Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମନପ୍ରୀତ ବାଦଲଙ୍କ ବିରୋଧରେ ପଞ୍ଜାବ ଭିଜିଲାନ୍ସ ଟିମର କାର୍ଯ୍ୟାନୁଷ୍ଠାନ, ବିଜେପି ନେତାଙ୍କ ସନ୍ଧାନରେ ୬ ଟି ରାଜ୍ୟରେ ଚଢାଉ
ଆଜିର ଖବର

ମନପ୍ରୀତ ବାଦଲଙ୍କ ବିରୋଧରେ ପଞ୍ଜାବ ଭିଜିଲାନ୍ସ ଟିମର କାର୍ଯ୍ୟାନୁଷ୍ଠାନ, ବିଜେପି ନେତାଙ୍କ ସନ୍ଧାନରେ ୬ ଟି ରାଜ୍ୟରେ ଚଢାଉ

September 29, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚଣ୍ଡିଗଡ଼: ପଞ୍ଜାବରେ କଂଗ୍ରେସ ବିଧାୟକ ସୁଖପାଲ ସିଂ ଖୈରା ଗିରଫ ହେବାର ଗୋଟିଏ ଦିନ ପରେ ଭିଜିଲାନ୍ସ ଟିମ ବିଜେପି ନେତା ତଥା ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲଙ୍କ ସନ୍ଧାନରେ ୬ ଟି ରାଜ୍ୟରେ ଚଢାଉ କରୁଛି। ଏହି ଟିମ୍ ଚଢାଉ ପାଇଁ ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ପହଞ୍ଚିଛି। ମଙ୍ଗଳବାର ନିଜେ ପଞ୍ଜାବର ବଠିଣ୍ଡା ଜିଲ୍ଲାରେ ସମ୍ପତ୍ତି କ୍ରୟରେ ଅନିୟମିତତା ମାମଲାରେ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ କୋର୍ଟ ଗିରଫଦାରୀ ୱାରେଣ୍ଟ ଜାରି କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରିବା ପରେ କୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ଭିଜିଲାନ୍ସ ସନ୍ଦେହ କରୁଛି ଯେ ମନପ୍ରିତ ପରେ ଦେଶ ଛାଡି ବିଦେଶ ଯାଇପାରନ୍ତି। ଜାମିନ ପାଇଁ ମନପ୍ରୀତ ବାଦଲଙ୍କ ଦ୍ଵାରା ଦାଖଲ ହୋଇଥିବା ଆବେଦନ ଆଜି ଶୁଣାଣି ହେବ।

କଂଗ୍ରେସ ବିଧାୟକ ପଞ୍ଜାବ ବିଜେପି ନେତା
Share. Facebook Twitter LinkedIn Email WhatsApp Copy Link

Related Posts

ଟୋକିଓରେ ଭୂମିକମ୍ପ ଝଟକା: ୫.୯ ତୀବ୍ରତାରେ ଥରିଲା ପୂର୍ବ ଜାପାନ

August 23, 2026

ବଙ୍ଗୋପସାଗରରେ ପୁଣି ଲଘୁଚାପ: ୨୮ ଯାଏଁ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

August 23, 2026

ଚମତ୍କାର LIC ର ଏହି ପଲିସି: ପ୍ରତି ମାସରେ 5 ହଜାର ନିବେଶ କଲେ ମିଳିବ 100 ବର୍ଷ ପର୍ଯ୍ୟନ୍ତ ସୁରକ୍ଷା

August 23, 2026

ପର୍ଜଙ୍ଗରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌-ଟ୍ରଲର ମୁହାଁମୁହିଁ ଧକ୍କା, ଚାଳକ ମୃତ

August 23, 2026
Latest News

ଟୋକିଓରେ ଭୂମିକମ୍ପ ଝଟକା: ୫.୯ ତୀବ୍ରତାରେ ଥରିଲା ପୂର୍ବ ଜାପାନ

August 23, 2026

ବଙ୍ଗୋପସାଗରରେ ପୁଣି ଲଘୁଚାପ: ୨୮ ଯାଏଁ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

August 23, 2026

ଚମତ୍କାର LIC ର ଏହି ପଲିସି: ପ୍ରତି ମାସରେ 5 ହଜାର ନିବେଶ କଲେ ମିଳିବ 100 ବର୍ଷ ପର୍ଯ୍ୟନ୍ତ ସୁରକ୍ଷା

August 23, 2026

ପର୍ଜଙ୍ଗରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌-ଟ୍ରଲର ମୁହାଁମୁହିଁ ଧକ୍କା, ଚାଳକ ମୃତ

August 23, 2026

ଗାନ୍ଧୀନଗରସ୍ଥିତ NFSU ପରିଦର୍ଶନ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.