Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତି ପାଞ୍ଚ ଜଣରେ ଜଣେ ବାଲ୍ୟ ବିବାହ କରୁଛନ୍ତି : ୟୁନିସେଫ୍‌
ଆଜିର ଖବର

ପ୍ରତି ପାଞ୍ଚ ଜଣରେ ଜଣେ ବାଲ୍ୟ ବିବାହ କରୁଛନ୍ତି : ୟୁନିସେଫ୍‌

June 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଂଶ ଶତାବ୍ଦୀର ଦୁଇ ଦଶନ୍ଧି ଅତିକ୍ରମ କରିବାକୁ ବସିଥିଲେ ମଧ୍ୟ ଆଜି ବି ବାଲ୍ୟବିବାହ ଚାଲିଛି । ୟୁନିସେଫ୍‌ ତରଫରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ, ଦୁନିଆରେ ପ୍ରତି ପାଞ୍ଚଜଣରେ ଜଣେ  ବାଲ୍ୟ ବିବାହ କରୁଛନ୍ତି, ଯାହାଙ୍କ ବୟସ ୧୫ ବର୍ଷ ବା ତା’ ତଳକୁ ରହିଛି । ୟୁନିସେଫ୍‌ ବାଲ୍ୟବିବାହକୁ ନେଇ ଏକ ବଡ ଖୁଲାସା କରିଛନ୍ତି । କମ୍‌ ବୟସରେ ବିବାହ କରୁଥିବାଙ୍କ ସଂଖ୍ୟା ରହିଛି ୨.୩ କୋଟି । ଏହି ରିପୋର୍ଟ ଅନୁସାରେ ବିଶ୍ବର ୮୨ଟି ଦେଶର ତଥ୍ୟକୁ ଗ୍ରହଣ କରାଯାଇଛି । ଏହି ଦେଶ ମଧ୍ୟରେ ସାହାରା ଆଫ୍ରିକା, ଲାଟିନ୍‌ ଆମେରିକା, କେରେବିୟାନ୍‌, ସାଉଥ୍‌ ଏସିଆ, ଇଷ୍ଟ ଏସିଫ ଓ ପାସିଫିକ୍‌ କ୍ଷେତ୍ର ରହିଛି । ୟୁନିସେଫ୍ର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ବିବାହ ପରେ ପିଲାଳିଆମି ତଥା ପିଲାଳିଆ ସ୍ବଭାବ ଶେଷ ହୋଇଥଟାଏ । ଅତି ଛୋଟ ବୟସରୁ ପରିସ୍ଥିତିର ବୋଝ ସମ୍ଭାଳି ସମ୍ଭାଳି ସେମାନେ ଦବି ଯାଆନ୍ତି । ସେହିପରି କମ୍‌ ବୟସରେ ପିତା ହୋଇଯିବା କାରଣରୁ ପରିବାରର ଦେଖାରେଖା ସଠିକ୍‌ ରୂପେ ହୋଇପାରେ ନାହିଁ ଏବଂ ପାଠ ପଢାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ ।  ରିପୋର୍ଟ ମୁତାବକ ସବୁଠୁ ଅଧିକ ବାଲ୍ୟବିବାହ ସେଣ୍ଟ୍ରାଲ୍‌ ଆଫ୍ରିକାନ୍‌ ରିପ୍ଲବିକ୍‌ରେ ହୋଇଥାଏ । ଏଠାରେ ୨୮ ପ୍ରତିଶତ  ପୁଅଙ୍କ ବିବାହ ୧୫ ବର୍ଷରୁ କମ୍‌ ବୟସରେ ହୋଇଥାଏ । ସେହିପରି ଏହି ରିପୋର୍ଟରେ ବାଲ୍ୟବିବାହ ଅଧିକତର ଗରିବ ପରିବାର ତଥା ଗ୍ରାମୀଣ କ୍ଷେତ୍ରରେ ହୋଇଥାଏ, ଯେଉଁଠି ଶିକ୍ଷାର ପ୍ରସାର କମ୍‌ ରହିଥାଏ ।

Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026
Latest News

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.