Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟୁଷ୍ମାନ ଭବ ଅଭିଯାନରେ ଗତ ତିନିଦିନ ମଧ୍ୟରେ ୨.୬ଲକ୍ଷ ରୋଗୀ ପଞ୍ଜୀକୃତ
ଆଜିର ଖବର

ଆୟୁଷ୍ମାନ ଭବ ଅଭିଯାନରେ ଗତ ତିନିଦିନ ମଧ୍ୟରେ ୨.୬ଲକ୍ଷ ରୋଗୀ ପଞ୍ଜୀକୃତ

September 21, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଳୀ: ସେବା ପକ୍ଷର ଅଂଶବିଶେଷଭାବେ ଆୟୁଷ୍ମାନ ଭବ ଅଭିଯାନ ଅଧୀନରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବାର ପୂର୍ଣ୍ଣତା ନିମନ୍ତେ ଦେଶବ୍ୟାପୀ ଅଭିଯାନ ୧୭ ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେପ୍ଟେମ୍ବର ୧୩, ୨୦୨୩ଦିନ ‘ଆୟୁଷ୍ମାନ ଭବ’ ଅଭିଯାନ ଶୁଭାରମ୍ଭ କରିଥିଲେ। ଦେଶରେ ସାମଗ୍ରୀକ ସ୍ୱାସ୍ଥ୍ୟସେବା ଉପଲବ୍ଧତା ହେଉଛି ଏହି ଅଭିଯାନରର ମୂଳ ଲକ୍ଷ୍ୟ। ଭୌଗୋଳିକ ପରିସୀମା ନିର୍ବିଶେଷରେ କାହାରିକୁ ନ ଛାଡି ପ୍ରତ୍ୟେକ ଗ୍ରାମ ଓ ସହରକୁ ବିସ୍ତୃତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ହେଉଛି ସେବା ପକ୍ଷର ମୂଳଲକ୍ଷ୍ୟ।

ଆୟୁଷ୍ମାନ ଭବ ଅଭିଯାନର ଅଂଶ ସ୍ୱରୂପ ୧୭ ସେପ୍ଟେମ୍ବର, ୨୦୨୩ ପରଠାରୁ ୩୦,୦୦୦ ଆୟୁଷ୍ମାନ ମେଳା ଆୟୋଜିତ ହେବା ସହ ସେପ୍ଟେମ୍ବର ୧୯, ୨୦୨୩ ସୁଦ୍ଧା ୨.୫ ଲକ୍ଷ ରୋଗୀଙ୍କ ସମାଗମ ହୋଇଥିଲା। ୧୭ସେପ୍ଟେମ୍ବର, ୨୦୨୩ ଠାରୁ ଏହା ହେଉଛି ଆୟୁଷ୍ମାନ ମେଳାର ହିତାଧିକାରୀଙ୍କ ବିସ୍ତୃତ ତାଲିକା।

ଆୟୁଷ୍ମାନ ଭବ ଅଧୀନରେ ଆୟୁଷ୍ମାନ ମେଳାର ସଫଳତା ସମ୍ପର୍କରେ ନିମ୍ନରେ ଦର୍ଶାଯାଇଛି।

ଆୟୁଷ୍ମାନ ଭବ ଅଭିଯାନର ଅଂଶସ୍ୱରୂପ ଗତ ତିନିଦିନ ମଧ୍ୟରେ କେବଳ ୨. ୫ ଲକ୍ଷ ଏବିଏଚଏ ଆଇ.ଡି କାର୍ଡ ସୃଷ୍ଟି ହୋଇଥିବାବେଳେ, ୧୦ଲକ୍ଷରୁ ଅଧିକ ବ୍ୟକ୍ତି ମାଗଣା ଔଷଧ ଓ ନିଦାନ ସେବା ପାଇପାରିଛନ୍ତି। ଆୟୁଷ୍ମାନ କାର୍ଡ ବଂଟନ, ଆଭା ଆଇଡି ତିଆରି, ପ୍ରମୁଖ ସ୍ୱାସ୍ଥ୍ୟ ଯୋଜନା ସମ୍ପର୍କରେ ସଚେତନତା ଓ ରୋଗ ଅବସ୍ଥା ଯଥା ଅଣ ସଂକ୍ରମକ ରୋଗ,ରାଜଯକ୍ଷ୍ମା, (ନିକ୍ଷୟ ମିତ୍ର), ରକ୍ତ ଶିକୁଳି ରୋଗ, ରକ୍ତଦାନ ଓ ଅଙ୍ଗଦାନ ଭଳି ଅଭିଯାନ

ସେବାପକ୍ଷ ପାଳନର ମୂଳଲକ୍ଷ୍ୟ

ସେବା ପକ୍ଷରୁ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ ନାଗରିକଗଣ ସେମାନଙ୍କ ନିକଟବର୍ତୀ ସ୍ୱାସ୍ଥ୍ୟା ଓ ସୁଧାର କେନ୍ଦ୍ର ଯାଇ ବୁଝି ପାରିବେ।

ଆୟୁଷ୍ମାନ ଭବ ଅଭିଯାନ ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.