Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନ୍‌ ୧୧ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜିର ଖବର

ଜୁନ୍‌ ୧୧ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

June 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ ଦିଲ୍ଲୀ ଗସ୍ତ କରୁଛନ୍ତି। ୧୧ ତାରିଖରେ ମୋଦି ସହ ନବୀନଙ୍କର ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ନବୀନ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟର ବିଭିନ୍ନ ସ୍ବାର୍ଥ ସମ୍ବଳିତ ଦାବି  ଜଣାଇବେ। ନବୀନ ପଟ୍ଟନାୟକ ନିତି ଆୟୋଗ ବୈଠକରେ ମଧ୍ୟ ଯୋଗ ଦାନ କରିବେ। ପଞ୍ଚମପାଳ ସରକାର ପରେ ନବୀନ ପଟ୍ଟନାୟକଙ୍କର ଏହା ପ୍ରଥମ ଦିଲ୍ଲୀ ଗସ୍ତ ହୋଇଥିବାବେଳେ ରାଜ୍ୟରେ ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାର ପରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ବେଶ୍‌ ଚର୍ଚ୍ଚା ରହିଛି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ବିରୋଧରେ ED ର କାର୍ଯ୍ୟାନୁଷ୍ଠାନ: 11 କୋଟି ମୂଲ୍ୟର ସମ୍ପତ୍ତି ଜବତ

November 6, 2025

ଏହି ଭାରତୀୟ ଖେଳାଳିଙ୍କୁ ମିଳିବ ସୁନା ପ୍ଲେଟେଡ୍ ବଲ୍ ଏବଂ ବ୍ୟାଟ୍, ବିଶ୍ୱକପ୍ ବିଜୟ ପରେ ଏକ ବଡ଼ ଘୋଷଣା

November 6, 2025

ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା

November 6, 2025

ଅବଦୁଲ୍ଲା ଆଜମଙ୍କୁ ଝଟକା, ଏଫଆଇଆର ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

November 6, 2025
BJP Ads
Latest News

ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ବିରୋଧରେ ED ର କାର୍ଯ୍ୟାନୁଷ୍ଠାନ: 11 କୋଟି ମୂଲ୍ୟର ସମ୍ପତ୍ତି ଜବତ

November 6, 2025

ଏହି ଭାରତୀୟ ଖେଳାଳିଙ୍କୁ ମିଳିବ ସୁନା ପ୍ଲେଟେଡ୍ ବଲ୍ ଏବଂ ବ୍ୟାଟ୍, ବିଶ୍ୱକପ୍ ବିଜୟ ପରେ ଏକ ବଡ଼ ଘୋଷଣା

November 6, 2025

ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା

November 6, 2025

ଅବଦୁଲ୍ଲା ଆଜମଙ୍କୁ ଝଟକା, ଏଫଆଇଆର ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

November 6, 2025

ସାମ୍ବାଦିକ ରାଣା ଆୟୁବଙ୍କୁ ହତ୍ୟା ଧମକ, ଲରେନ୍ସ ବିଷ୍ନୋଇଙ୍କ ଫଟୋ ଥିବା ନମ୍ବରରୁ ମେସେଜ୍

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.