ନୂଆଦିଲ୍ଲୀ: ମାଲାୟାଲମ୍ ଅଭିନେତ୍ରୀ ରେଞ୍ଜୁଶା ମେନନ୍ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳେ ତାଙ୍କ ମୃତଦେହ ଥିରୁବନନ୍ତପୁରମରେ ଥିବା ତାଙ୍କ ଫ୍ଲାଟରୁ ମିଳିଛି, ଯେଉଁଠାରେ ସେ ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ। ଅଭିନେତ୍ରୀ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ମାଲାୟାଲମ୍ ଅଭିନେତ୍ରୀ
Sri Ram Janmbhoomi: ରାମ ଜନ୍ମଭୂମି ମନ୍ଦିରରେ ଆଜି ଗେରୁଆ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ November 25, 2025