Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଏନ୍‌୩୨ ଏୟାରକ୍ରାପ୍ଟ ନିଖୋଜ : ନିଖୋଜ ପାଇଲଟ୍‌ଙ୍କ ମଧ୍ୟରେ ଜଣେ ଓଡ଼ିଆ
ଆଜିର ଖବର

ଏଏନ୍‌୩୨ ଏୟାରକ୍ରାପ୍ଟ ନିଖୋଜ : ନିଖୋଜ ପାଇଲଟ୍‌ଙ୍କ ମଧ୍ୟରେ ଜଣେ ଓଡ଼ିଆ

June 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Air Force Plane Carrying 13 Missing After Taking Off From Assam
Air Force Plane Carrying 13 Missing After Taking Off From Assam

ଆସାମର ଜୋରାହାଟରୁ ଅରୁଣାଚଳ ପାଇଁ ଉଡ଼ାଣ ଭରିବା ପରେ ନିଖୋଜ ବାୟୁସେନାର ଏଏନ-୩୨ ବିମାନର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ବାୟୁସେନା ପକ୍ଷରୁ ସର୍ଚ୍ଚଅପରେସନ ଜାରି ରହିଛି। ଏଥିରେ ୮ ଯବାନ ସମେତ ୧୩ ଜଣ ଥିଲେ। ନିଖୋଜଙ୍କ ମଧ୍ୟରେ ଜଣେ ଓଡ଼ିଆ ପାଇଲ୍‌ଟ ରହିଛନ୍ତି। ଗଞ୍ଜାମର ଲେଫ୍ଟନାଟ ସୁନୀତ୍‌ ମହାନ୍ତି ନିଖୋଜ ରହିଛନ୍ତି ବୋଲି ସୂଚନା ମିଳିଛି। ନିଖୋଜ ବିମାନକୁ ଖୋଜିବା  ପାଇଁ ଉପଗ୍ରହ ଓ ଅନ୍ୟ ସାଧନର ବ୍ୟବହାର କରାଯାଉଛି। ଏହା ବ୍ୟତୀତ ଏସୟୁ-୩୦, ସି-୧୩୦ଜେ ବିମାନ ମଧ୍ୟ ସର୍ଚ୍ଚ ଅପରେସନକୁ ନିୟୋଜିତ କରାଯାଇଛି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

JNU ଛାତ୍ର ସଂଘ ନିର୍ବାଚନ: ସମସ୍ତ ଚାରୋଟି ଆସନରେ ବିଜୟୀ ହେଲା ​​ବାମପନ୍ଥୀ ଦଳ

November 6, 2025

ଆସୁଛି ଜିଓର ରେକର୍ଡ ଆଇପିଓ, ଆକଳନ ଅନୁଯାୟୀ ମୂଲ୍ୟାଙ୍କନ ୧୨.୭ ଲକ୍ଷ କୋଟି ପହଞ୍ଚିବା ଆଶା

November 6, 2025

ମହିଳା ପ୍ରିମିୟର ଲିଗ-୨୦୨୬: ଦେଖନ୍ତୁ ରିଟେନସନ୍ ତାଲିକା, ବାଦ୍ ପଡିଲେ ଅନେକ ଅଭିଜ୍ଞ ଖେଳାଳି

November 6, 2025

ପୂର୍ବତଟ ରେଳପଥର ନେଟୱାର୍କରେ 1000 କୋଟିରୁ ଅଧିକ ମୂଲ୍ୟର ସୁରକ୍ଷା ବାଡ଼ କାର୍ଯ୍ୟ ଜାରି

November 6, 2025
BJP Ads
Latest News

JNU ଛାତ୍ର ସଂଘ ନିର୍ବାଚନ: ସମସ୍ତ ଚାରୋଟି ଆସନରେ ବିଜୟୀ ହେଲା ​​ବାମପନ୍ଥୀ ଦଳ

November 6, 2025

ଆସୁଛି ଜିଓର ରେକର୍ଡ ଆଇପିଓ, ଆକଳନ ଅନୁଯାୟୀ ମୂଲ୍ୟାଙ୍କନ ୧୨.୭ ଲକ୍ଷ କୋଟି ପହଞ୍ଚିବା ଆଶା

November 6, 2025

ମହିଳା ପ୍ରିମିୟର ଲିଗ-୨୦୨୬: ଦେଖନ୍ତୁ ରିଟେନସନ୍ ତାଲିକା, ବାଦ୍ ପଡିଲେ ଅନେକ ଅଭିଜ୍ଞ ଖେଳାଳି

November 6, 2025

ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ

November 6, 2025

ପୂର୍ବତଟ ରେଳପଥର ନେଟୱାର୍କରେ 1000 କୋଟିରୁ ଅଧିକ ମୂଲ୍ୟର ସୁରକ୍ଷା ବାଡ଼ କାର୍ଯ୍ୟ ଜାରି

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.