Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁଲଭୁଲୈୟା ସିକ୍ବେଲର ମୁଖ୍ୟ ଭୂମିକା ଦୌଡରେ ଭିକି-ଆୟୁଷ୍ମାନ-ରାଜକୁମାର
ଆଜିର ଖବର

ଭୁଲଭୁଲୈୟା ସିକ୍ବେଲର ମୁଖ୍ୟ ଭୂମିକା ଦୌଡରେ ଭିକି-ଆୟୁଷ୍ମାନ-ରାଜକୁମାର

June 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

୨୦୦୭ର ସୁପରହିଟ୍‌ ଥ୍ରୀଲର ଫିଲ୍ମ ଭୁଲଭୁଲୈୟାର ସିକ୍ବେଲ ନିର୍ମିତ ହେବାକୁ ଯାଉଛି । ତିନି ଯୁବ ଅଭିନେତା ଭିକି କୌଶଲ, ଆୟୁଷ୍ମାନ ଖୁରାନା ଏବଂ ରାଜକୁମାର ରାଓ ଏହି ଫିଲ୍ମର ମୁଖ୍ୟ ଅଭିନେତା ଦୌଡରେ ଅଛନ୍ତି । ହାଉସ୍‌ଫୁଲ୍‌-୪ ର ନିର୍ଦ୍ଦେଶନା ଦେଉଥିବା ଫରହାଦ୍‌ ସାମ୍‌ଜୀ ଏହି ଫିଲ୍ମର କାହାଣୀ ଲେଖିବା ସହିତ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମର ଅନ୍ୟ କଳାକାର ମନୋନୟନ ହୋଇନଥିଲେ ମଧ୍ୟ ମୁଖ୍ୟ ଅଭିନେତା ଦୌଡରେ ଏହି ତିନି ଅଭିନେତା ଆଗରେ ରହିଛନ୍ତି । ଏହି ତିନି ଅଭିନେତାଙ୍କ ସ୍କ୍ରିନ୍‌ ଟେଷ୍ଟ ଏବଂ ଲୁକ୍‌ ଟେଷ୍ଟ ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି । ପ୍ରତ୍ୟେକ କଳାକାର ନିଜ ଫିଲ୍ମକୁ ବକ୍ସ ଅଫିସ୍‌ ସଫଳତା ପ୍ରଦାନ କରିଛନ୍ତି । ନିକଟରେ ଅକ୍ଷୟଙ୍କୁ ଏଲ୍‌ଓ ଏଲ୍‌ରୁ ରିପ୍ଲେସ୍‌ କରିଥିବାରୁ ଏହି ଭୂମିକା ପାଇଁ ଆଗୁଆ ରହିଛନ୍ତି ଭିକି କୌଶଲ୍‌ ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026
Latest News

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.