Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେନିଗୁଣ୍ଟାରେ ଦୁର୍ଘଟଣା : ୬ ମୃତ, ୪ ଆହତ
ଆଜିର ଖବର

ରେନିଗୁଣ୍ଟାରେ ଦୁର୍ଘଟଣା : ୬ ମୃତ, ୪ ଆହତ

June 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
RENIGUNTAACCICDENT 6 died
RENIGUNTAACCICDENT 6 died

ଆନ୍ଧ୍ରପ୍ରଦେଶର ରେନିଗୁଣ୍ଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଚାରି ଚକିଆ ଯାନଟି ଏକ ମାଲବାହୀ ଟ୍ରକ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଶୁକ୍ରବାର ସକାଳୁ ଚିତୁର୍‌ ଜିଲ୍ଳାରୁ ଏକ ବିବାହ କାର୍ଯ୍ୟକ୍ରମରୁ ଫେରୁ୍ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ରାସ୍ତା ଦାଢରେ ଟ୍ରକଟି ଛିଡା ହୋଇଥିବା ବେଳେ ପଛ ପାଖରୁ ବୋଲେରୋଟି ଆସି ଧକ୍କା ଦେଇଥିଲା। ମୃତକଙ୍କ ମଧ୍ୟକରେ ତିନି ଜଣ ମହିଳା ରହିଛନ୍ତି। ଆହତ ମାନଙ୍କୁ ତିରୁପତିର ଶ୍ରୀ ଭେଙ୍କଟେଶ୍ବର ରାମନାରାୟଣ ରୁଇଆ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ବିରୋଧରେ ED ର କାର୍ଯ୍ୟାନୁଷ୍ଠାନ: 11 କୋଟି ମୂଲ୍ୟର ସମ୍ପତ୍ତି ଜବତ

November 6, 2025

ଏହି ଭାରତୀୟ ଖେଳାଳିଙ୍କୁ ମିଳିବ ସୁନା ପ୍ଲେଟେଡ୍ ବଲ୍ ଏବଂ ବ୍ୟାଟ୍, ବିଶ୍ୱକପ୍ ବିଜୟ ପରେ ଏକ ବଡ଼ ଘୋଷଣା

November 6, 2025

ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା

November 6, 2025

ଅବଦୁଲ୍ଲା ଆଜମଙ୍କୁ ଝଟକା, ଏଫଆଇଆର ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

November 6, 2025
BJP Ads
Latest News

ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ବିରୋଧରେ ED ର କାର୍ଯ୍ୟାନୁଷ୍ଠାନ: 11 କୋଟି ମୂଲ୍ୟର ସମ୍ପତ୍ତି ଜବତ

November 6, 2025

ଏହି ଭାରତୀୟ ଖେଳାଳିଙ୍କୁ ମିଳିବ ସୁନା ପ୍ଲେଟେଡ୍ ବଲ୍ ଏବଂ ବ୍ୟାଟ୍, ବିଶ୍ୱକପ୍ ବିଜୟ ପରେ ଏକ ବଡ଼ ଘୋଷଣା

November 6, 2025

ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା

November 6, 2025

ଅବଦୁଲ୍ଲା ଆଜମଙ୍କୁ ଝଟକା, ଏଫଆଇଆର ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

November 6, 2025

ସାମ୍ବାଦିକ ରାଣା ଆୟୁବଙ୍କୁ ହତ୍ୟା ଧମକ, ଲରେନ୍ସ ବିଷ୍ନୋଇଙ୍କ ଫଟୋ ଥିବା ନମ୍ବରରୁ ମେସେଜ୍

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.