Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଏସ୍‌ପି ସହିତ ମେଣ୍ଟ ଏକ ପରୀକ୍ଷଣ ଥିଲା ଯାହା ବିଫଳ ହୋଇଛି : ଅଖିଳେଶ ଯାଦବ
ଆଜିର ଖବର

ବିଏସ୍‌ପି ସହିତ ମେଣ୍ଟ ଏକ ପରୀକ୍ଷଣ ଥିଲା ଯାହା ବିଫଳ ହୋଇଛି : ଅଖିଳେଶ ଯାଦବ

June 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Akhilesh sees tie-up with BSP as a trial that didn’t triumph
Akhilesh sees tie-up with BSP as a trial that didn’t triumph

ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ବିଏସ୍‌ପି ସହିତ ମେଣ୍ଟକୁ ଏକ ପରୀକ୍ଷଣ ବୋଲି ଅଭିହିତ କରିଛନ୍ତି। ବିଏସ୍‌ପି ସହିତ ମେଣ୍ଟ ଏକ ପରୀକ୍ଷଣ ଥିଲା ଯାହାକି ବିଫଳ ହୋଇଛି ବୋଲି ବୁଧବାର କହିଛନ୍ତି ଅଖିଳେଶ। ରାଜନୀତିରେ ସମସ୍ତ ପଥ ଏବେବି ସମାଜବାଦୀ ପାର୍ଟି ପାଇଁ ପ୍ରଶସ୍ତ ରହିଛି। ଆମେ ସର୍ବଦା ପରୀକ୍ଷଣ କରିଥାଉ ବେଳେ ବେଳେ ସଫଳତା ପ୍ରାପ୍ତ ହେଉଥିବା ବେଳେ ବିଭିନ୍ନ ସମୟରେ ବିଫଳତାର ସାମ୍ନା କରିବାକୁ ପଡିଥାଏ ମାତ୍ର ଏଥିରୁ ନିଜର ଦୁର୍ବଳତା ସମ୍ପର୍କରେ ସଠିକ୍‌ ସୂଚନା ପ୍ରାପ୍ତ ହୋଇଥାଏ ବୋଲି କହିଛନ୍ତି ଅଖିଳେଶ।  ସମାଜବାଦୀ ପାର୍ଟି ୨୦୨୨ରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି କହିବା ସହିତ ମେଣ୍ଟ ନିମନ୍ତେ ଦଳର ରାସ୍ତା ସର୍ବଦା ଉନ୍ମୁକ୍ତ ରହିଛି ବୋଲି ଅଖିଳେଶ କହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଖ୍ୟାତ ସାହିତ୍ୟିକ ବିଜୟ ନାୟକଙ୍କ ଗଳ୍ପ ପୁସ୍ତକ ‘ସୁବ୍ରତ ଏବେ କେଉଁଠି’ କୁ ଉନମୋଚନ କଲେ ମୁଖ୍ୟମନ୍ତ୍ରୀ

December 13, 2025

ଟଳିଲା ବଡ଼ ଦୁର୍ଘଟଣା: ଅବତରଣ ସମୟରେ ରନୱେରେ ଧକ୍କା ଦେଲା ଭୁବନେଶ୍ଵରରୁ ରାଞ୍ଚି ଯାଉଥିବା ବିମାନ

December 13, 2025

ସୋମବାରଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୋର୍ଡାନ ଗସ୍ତ, ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହ

December 13, 2025

ତିରୁବନନ୍ତପୁରମରେ ବିଜେପିର ବିଜୟ: ପରାଜୟ ପାଇଁ କଂଗ୍ରେସକୁ ଦାୟୀ କଲା ବାମପନ୍ଥୀ ଦଳ

December 13, 2025
Latest News

ପ୍ରଖ୍ୟାତ ସାହିତ୍ୟିକ ବିଜୟ ନାୟକଙ୍କ ଗଳ୍ପ ପୁସ୍ତକ ‘ସୁବ୍ରତ ଏବେ କେଉଁଠି’ କୁ ଉନମୋଚନ କଲେ ମୁଖ୍ୟମନ୍ତ୍ରୀ

December 13, 2025

ଟଳିଲା ବଡ଼ ଦୁର୍ଘଟଣା: ଅବତରଣ ସମୟରେ ରନୱେରେ ଧକ୍କା ଦେଲା ଭୁବନେଶ୍ଵରରୁ ରାଞ୍ଚି ଯାଉଥିବା ବିମାନ

December 13, 2025

ସୋମବାରଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୋର୍ଡାନ ଗସ୍ତ, ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହ

December 13, 2025

ତିରୁବନନ୍ତପୁରମରେ ବିଜେପିର ବିଜୟ: ପରାଜୟ ପାଇଁ କଂଗ୍ରେସକୁ ଦାୟୀ କଲା ବାମପନ୍ଥୀ ଦଳ

December 13, 2025

ଛଅଟି ଦେଶରେ ଓଡ଼ିଆ ଚଳଚ୍ଚିତ୍ର ‘ନବକଳେବର’ ପ୍ରଦର୍ଶିତ, ସବୁଠି ଭାବବିହ୍ୱଳ ହେଲେ ଦର୍ଶକ

December 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.