରୀ ନାମ ଗୋପନ ରଖି ଏହି ସୂଚନା ପ୍ରଦାନ କରିଛନ୍ତି। ଚୁକ୍ତି ଅନୁଯାୟୀ, ଭାରତ ଆମେରିକାଠାରୁ ୨୪ଟି ଲକ୍‌ହିଦ ମାର୍ଟିନ ସିକର୍ସ୍କି ଏମଏଚ-୬୦ଆର ହେଲିକପ୍ଟର କିଣିପାରେ। ଏହାଦ୍ବାରା ନୌସେନାର ଶକ୍ତି ବୃଦ୍ଧି ପାଇବ। ଆମେରିକା ସରକାରଙ୍କ ବିଦେଶୀ ବୈଷୟିକ କୌଶଳ ବିକ୍ରି କାର୍ଯ୍ୟକ୍ରମ ଅଧୀନରେ ଭାରତ ଏହି ଡିଲ୍‌ କରିବ। ନୌସେନାରେ ଥିବା ସି କିଙ୍ଗ ହେଲିକପ୍ଟର ୨୦ ବର୍ଷ ହେବ କାର୍ଯ୍ୟ କରୁନାହିଁ। ତେଣୁ ନୌସେନାର ସଞ୍ଚାଳନ ପାଇଁ ଏସବୁ ହେଲିକପ୍ଟର ବଦଳରେ ଏମଏଚ-୬୦ଆର କିଣାଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ପରାସ୍ତ: ୨-୧ ରେ ସିରିଜ ଅଗ୍ରଣୀ ହାସଲ କଲା ଭାରତ

December 14, 2025

‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ୍ ଇନ୍ ଇଣ୍ଡିଆ’କୁ ମଜବୁତ କରୁଛି ଭାରତୀୟ ରେଳବାଇ

December 14, 2025

ୱାଙ୍ଖଡେରେ ଐତିହାସିକ ମୁହୂର୍ତ୍ତ: ଲିଓନେଲ ମେସିଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ସଚିନ ତେନ୍ଦୁଲକର

December 14, 2025

କାଙ୍କଣ ଶିଖରୀରେ ୮ମ ଶ୍ରୀଜଗନ୍ନାଥ ମହୋତ୍ସବ ଉଦ୍‌ଯାପିତ, ୨୦ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ

December 14, 2025
Latest News

ତୃତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ପରାସ୍ତ: ୨-୧ ରେ ସିରିଜ ଅଗ୍ରଣୀ ହାସଲ କଲା ଭାରତ

December 14, 2025

ଧର୍ମଶାଳାରେ ପୁଣି ହିଂସା, ପୂର୍ବତନ ବିଧାୟକ ପ୍ରଣବ ଓ ବିଧାୟକ ହିମାଂଶୁଙ୍କ ସମର୍ଥକଙ୍କ ମଧ୍ୟରେ ପିଟାପିଟି

December 14, 2025

‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ୍ ଇନ୍ ଇଣ୍ଡିଆ’କୁ ମଜବୁତ କରୁଛି ଭାରତୀୟ ରେଳବାଇ

December 14, 2025

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଭୋଜିରେ ଯୋଗ ଦେଲେ ନବୀନ ପଟ୍ଟନାୟକ

December 14, 2025

ୱାଙ୍ଖଡେରେ ଐତିହାସିକ ମୁହୂର୍ତ୍ତ: ଲିଓନେଲ ମେସିଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ସଚିନ ତେନ୍ଦୁଲକର

December 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.