ଜୋଫ୍ରା ଆର୍ଚରଙ୍କ ସମେତ ୭ ଖେଳାଳିଙ୍କୁ ମୁକ୍ତ କଲା ମୁମ୍ବାଇ: ଜାଣନ୍ତୁ କାହାକୁ ସଂରକ୍ଷିତ ରଖିଲା ଏମଆଇ

Published: Nov 28, 2023, 1:27 pm IST

ନୂଆଦିଲ୍ଲୀ: ଡିସେମ୍ବର ୧୯ ତାରିଖରେ ଆଇପିଏଲ-୨୦୨୪ ପାଇଁ ନିଲାମ ହେବାକୁ ଯାଉଛି। ଏହାପୂର୍ବରୁ, ଫ୍ରାଞ୍ଚାଇଜ୍ ଖେଳାଳିଙ୍କ ତାଲିକା ବିସିସିଆଇରେ ଦାଖଲ କରିଛି, ଯେଉଁମାନଙ୍କୁ ଫ୍ରାଞ୍ଚାଇଜ୍ ଦ୍ଵାରା ସଂରକ୍ଷିତ ଏବଂ ମୁକ୍ତ କରାଯାଇଛି। ପ୍ରକାଶ ଯେ, ଗୋଟିଏ ଦଳରେ ସର୍ବନିମ୍ନ ୧୮ ଖେଳାଳି ଏବଂ ସର୍ବାଧିକ ୨୫ ଖେଳାଳି ରହିପାରିବେ। ଯେଉଁଥିରେ ୮ ଖେଳାଳି ବିଦେଶୀ ହେବା ଜରୁରୀ।

ମୁମ୍ବାଇ ଇଣ୍ଡିଆନ୍ସର ସଂରକ୍ଷିତ ଖେଳାଳି:

ରୋହିତ ଶର୍ମା (ଅଧିନାୟକ), ଡିୱାଲ୍ଡ ବ୍ରେଭିସ୍, ସ୍କାଏ, ଇଶାନ କିଶନ, ତିଲକ ବର୍ମା, ଟିମ ଡେଭିଡ, ବିଷ୍ଣୁ ବିନୋଦ, ଅର୍ଜୁନ ତେନ୍ଦୁଲକର, କ୍ୟାମ ଗ୍ରୀନ୍, ଶ୍ୟାଶାମ୍ସ ମୁଲାନି, ନେହଲ ୱାଡେରା, ଜସପ୍ରୀତ ବୁମ୍ରା, କୁମାର କାର୍ତ୍ତିକେୟ, ପୀୟୁଷ ଚାୱଲା, ଆକାଶ ମଧୱାଲ, ଜାସନ ବେହରେନଡୋର୍ଫ, ରୋମାରିଓ ଶେଫର୍ଡ।

ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ୍ ଖେଳାଳି ତାଲିକା:

ଅର୍ଶଦ ଖାନ
ରମଣଦୀପ ସିଂ
ହ୍ରିତିକ୍ ଶୌକିନ୍
ରାଘବ ଗୋୟଲ
ଜୋଫ୍ରା ଆର୍ଚର
ଟ୍ରିଷ୍ଟାନ୍ ଷ୍ଟବ୍ସ୍
ଡୁଆନ ଜାନସନ

Related posts