Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂଜା ପେଣ୍ଡାଲରେ କିଛି ଅଘଟଣ ଘଟିଲା କି ? ତେବେ କାହାକୁ କରିବେ ଫୋନ
ଆଜିର ଖବର

ପୂଜା ପେଣ୍ଡାଲରେ କିଛି ଅଘଟଣ ଘଟିଲା କି ? ତେବେ କାହାକୁ କରିବେ ଫୋନ

October 22, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୂଜା ପେଣ୍ଡାଲରେ କିଛି ଅଘଟଣ ଘଟିଲା କି ? ତେବେ କାହାକୁ କରିବେ ଫୋନ

ଭୁବନେଶ୍ବର: ଦୁର୍ଗାପୂଜା ପାଇଁ ବର୍ତ୍ତମାନ ଚାରିଆଡେ ଚଳଚଞ୍ଚଳ। ରଂଗବେରଂଗର ଆଲୋକମାଳା ସହିତ ସୁଉଚ୍ଚ ତୋରଣରେ ଝଲକୁଛି ରାଜଧାନୀ। ତେବେ ଏହି ସମୟରେ ଅଗ୍ନୀକାଣ୍ଡ ଘଟିବାର ସମ୍ଭାବନା ବହୁତ ରହିଛି। ସେଥିପାଇଁ ଭୁବନେଶ୍ବର ଅଗ୍ନିସନ ବିଭାଗ ତରଫରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।

ରାଜଧାନୀରେ ହୋଇଥିବା ବିଭିନ୍ନ ତୋରଣ ନିକଟରେ ଅଗ୍ନିଶମ କର୍ମଚାରୀମାନେ ପଇଁତରା ମାରୁଛନ୍ତି। ସେମାନେ ବିଭିନ୍ନ ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ କରି ତୋରଣ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସଜାଗ ହୋଇରହିଛନ୍ତି। ତେବେ କୌଣସି ସ୍ଥାନରେ କିଛି ଅଗ୍ନି କାଣ୍ଡ କିମ୍ବା କିଛି ଦୁର୍ଘଟଣା ହେଲା ନିକଟସ୍ଥ ଅଧିକାରୀଙ୍କୁ ଫୋନ କରିବା ପାଇଁ କୁହାଯାଇଛି। ସେଥିପାଇଁ ବିଭିନ୍ନ ଫୋନ ନମ୍ବର ଜାରୀ କରାଯାଇଛି। ସେଗୁଡିକ ହେଲା

Team-1 (Manoranjan Raut, AFO) 7008928271
Jharpada
Rasulgarh
Sahid Nagar

Team 2( Anup Sahu, SO) 9437228966
Bhaum Nagar
Old Bus Stop and others

Team 3(Gyanedra Behera, SO) 6370723987
Barmunda
Gandamunda
Nayapalli

Team 4 (Chinmaya Barik, SO)
8249254033
Jagannath temple, KISS
Damana

Team 5( Rajakishor Jena,SO)
9437769484
Hanspal
Naharkanta

DurgaPuja ଦୁର୍ଗାପୂଜା
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.