Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବକପ୍‌ର ୧୧ ତମ ମୁକାବିଲାରେ ବିଜୟ ଆଶାରେ ପାକିସ୍ତାନ-ଶ୍ରୀଲଙ୍କା
ଆଜିର ଖବର

ବିଶ୍ବକପ୍‌ର ୧୧ ତମ ମୁକାବିଲାରେ ବିଜୟ ଆଶାରେ ପାକିସ୍ତାନ-ଶ୍ରୀଲଙ୍କା

June 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଶ୍ବକପ୍‌ର ୧୧ତମ ମୁକାବିଲାରେ ପରସ୍ପରର ମୁକାବିଲା କରିବେ ପାକିସ୍ତାନ ଏବଂ ଶ୍ରୀଲଙ୍କା। ବ୍ରିଷ୍ଟଲର କଣ୍ଟ୍ରି ଗ୍ରାଉଣ୍ଡରେ ଶୁକ୍ରବାର ଦିନ ୩ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଉଭୟ ଦଳ ନିଜର ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ଭାବରେ ପରାସ୍ତ ହୋଇଥିଲେ। ଦ୍ବତୀୟ ମ୍ୟାଚ୍‌ରେ ଉଭୟ ଦଳ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ଘରୋଇ ଇଂଲଣ୍ଡକୁ ପରାସ୍ତ କରି ଦୃଢ ଆତ୍ମବିଶ୍ବାସରେ ରହିଛି। ଅପର ପକ୍ଷରେ ଶ୍ରୀଲଙ୍କା ଆଫଗାନିସ୍ତାନ ବିପକ୍ଷରେ ସଙ୍ଘର୍ଷ କରିଥିଲେ ମଧ୍ୟ ନୁଆନ ପ୍ରଦୀପଙ୍କ ୪ ଓ୍ବିକେଟ ହାସଲ ଦଳକୁ ବିଜୟୀ କରାଇ ଥିଲା। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ୧୦୫ରେ ଅଲଆଉଟ୍‌ ହୋଇଥିଲେ ମଧ୍ୟ ଦ୍ବିତୀୟ ମ୍ୟାଚ୍‌ରେ ପାକ୍‌ ବ୍ୟାଟ୍ସମ୍ୟାନ୍‌ ରନ୍‌ ସଂଗ୍ରହ କରିବା ସହିତ ୩୪୮ ରନ୍‌ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍‌ରେ ବିଜୟୀ ହେବା ସହିତ ଦଳ ନିଜର ୧୧ ମ୍ୟାଚ୍‌ ପରାଜୟ ଧାରା ଭାଙ୍ଗିଥିଲା। ପାକିସ୍ତାନ ଦଳରେ ମହମ୍ମଦ ଆମିର ଏବଂ ଓ୍ବାହାବ ରିଆଜ୍‌ଙ୍କ ପରି ଅଭିଜ୍ଞ ଦ୍ରୁତ ବୋଲର ମଧ୍ୟ ରହିଛନ୍ତି ଯିଏ ମ୍ୟାଚ୍‌ର ରୂପରେଖ ବଦଳାଇବାରେ ଧୂରନ୍ଧର। ନିଜର ଦୁଇ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କା ଆଫଗାନ ବିପକ୍ଷ ବିଜୟ ପରେ ନିଜର ବିଜୟ ଧାରା ବଜାୟ ରଖିବାକୁ ଉଦ୍ୟମ କରିବ। ବ୍ରିଷ୍ଟଲ ପଡିଆରେ ସର୍ବଦା ହାଇସ୍କୋରିଂ ମ୍ୟାଚ୍‌ ଦେଖିବାକୁକ ମିଳିଥାଏ। ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଦୁଇଥର ୩୯୦ରୁ ଅଧିକ ରନ୍‌ ସଂଗୃହୀତ ହୋଇଥିଲା। ପାକିସ୍ତାନ ପକ୍ଷରୁ ଫକର ଜମାନ, ମହମ୍ମଦ ହଫିଜ୍‌, ମହମ୍ମଦ ଆମିର ଏବଂ ଓ୍ବାହାବ ରିଆଜ୍‌ଙ୍କ ଉପରେ ସମସ୍ତଙ୍କ ଗନଜର ରହିବ ସେହିପରି ଶ୍ରୀଲଙ୍କା ଖେଳାଳିଙ୍କ ମଧ୍ୟରେ ଦିମୁ୍ଥ କରୁଣାରତ୍ନେ, କୁଶାଲ ପରେରା ଏବଂ ଆଞ୍ଜେଲୋ ମାଥ୍ୟୁସ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ମ୍ୟାଚ୍‌ ବ୍ରିଷ୍ଟଲ କଣ୍ଟ୍ରି ଗ୍ରାଉଣ୍ଡରେ ଦିନ ତିନିଟା ସମୟରେ ଅନୁଷ୍ଠିତ ହେବ।
ସ୍ଥାନ : ବ୍ରିଷ୍ଟଲ କଣ୍ଟ୍ରି ଗ୍ରାଉଣ୍ଡ
ସମୟ : ଅପରାହ୍ନ୩.୦୦

Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନର ସ୍ଵପ୍ନ ଧୂଳିସାତ: ବାଂଲାଦେଶକୁ ସୁପର ଫୋର୍ ରେ ପହଞ୍ଚାଇଲା ଶ୍ରୀଲଙ୍କା

September 19, 2025

ଶୁଭମିତ୍ରା ସାହୁଙ୍କ ପାଇଁ ନ୍ୟାୟ ଦାବିରେ ମହିଳା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

September 18, 2025

ଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦଘାଟିତ

September 18, 2025

କେସିଙ୍ଗାରେ ‘ଜାତୀୟ ପୋଷଣ ମାସ-୨୦୨୫’ ଓ ‘ମାଙ୍କ ପାଇଁ ଗଛଟିଏ’ ସଚେତନତା କର୍ମଶାଳା

September 18, 2025
Latest News

ଆଫଗାନିସ୍ତାନର ସ୍ଵପ୍ନ ଧୂଳିସାତ: ବାଂଲାଦେଶକୁ ସୁପର ଫୋର୍ ରେ ପହଞ୍ଚାଇଲା ଶ୍ରୀଲଙ୍କା

September 19, 2025

ଶୁଭମିତ୍ରା ସାହୁଙ୍କ ପାଇଁ ନ୍ୟାୟ ଦାବିରେ ମହିଳା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

September 18, 2025

ଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦଘାଟିତ

September 18, 2025

କେସିଙ୍ଗାରେ ‘ଜାତୀୟ ପୋଷଣ ମାସ-୨୦୨୫’ ଓ ‘ମାଙ୍କ ପାଇଁ ଗଛଟିଏ’ ସଚେତନତା କର୍ମଶାଳା

September 18, 2025

ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଏବଂ ଟି-ସାର୍ଟ ବଣ୍ଟନ କଲେ ରାଜ୍ୟପାଳ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.