Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପତ୍ନୀଙ୍କ ଅଭିଯୋଗ ପରେ କନିଷ୍ଠଯନ୍ତ୍ରୀଙ୍କୁ ଉଦ୍ଧାର କଲା ପୋଲିସ୍‌
ଆଜିର ଖବର

ପତ୍ନୀଙ୍କ ଅଭିଯୋଗ ପରେ କନିଷ୍ଠଯନ୍ତ୍ରୀଙ୍କୁ ଉଦ୍ଧାର କଲା ପୋଲିସ୍‌

June 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଲାଙ୍ଗୀର ପାଟଣାଗଡ଼ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଯଶବନ୍ତ ଶବର ଉଦ୍ଧାର ହୋଇଛନ୍ତି । ଯଶବନ୍ତଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପତ୍ନୀ ବିଧାୟକଙ୍କ ନାଁରେ ଏତଲା ଦେବା ପରେ ପୋଲିସ ତାଙ୍କୁ ନୂଆପଡ଼ା ଜିଲ୍ଲା ଖରିଆର ଅଂଚଳରୁ ଉଦ୍ଧାର କରି ଘରେ ଛାଡ଼ିଛି । ଏ ନେଇ ପାଟଣାଗଡ଼ ଡିଏସ୍‌ପି ସୁରେଶ ନାଏକ ସୂଚନା ଦେଇଛନ୍ତି । ଉଦ୍ଧାର ହେବ ପରେ ଯନ୍ତ୍ରୀ କହିଛନ୍ତି ଯେ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଲୋକନାଥ ମିଶ୍ର ବିଧାୟକ ସରୋଜ ମେହେରଙ୍କ ନିର୍ଦ୍ଦେଶରେ ତାଙ୍କୁ ଚାପୁଡା ମାରିଥିଲେ । ଆକ୍ରମଣ ଭୟରେ ସେ ବସଉଠ ହେବାକୁ ବାଧ୍ୟ ହୋଇଥିଲେ । ସେତେବେଳେ ପରିସ୍ଥିତି ଲଜ୍ଜାଜନକ ଥିଲା । ତେଣୁ ସେ କିଛି କହିପାରିନଥିବା କହିଛନ୍ତି । ସୂଚନାଯୋଗ୍ୟ କି, ଗତ ବୁଧବାର ଜେଇଙ୍କୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ସର୍ବ ସାଧାରଣ ସମ୍ମୁଖରେ ଉଠାବସା କରାଇଥିଲେ । ନିମ୍ନ ମାନର ରାସ୍ତା କାମ କରିବା ଅଭିଯୋଗରେ ବିଧାୟକଙ୍କୁ ଦଣ୍ଡିତ କରିଥିଲେ । ଏହାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୂଲ୍ୟବାନ ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

January 8, 2026

100 ରେଳ ଅଧିକାରୀ ହେବେ ପୁରସ୍କୃତ; ଶ୍ରେଷ୍ଠ ପ୍ରଦର୍ଶନକାରୀ ଜୋନ୍‌ଗୁଡ଼ିକୁ ଦିଆଯିବ ସିଲ୍

January 8, 2026

ବେଦାନ୍ତ କଂପାନୀ ଅଧ୍ୟକ୍ଷଙ୍କ ପୁତ୍ର ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ ପ୍ରକାଶ

January 8, 2026
Latest News

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୂଲ୍ୟବାନ ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

January 8, 2026

ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନଙ୍କ ସହ ବୈଠକ କଲେ କେନ୍ଦ୍ର କୃଷି ମନ୍ତ୍ରୀ

January 8, 2026

100 ରେଳ ଅଧିକାରୀ ହେବେ ପୁରସ୍କୃତ; ଶ୍ରେଷ୍ଠ ପ୍ରଦର୍ଶନକାରୀ ଜୋନ୍‌ଗୁଡ଼ିକୁ ଦିଆଯିବ ସିଲ୍

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.