Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମେରିକା ସହିତ ହୋଇପାରେ ୧୭ ହଜାର ୫୦୦ କୋଟିର ପ୍ରତିରକ୍ଷା ଚୁକ୍ତି
ଆଜିର ଖବର

ଆମେରିକା ସହିତ ହୋଇପାରେ ୧୭ ହଜାର ୫୦୦ କୋଟିର ପ୍ରତିରକ୍ଷା ଚୁକ୍ତି

June 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
17500 crore defence deal with usa
17500 crore defence deal with usa

ଲୋକସଭା ନିର୍ବାଚନ ପରେ ଏନଡିଏ ସରକାର ପୂର୍ଣ୍ଣ ବହୁମତ ସହିତ କ୍ଷମତାକୁ ଫେରିଛି। ତେବେ କ୍ଷମତାକୁ ଆସିବା ପରେ ନୂଆ ସରକାର ଆମେରିକା ସହିତ ଏକ ବଡ଼ ଧରଣର ପ୍ରତିରକ୍ଷା ଚୁକ୍ତି କରିବା ସମ୍ଭାବନା ରହିଛି। ଭାରତ ଆମେରିକାଠାରୁ ନୌସେନା ହେଲିକପ୍ଟର କିଣିବା ପାଇଁ ୧୭ ହଜାର ୫୦୦ କୋଟି ଟଙ୍କାର ଚୁକ୍ତି କରିପାରେ ବୋଲି ଜଣାପଡିଛି। ନୌସେନାର ଆଧୁନିକୀକରଣ ସହ ସଂଶ୍ଳିଷ୍ଟ ଥିବା ୨ ଅଧିକାରୀ ନାମ ଗୋପନ ରଖି ଏହି ସୂଚନା ପ୍ରଦାନ କରିଛନ୍ତି। ଚୁକ୍ତି ଅନୁଯାୟୀ, ଭାରତ ଆମେରିକାଠାରୁ ୨୪ଟି ଲକ୍‌ହିଦ ମାର୍ଟିନ ସିକର୍ସ୍କି ଏମଏଚ-୬୦ଆର ହେଲିକପ୍ଟର କିଣିପାରେ। ଏହାଦ୍ବାରା ନୌସେନାର ଶକ୍ତି ବୃଦ୍ଧି ପାଇବ। ଆମେରିକା ସରକାରଙ୍କ ବିଦେଶୀ ବୈଷୟିକ କୌଶଳ ବିକ୍ରି କାର୍ଯ୍ୟକ୍ରମ ଅଧୀନରେ ଭାରତ ଏହି ଡିଲ୍‌ କରିବ। ନୌସେନାରେ ଥିବା ସି କିଙ୍ଗ ହେଲିକପ୍ଟର ୨୦ ବର୍ଷ ହେବ କାର୍ଯ୍ୟ କରୁନାହିଁ। ତେଣୁ ନୌସେନାର ସଞ୍ଚାଳନ ପାଇଁ ଏସବୁ ହେଲିକପ୍ଟର ବଦଳରେ ଏମଏଚ-୬୦ଆର କିଣାଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.