Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀର ଏକ ପ୍ରାଇଭେଟ୍‌ ସ୍କୁଲରେ ନିଆଁ : ଦୁଇ ଶିଶୁ ସମେତ ତିନିଜଣ ମୃତ
ଆଜିର ଖବର

ଦିଲ୍ଲୀର ଏକ ପ୍ରାଇଭେଟ୍‌ ସ୍କୁଲରେ ନିଆଁ : ଦୁଇ ଶିଶୁ ସମେତ ତିନିଜଣ ମୃତ

June 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀର ଫରିଦାବାଦ୍‌ସ୍ଥିତ ଏକ ପ୍ରାଇଭେଟ୍‌ ସ୍କୁଲରେ ନିଆଁ ଲାଗିଯାଇ ୩ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଦୁଇଜଣ ଶିଶୁ ଅଛନ୍ତି । ଆଉ ଦୁଇଜଣଙ୍କ ଅବସ୍ଥା ମଧ୍ୟ ବେଶ୍‌ ଗମ୍ଭୀର ରହିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ନିକଟରେ ଗୁଜୁରାଟର ସୁରଟରେ ଏକ କୋଚିଂ ସେଣ୍ଟରରେ ନିଆଁ ଲାଗି ୨୨ ଜଣ ମୃତ୍ୟୁବରଣ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସୁରାକ୍‌ ମିଳିପାରିନାହିଁ । ନିକଟ ଅତୀତରେ ଦିଲ୍ଲୀଠାରେ ଅଗ୍ନିକାଣ୍ଡ ଘଟଣା ବହୁଳ ଭାବେ ଦେଖାଯାଇଛି । ଫରିଦାବାଦସ୍ଥିତ ଏକ କପଡ଼ା ଗୋଦାମରେ ମଧ୍ୟ ଅଗ୍ନିକାଣ୍ଡ ଘଟି ବହୁ ସମ୍ପତ୍ତି କ୍ଷତି ହୋଇଛି । ଅଗ୍ନିସୁରକ୍ଷା ପାଇଁ ପ୍ରତ୍ୟେକ ହୋଟେଲ୍‌, ମଲ୍‌, ହସ୍ପିଟାଲ୍‌ ଓ ବିଦ୍ୟାଳୟଗୁଡ଼ିକୁ ଅଧିକ ଯାଞ୍ଚ ନିରୀକ୍ଷଣ କରିବା ଉଚିତ୍‌ ।

Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର: “ଦାଦା ଅମର ରହେ” ଧ୍ୱନିରେ ପ୍ରକମ୍ପିତ ହେଲା ବିଦ୍ୟା ପ୍ରତିଷ୍ଠାନ

January 29, 2026

Chandigarh Mayor Election: ତ୍ରି-ମୁଖୀ ଲଢେଇରେ ବିଜେପି ବିଜୟୀ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆସିଲା ବଡ ଖବର: ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଏହି ଖଳାଳି ନିଲମ୍ବିତ

January 29, 2026

ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ, ସମସ୍ତ ୧୫ ଯାତ୍ରୀ ମୃତ

January 29, 2026
Latest News

ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର: “ଦାଦା ଅମର ରହେ” ଧ୍ୱନିରେ ପ୍ରକମ୍ପିତ ହେଲା ବିଦ୍ୟା ପ୍ରତିଷ୍ଠାନ

January 29, 2026

Chandigarh Mayor Election: ତ୍ରି-ମୁଖୀ ଲଢେଇରେ ବିଜେପି ବିଜୟୀ

January 29, 2026

ଟି-୨୦ ବିଶ୍ୱକପ୍ ପରେ ପ୍ରଶିକ୍ଷକ ପଦରୁ ହଟିବେ ଗୌତମ ଗମ୍ଭୀର?: ସ୍ପଷ୍ଟ କଲା ବିସିସିଆଇ 

January 29, 2026

ଓଡ଼ିଶାର ହିର୍ଲି ଆବାସିକ ବିଦ୍ୟାଳୟକୁ ଜାତୀୟ ପୁରସ୍କାର: ଦ୍ୱିତୀୟ ସ୍ଥାନ ସହିତ ମିଳିଲା ୭୫ ଲକ୍ଷ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆସିଲା ବଡ ଖବର: ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଏହି ଖଳାଳି ନିଲମ୍ବିତ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.