Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକାମ୍ର ଭୁବନେଶ୍ଵରରେ ଅପରାଜିତାଙ୍କ ‘ସାଂସଦ କ୍ରୀଡା ସମ୍ମାନ’: ଖେଳାଳିଙ୍କୁ ମିଳିଲା କ୍ରୀଡା ସାମଗ୍ରୀ
ଆଜିର ଖବର

ଏକାମ୍ର ଭୁବନେଶ୍ଵରରେ ଅପରାଜିତାଙ୍କ ‘ସାଂସଦ କ୍ରୀଡା ସମ୍ମାନ’: ଖେଳାଳିଙ୍କୁ ମିଳିଲା କ୍ରୀଡା ସାମଗ୍ରୀ

October 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କ୍ରୀଡା ଆଉ କ୍ରୀଡାବୀତମାନଙ୍କୁ ଉତ୍ସାହିତ କରିବା ପାଇଁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ଗ୍ରାମାଞ୍ଚଳ ଠାରୁ ସାହାରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ଯୁବ କ୍ରୀଡାବୀତଙ୍କ ନିକଟରେ ପହଞ୍ଚିବା ପାଇଁ ସାଂସଦ ଅପରାଜିତା କରୁଛନ୍ତି।

ଏହି ଅଭିଯାନ ଅନ୍ତର୍ଗତ ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ‘ସାଂସଦ କ୍ରୀଡା ସମ୍ମାନ ଉତ୍ସବ’ ଆୟୋଜନ କାରାଯାଉଛି। ତେବେ ଏହି ପ୍ରରିପ୍ରେକ୍ଷୀରେ ବୁଧବାର ଦିନ ଏକାମ୍ର ଭୁବନେଶ୍ଵରରେ ‘ସାଂସଦ କ୍ରୀଡା ସମ୍ମାନ ଉତ୍ସବ’ ଆୟୋଜିତ ହୋଇଯାଇଛି। ଏଥିରେ ୨୮ ଟି ସ୍ପୋର୍ଟ୍ସ ଆସୋସିଏସନକୁ ସମ୍ମାନିତ କରାଯାଇଛି। ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ କ୍ରୀଡାର ଖେଳାଳିମାନେ ଅଂଶଗ୍ରହଣ କରି ସାଂସଦ ଅପରାଜିତାଙ୍କ ଠାରୁ ଖେଳ ସାମଗ୍ରୀ ଗ୍ରହଣ କରିଛନ୍ତି।

ଏହି ଅବସରରେ ବିଜେପି ନେତା ବାବୁ ସିଂ ଯୋଗ ଦେଇ ଯୁବ ଖେଳାଳିମାନଙ୍କୁ ଖେଳ ଉପରେ ଗୁରୁତ୍ଵ ଦେବା ଲାଗି ଆହ୍ଵାନ ଦେଇଥିଲେ। ଏହି ସମୟରେ ଶ୍ରୀ ସିଂ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ଉଲ୍ଲେଖ କରି କହିଥିଲେ ଯେ, “ଆମେ ସମସ୍ତେ ନିଶା ଠାରୁ ଦୂରେଇ ରହିବା ପାଇଁ ଏକ ସଂକଳ୍ପ ନେବା ଏବଂ ନିଶା ମୁକ୍ତ ସମାଜ ଗଢିବା ପାଇଁ ପ୍ରୟାସ କରିବା। ଯଦି ଆମକୁ ଏଥିପାଇଁ ବିରୋଧ କରିବା ପାଇଁ ଆବଶ୍ୟକ ପଡେ, ତେବେ ଆମେ ନିଶ୍ଚିତ ବିରୋଧ କରିବା। ସେଥିପାଇଁ ଆମେ ସ୍ଥାନୀୟ ପୋଲିସ ଆଉ ପ୍ରଶାସନର ସାହାଯ୍ୟ ଲୋଡିବା।”

ସେହିଭଳି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ତାଙ୍କ ଅଭିଭାଷଣରେ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସେ ଆଗାମୀ ଦିନରେ କ୍ରୀଡାବୀତମାନଙ୍କୁ ଅଧିକରୁ ଅଧିକ କ୍ରୀଡା ସାମଗ୍ରୀ ଯୋଗାଇଦେବା ଲାଗି ଘୋଷଣା କରିଥିଲେ। ଏହି ସମୟରେ ସେ ବଡ ଘୋଷଣା କରି କହିଥିଲେ ଯେ, କ୍ରୀଡା ସାମଗ୍ରୀ ନଷ୍ଟ ହୋଇଗଲେ ମଧ୍ୟ ପ୍ରତ୍ୟେକ ଦଳକୁ କ୍ରୀଡା ସାମଗ୍ରୀ ପୁନର୍ବାର ଯୋଗାଇଦିଆଯିବ। ତେବେ ଏହା କିଏ ଦେଉଛି, କାହା ମାଧ୍ୟମରେ ଖେଳାଳିମାନଙ୍କ ପାଖରେ ଏହା ପହଞ୍ଚିବ, ଏହା କେଉଁଠାରୁ ଆସୁଛି, ତାହା ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଶ୍ରୀମତୀ ଷଡଙ୍ଗୀ କହିଥିଲେ। ଏହି ସମୟରେ ପ୍ରତ୍ୟେକ ଖର୍ଚ୍ଚର ହିସାବ ମଧ୍ୟ ସେ ଦେଇଥିଲେ।

ଅପରାଜିତା ଷଡଙ୍ଗୀ ବାବୁ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Latest News

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.