Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନଳବଣ୍ଟା ଗ୍ରାମରୁ ବିପୁଳ ପରିଣାମରେ ବାଣ ଜବତ
ଆଜିର ଖବର

ନଳବଣ୍ଟା ଗ୍ରାମରୁ ବିପୁଳ ପରିଣାମରେ ବାଣ ଜବତ

November 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗୁରୁବାର ରାତ୍ର ସମୟରେ ଆସିକା- ବ୍ରହ୍ମପୁର ମୁଖ୍ୟରାସ୍ତାର ୫୯ ନଂ ଜାତୀୟ ରାଜପଥ କଡ଼ରେ ଥିବା ଆସିକା ଥାନା ଅନ୍ତର୍ଗତ ମିନି ଶିବକାଶୀ ରୂପେ ପରିଚିତ ନଳବଣ୍ଟା ଗ୍ରାମରେ ଆସିକା ପୁଲିସ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ବିପୁଳ ପରିମାଣର ବାଣ ଓ ବାରୁଦ ଜବତ କରାଯାଇଛି। ବାଣ ବ୍ୟବସାୟୀମାନେ ପ୍ରାୟ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ କିସମର ବାଣ ମହଜୁଦ ରଖୁଥ‌ିବା ଖବରପାଇ ଆସିକା ଥାନା ଅଧିକାରୀ ପି.ସ୍ୱରୂପ କିଶାନଙ୍କ ନେତୃତ୍ୱରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ଗୁରୁବାର ରାତ୍ର ରେ ନଳବଣ୍ଟା ଗ୍ରାମର ଭଣ୍ଡାରୀସାହି, ପାଟଣା ସାହି, ରୋଡ୍ ସାହି, ଆଡୁଆ ସାହି ସମେତ ଆଖପାଖ ସାହିବସ୍ତିର ପ୍ରାୟ ୧୦ଟି ଘର ଉପରେ ଚଢ଼ଉ କରି ବିପୁଳ ପରିମାଣର ବାଣ ଜବତ କରି ଥିବା ବେଳେ ଘଟଣାସୁଳରୁ ଚୋରା ବାଣମାଫିଆମାନେ ଫେରାର୍ ହୋଇଯାଇଛନ୍ତି।

ଏ ସଂକ୍ରାନ୍ତରେ ଆସିକା ଥାନାରେ ଦୁଇଟି ମାମଲା ଦାୟର ହୋଇଛି। ଫେରାର ବାଣବେପାରୀଙ୍କୁ ଗିରଫ କରିବା ଲାଗି ପୁଲିସର ଚଢ଼ଉ ଜାରି ରଖୁଛି। ନଳବଣ୍ଟାରେ ଚାଲିଥିବା ବେଆଇନ ବାଣ କାରବାରକୁ ନିୟନ୍ତ୍ରଣ କରିବା ଲାଗି ଆସିକା ଥାନା ଅଧିକାରୀ ପି. ସ୍ଵରୂପ କିଶାନଙ୍କ ନେତୃତ୍ୱରେ ସଶସ୍ତ୍ର ପୁଲିସ ଫୋର୍ସ ଚଢ଼ଉ କରି ଯେଉଁ ଭଳି ଭାବେ ସଫଳତା ପାଇଲେ ତାହାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଉଛି।

ବାଣ ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ଫୋରକ କାରଖାନାରେ ବଡ ବିସ୍ଫୋରଣ: ୧୫ ମୃତ, ଅନେକ ଶ୍ରମିକ ଆହତ

March 1, 2026

ଆସନ୍ତାକାଲିଠାରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

March 1, 2026

ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ

March 1, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରଠାରେ ‘ଇନୋଭେସନ ଫେଷ୍ଟିଭାଲ-୨୦୨୬’ ଉଦଘାଟିତ

March 1, 2026
Latest News

ବିସ୍ଫୋରକ କାରଖାନାରେ ବଡ ବିସ୍ଫୋରଣ: ୧୫ ମୃତ, ଅନେକ ଶ୍ରମିକ ଆହତ

March 1, 2026

ଇସ୍ରାଏଲ-ଆମେରିକା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ: ନିଶ୍ଚିତ କଲା ଗଣମାଧ୍ୟମ

March 1, 2026

ଆସନ୍ତାକାଲିଠାରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

March 1, 2026

ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ

March 1, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରଠାରେ ‘ଇନୋଭେସନ ଫେଷ୍ଟିଭାଲ-୨୦୨୬’ ଉଦଘାଟିତ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.