Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫ୍ରେଞ୍ଚ ଓପନ୍‌ : ଟାଇଟଲ୍‌ ମୁକାବିଲାରେ ଆସଲେଘ ବାର୍ଟି- ମାର୍କେଟା ଭୋଣ୍ଡ୍ରୋସୌଭା
ଆଜିର ଖବର

ଫ୍ରେଞ୍ଚ ଓପନ୍‌ : ଟାଇଟଲ୍‌ ମୁକାବିଲାରେ ଆସଲେଘ ବାର୍ଟି- ମାର୍କେଟା ଭୋଣ୍ଡ୍ରୋସୌଭା

June 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଫ୍ରେଞ୍ଚ ଓପନର ମହିଳା ଏକକ ବର୍ଗରେ ଟାଇଟଲ୍‌ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ବାର୍ଟି-ଭୋଣ୍ଡ୍ରୋସୌଭା । ପୂର୍ବରୁ ଅଷ୍ଟ୍ରେଲିଆର ଆସ୍‌ଲେଘ୍‌ ବାର୍ଟି ଫାଇନାଲ୍‌ରେ ପ୍ରବେଶ କରି ସାରିଥିବା ବେଳେ ବ୍ରିଟେନ୍‌ର ଜୋହାନା କୋଣ୍ଟାଙ୍କୁ ପରାସ୍ତ କରି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି ମାର୍କେଟା ଭୋଣ୍ଡ୍ରୋସୌଭା । ଭୋଣ୍ଡ୍ରୋସୌଭା 7-5, 7-6(2) ସେଟ୍‌ରେ ବ୍ରିଟେନ୍‌ର ଜୋହାନା କୋଣ୍ଟାଙ୍କୁ ପରାସ୍ତ କରିଛନ୍ତି । ଏହା ସହିତ 2007 ପରେ ପ୍ରଥମ ଟିନ୍‌ ଏଜର୍‌ ଖେଳାଳି ଭାବରେ ପ୍ରବେଶ କରିଛନ୍ତି ଏହି 19 ବର୍ଷୀୟ ଖେଳାଳି । ଉଭୟ ,ସେଟ୍‌ରେ କୋଣ୍ଟା 5-3ର ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ପଏଣ୍ଟ ବ୍ରେକ୍‌ କରି ସିଧାସଳଖ ସେଟ୍‌ରେ ବିଜୟୀ ହୋଇଥିଲେ ଭୋଣ୍ଡ୍ରୋସୌଭା । ପୂର୍ବରୁ ଏକମାତ୍ର ଖେଳାଳି ଭାବରେ ଆନ୍ନା ଇଭାନୋଭିକ୍‌ 19 ବର୍ଷ ବୟସରେ ରୋଲାଣ୍ଡ ଗାରସ ଫାଇନାଲ୍‌ରେ ପ୍ରବେଶ କରିଥିଲେ । ଅନ୍ୟ ସେମିରେ ଆସଲେଘ ବାର୍ଟି 6-7, 6-3, 6-3 ସେଟ୍‌ରେ ଆମଣ୍ଡା ଆନସିମୋଭାଙ୍କୁ ପରାସ୍ତ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.