Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ଜି- ୨୦ ଅଧ୍ୟକ୍ଷତା ଉପରେ ଏକ ଇ- ପୁସ୍ତକ ‘ପିପୁଲ୍ସ ଜି – ୨୦’ କୁ ଉନ୍ମୋଚନ କଲେ ଅପୂର୍ବ ଚନ୍ଦ୍ର
ଆଜିର ଖବର

ଭାରତର ଜି- ୨୦ ଅଧ୍ୟକ୍ଷତା ଉପରେ ଏକ ଇ- ପୁସ୍ତକ ‘ପିପୁଲ୍ସ ଜି – ୨୦’ କୁ ଉନ୍ମୋଚନ କଲେ ଅପୂର୍ବ ଚନ୍ଦ୍ର

September 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ଆଜି ନୂଆଦିଲ୍ଲୀ ଠାରେ ଭାରତର ଜି – ୨୦ ଅଧ୍ୟକ୍ଷତା ଉପରେ ଏକ ଇ – ପୁସ୍ତକ ‘ପିପୁଲ୍ସ ଜି – ୨୦’ କୁ ଉନ୍ମୋଚନ କରିଛନ୍ତି। ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ମନୀଷ ଦେଶାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପିଆଇବିର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚନ କରାଯାଇଥିଲା।

ଏହି ପୁସ୍ତକରେ ଭାରତର ଜି – ୨୦ ଅଧ୍ୟକ୍ଷତାର ସମ୍ପୂର୍ଣ୍ଣ ଯାତ୍ରାକୁ ଉପସ୍ଥାପିତ କରାଯାଇଛି। ଏହି ପୁସ୍ତକରେ ତିନୋଟି ଭାଗ ରହିଛି, ପ୍ରଥମ ଭାଗରେ ସେପ୍ଟେମ୍ବର ୯ ରୁ ୧୦, ୨୦୨୩ ମଧ୍ୟରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଭବ୍ୟ ଜି – ୨୦ ଶିଖର ସମ୍ମିଳନୀ ସମ୍ପର୍କିତ ସମସ୍ତ ବିବରଣୀ ରହିଛି। ଏହି ପୁସ୍ତକରେ ଜି – ୨୦ର ଢାଞ୍ଚା ଓ କାର୍ଯ୍ୟକାରିତା ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ଏହି ଗୋଷ୍ଠୀର ଭାରତର ଅଧ୍ୟକ୍ଷତାରେ ନିଆଯାଇଥିବା ପଦକ୍ଷେପ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

ଦ୍ୱିତୀୟ ଭାଗରେ ଶେର୍ପା ଏବଂ ଫାଇନାନ୍ସ ଟ୍ରାକ୍ ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟକାରୀ ଗୋଷ୍ଠୀର ବୈଠକ ଏବଂ ଅଧ୍ୟକ୍ଷ ଭାବେ ଭାରତ ଦାୟିତ୍ୱ ଗ୍ରହଣ କରିବା ପର ଠାରୁ ଗତ ଏକ ବର୍ଷ ମଧ୍ୟରେ ସମଗ୍ର ଦେଶରେ ଅନୁଷ୍ଠିତ ହୋଇଥିବା ନିୟୋଜିତ ଗୋଷ୍ଠୀର ବୈଠକ ଗୁଡ଼ିକର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଛି।

ଇ- ପୁସ୍ତକର ଶେଷ ଭାଗରେ ଗତ ବର୍ଷ ସାରା ଦେଶରେ ଆୟୋଜିତ ଜନ- ଭାଗିଦାରୀ କାର୍ଯ୍ୟକ୍ରମର ଏକ ଫଟୋ ପ୍ରବନ୍ଧ ଉପସ୍ଥାପିତ ହୋଇଛି ଯାହା ଭାରତର ଜି – ୨୦ ଅଧ୍ୟକ୍ଷତାକୁ ଏକ ଜନ- କ୍ଷମତାସମ୍ପନ୍ନ ଆନ୍ଦୋଳନରେ ପରିଣତ କରିଛି।

ଅପୂର୍ବ ଚନ୍ଦ୍ର ଇ - ପୁସ୍ତକ ଜି -୨୦ ଅଧ୍ୟକ୍ଷତା ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ 

June 6, 2026
Latest News

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.