Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୦ ପଏଣ୍ଟ ବଢିଲା ସେନସେକ୍ସ : ବେଦାନ୍ତ ଓ ଏସ୍‌ବିଆଇର ଭଲ ପ୍ରଦର୍ଶନ
ଆଜିର ଖବର

୨୦୦ ପଏଣ୍ଟ ବଢିଲା ସେନସେକ୍ସ : ବେଦାନ୍ତ ଓ ଏସ୍‌ବିଆଇର ଭଲ ପ୍ରଦର୍ଶନ

June 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସପ୍ତାହର ଅନ୍ତିମ ବ୍ୟବସାୟିକ ଦିନରେ ସେନସେକ୍ସ ଓ ନିଫ୍‌ଟି ଭଲ ପ୍ରଦର୍ଶନ କରିଛନ୍ତି। ସେନ୍‌ସେକ୍ସ ୨୦୦ ପଏଣ୍ଟ ବଢିଥିବା ବେଳେ ନିଫ୍‌ଟୀ ୩୪ ପଏଣ୍ଟ ବଢିଛି। ଗତକାଲି ଆର୍‌ବିଆଇର ରେପୋରେଟ୍‌ ହ୍ରାସ ପଦକ୍ଷେପ ନିବେଶକଙ୍କୁ ଆକୃଷ୍ଟ କରି ପାରିନଥିଲା ଫଳରେ ଭାରତୀୟ ଶେୟାର ବଜାର ୫୫୩.୮୨ ପଏଣ୍ଟ ତଳକୁ ଖସି ଯାଇଥିଲା। ସେନ୍‌ସେକ୍ସ ୨୧୧.୦୪ ପଏଣ୍ଟ ବୃଦ୍ଧି ସହିତ ୩୯୩୧୮.୬୮ ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟି ୩୪.୨୫ ପଏଣ୍ଟ ବୃଦ୍ଧି ସହିତ ୧୧୮୦୯.୫୦ ପଏଣ୍ଟରେ ପହଞ୍ଚିଛି। ବେଦାନ୍ତ, ଏସ୍‌ବିଆଇ, ଇନ୍‌ଫୋସିସ୍‌, ଏଲ୍‌ ଆଣ୍ଡ ଟି ଏବଂ ବଜାଜ ଫାଇନାନ୍ସ ଶ୍ରେଷ୍ଠ ଆୟକାରୀ କମ୍ପାନୀ ମଧ୍ୟରେ ରହିଥିବା ବେଳେ ଇଣ୍ଡସଇଣ୍ଡ ବ୍ୟାଙ୍କ, ସନ୍‌ ଫାର୍ମା, କୋଟାକ ଏବଂ ମାରୁତି ପ୍ରମୁଖ ସେୟାର ଗୁଡିକର ମୂଲ୍ୟରେ ହ୍ରାସ ଘଟିଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Latest News

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.