Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତି ପାଞ୍ଚ ଜଣରେ ଜଣେ ବାଲ୍ୟ ବିବାହ କରୁଛନ୍ତି : ୟୁନିସେଫ୍‌
ଆଜିର ଖବର

ପ୍ରତି ପାଞ୍ଚ ଜଣରେ ଜଣେ ବାଲ୍ୟ ବିବାହ କରୁଛନ୍ତି : ୟୁନିସେଫ୍‌

June 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଂଶ ଶତାବ୍ଦୀର ଦୁଇ ଦଶନ୍ଧି ଅତିକ୍ରମ କରିବାକୁ ବସିଥିଲେ ମଧ୍ୟ ଆଜି ବି ବାଲ୍ୟବିବାହ ଚାଲିଛି । ୟୁନିସେଫ୍‌ ତରଫରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ, ଦୁନିଆରେ ପ୍ରତି ପାଞ୍ଚଜଣରେ ଜଣେ  ବାଲ୍ୟ ବିବାହ କରୁଛନ୍ତି, ଯାହାଙ୍କ ବୟସ ୧୫ ବର୍ଷ ବା ତା’ ତଳକୁ ରହିଛି । ୟୁନିସେଫ୍‌ ବାଲ୍ୟବିବାହକୁ ନେଇ ଏକ ବଡ ଖୁଲାସା କରିଛନ୍ତି । କମ୍‌ ବୟସରେ ବିବାହ କରୁଥିବାଙ୍କ ସଂଖ୍ୟା ରହିଛି ୨.୩ କୋଟି । ଏହି ରିପୋର୍ଟ ଅନୁସାରେ ବିଶ୍ବର ୮୨ଟି ଦେଶର ତଥ୍ୟକୁ ଗ୍ରହଣ କରାଯାଇଛି । ଏହି ଦେଶ ମଧ୍ୟରେ ସାହାରା ଆଫ୍ରିକା, ଲାଟିନ୍‌ ଆମେରିକା, କେରେବିୟାନ୍‌, ସାଉଥ୍‌ ଏସିଆ, ଇଷ୍ଟ ଏସିଫ ଓ ପାସିଫିକ୍‌ କ୍ଷେତ୍ର ରହିଛି । ୟୁନିସେଫ୍ର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ବିବାହ ପରେ ପିଲାଳିଆମି ତଥା ପିଲାଳିଆ ସ୍ବଭାବ ଶେଷ ହୋଇଥଟାଏ । ଅତି ଛୋଟ ବୟସରୁ ପରିସ୍ଥିତିର ବୋଝ ସମ୍ଭାଳି ସମ୍ଭାଳି ସେମାନେ ଦବି ଯାଆନ୍ତି । ସେହିପରି କମ୍‌ ବୟସରେ ପିତା ହୋଇଯିବା କାରଣରୁ ପରିବାରର ଦେଖାରେଖା ସଠିକ୍‌ ରୂପେ ହୋଇପାରେ ନାହିଁ ଏବଂ ପାଠ ପଢାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ ।  ରିପୋର୍ଟ ମୁତାବକ ସବୁଠୁ ଅଧିକ ବାଲ୍ୟବିବାହ ସେଣ୍ଟ୍ରାଲ୍‌ ଆଫ୍ରିକାନ୍‌ ରିପ୍ଲବିକ୍‌ରେ ହୋଇଥାଏ । ଏଠାରେ ୨୮ ପ୍ରତିଶତ  ପୁଅଙ୍କ ବିବାହ ୧୫ ବର୍ଷରୁ କମ୍‌ ବୟସରେ ହୋଇଥାଏ । ସେହିପରି ଏହି ରିପୋର୍ଟରେ ବାଲ୍ୟବିବାହ ଅଧିକତର ଗରିବ ପରିବାର ତଥା ଗ୍ରାମୀଣ କ୍ଷେତ୍ରରେ ହୋଇଥାଏ, ଯେଉଁଠି ଶିକ୍ଷାର ପ୍ରସାର କମ୍‌ ରହିଥାଏ ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଆସୁଛି ଜିଓର ରେକର୍ଡ ଆଇପିଓ, ଆକଳନ ଅନୁଯାୟୀ ମୂଲ୍ୟାଙ୍କନ ୧୨.୭ ଲକ୍ଷ କୋଟି ପହଞ୍ଚିବା ଆଶା

November 6, 2025

ମହିଳା ପ୍ରିମିୟର ଲିଗ-୨୦୨୬: ଦେଖନ୍ତୁ ରିଟେନସନ୍ ତାଲିକା, ବାଦ୍ ପଡିଲେ ଅନେକ ଅଭିଜ୍ଞ ଖେଳାଳି

November 6, 2025

ପୂର୍ବତଟ ରେଳପଥର ନେଟୱାର୍କରେ 1000 କୋଟିରୁ ଅଧିକ ମୂଲ୍ୟର ସୁରକ୍ଷା ବାଡ଼ କାର୍ଯ୍ୟ ଜାରି

November 6, 2025

କ୍ୱିନ୍ସଲ୍ୟାଣ୍ଡରେ ଭାରତୀୟ ବୋଲରଙ୍କ ଆତଙ୍କ, ଚତୁର୍ଥ ଟି-୨୦ ରେ ଅଷ୍ଟ୍ରେଲିଆ ୪୮ ରନରେ ପରାସ୍ତ 

November 6, 2025
BJP Ads
Latest News

ଆସୁଛି ଜିଓର ରେକର୍ଡ ଆଇପିଓ, ଆକଳନ ଅନୁଯାୟୀ ମୂଲ୍ୟାଙ୍କନ ୧୨.୭ ଲକ୍ଷ କୋଟି ପହଞ୍ଚିବା ଆଶା

November 6, 2025

ମହିଳା ପ୍ରିମିୟର ଲିଗ-୨୦୨୬: ଦେଖନ୍ତୁ ରିଟେନସନ୍ ତାଲିକା, ବାଦ୍ ପଡିଲେ ଅନେକ ଅଭିଜ୍ଞ ଖେଳାଳି

November 6, 2025

ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ

November 6, 2025

ପୂର୍ବତଟ ରେଳପଥର ନେଟୱାର୍କରେ 1000 କୋଟିରୁ ଅଧିକ ମୂଲ୍ୟର ସୁରକ୍ଷା ବାଡ଼ କାର୍ଯ୍ୟ ଜାରି

November 6, 2025

ସନ୍ଧ୍ୟା ୫ଟାରେ ଭାଙ୍ଗିଲା ବିହାରର ଭୋଟ୍ ରେକର୍ଡ, ଗତ ଥର ଅପେକ୍ଷା ଅଧିକ ମତଦାନ

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.