Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଲାଇ ୩୧ ତାରିଖ ସୁଦ୍ଧା ପିଏମ୍‌ କିଷାନ୍‌ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତାଲିକା ଦିଆଯିବ : ଅରୁଣ ସାହୁ
ଆଜିର ଖବର

ଜୁଲାଇ ୩୧ ତାରିଖ ସୁଦ୍ଧା ପିଏମ୍‌ କିଷାନ୍‌ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତାଲିକା ଦିଆଯିବ : ଅରୁଣ ସାହୁ

June 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଚାଷୀଙ୍କ ଏକ ତାଲିକା ଆଜି କେନ୍ଦ୍ର ସରକାର ରାଜ୍ୟକୁ ମାଗିଛନ୍ତି । ଜୁଲାଇ ୩୧ ମଧ୍ୟରେ ତାଲିକା ଦେବାକୁ କେନ୍ଦ୍ର ସରକାର କହିଛନ୍ତି । ଏନେଇ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟାରେ କହିଛନ୍ତି ଯେ, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ ଥିବା ରାଜ୍ୟର ୪୬ ଲକ୍ଷ ହିତାଧୀକାରୀଙ୍କ ଏକ ତାଲିକା ମାଗିଛନ୍ତି ।  ଜୁଲାଇ ୩୧ ମଧ୍ୟରେ ତାଲିକା ଦେବାକୁ କେନ୍ଦ୍ର ସରକାର କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଏବେ ସୁଦ୍ଧା ୧୨.୪୫ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ଦିଆଯାଇଛି । ଏଥିମଧ୍ୟରୁ ୯ ଲକ୍ଷ ୩୬ ହଜାର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି । ଯୋଜନାରେ ବଡ ଚାଷୀଙ୍କୁ ସାମିଲ କରାଯିବାକୁ ଏବେ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ରହିଛି ବୋଲି ଅରୁଣ କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବିପୁଳ ବିସ୍ପୋରକ ଜବତ, ଜଣେ ଗିରଫ

July 3, 2026

ମୌସୁମୀ ବର୍ଷା ଓ ଏଲ୍ ନିନୋ ଜନିତ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର

July 3, 2026

ଜନକଲ୍ୟାଣମୂଳକ ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା

July 3, 2026

ସମୁଦ୍ର ଜୁଆର ଯୋଗୁଁ ବିପଦରେ ପୋଡ଼ମ୍ପେଟା ଗ୍ରାମ: ବିପନ୍ନଙ୍କୁ ତୁରନ୍ତ ସହାୟତା ଓ ସ୍ଥାୟୀ ଥଇଥାନ ଦାବି

July 3, 2026
Latest News

ବିପୁଳ ବିସ୍ପୋରକ ଜବତ, ଜଣେ ଗିରଫ

July 3, 2026

ମୌସୁମୀ ବର୍ଷା ଓ ଏଲ୍ ନିନୋ ଜନିତ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର

July 3, 2026

ଜନକଲ୍ୟାଣମୂଳକ ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା

July 3, 2026

ସମୁଦ୍ର ଜୁଆର ଯୋଗୁଁ ବିପଦରେ ପୋଡ଼ମ୍ପେଟା ଗ୍ରାମ: ବିପନ୍ନଙ୍କୁ ତୁରନ୍ତ ସହାୟତା ଓ ସ୍ଥାୟୀ ଥଇଥାନ ଦାବି

July 3, 2026

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ,ଏଥିରେ…

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.