Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ନେରକୋଣ୍ଡା ପାରବୀ’ରେ ରେସର୍‌ ଭୂମିକାରେ ଥାଲା ଅଜିତ୍‌
ଆଜିର ଖବର

‘ନେରକୋଣ୍ଡା ପାରବୀ’ରେ ରେସର୍‌ ଭୂମିକାରେ ଥାଲା ଅଜିତ୍‌

June 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Thala Ajith to play racer
Thala Ajith to play racer

ତାମିଲ ସୁପରଷ୍ଟାର ଅଜିତ୍‌ କୁମାର ନିଜର ଅପ୍‌କମିଙ୍ଗ ଫିଲ୍ମ ନେରକୋଣ୍ଡା ପାରବୀରେ ଜଣେ ବାଇକ୍‌ ରେସର୍‌ ଭୂମିକାରେ ନଜର ଆସିବେ । ବଲିଉଡ୍‌ ଫିଲ୍ମ ପିଙ୍କର ଅଫିସିଆଲ ତାମିଲ ରିମେକ୍‌ରେ ଅମିତାଭ ବଚ୍ଚନଙ୍କ ଭୂମିକାରେ ନଜର ଆସିବେ ଥାଲା ଅଜିତ୍‌ । ଅଭିନୟ ବ୍ୟତିତ ଅଜିତ ଜଣେ ପେଶାଦାର ରେସର ଭାବରେ ଖ୍ୟାତି ଲାଭ କରିଛନ୍ତି । ତେଣୁ ଅଜିତଙ୍କୁ ଏହି ଫିଲ୍ମରେ ଜଣେ ରେସର୍‌ ଭାବରେ ଦେଖାଇବାକୁ ଚାହୁଁଛନ୍ତି ପ୍ରଯୋଜକ ବୋନି କପୁର । ଫିଲ୍ମଟି ଏକ ସଙ୍ଗରେ ତାମିଲ ଏବଂ ହିନ୍ଦିରେ ରିଲିଜ୍‌ ହେଉଥିବାରୁ ଏହା ଅଜିତ୍‌ଙ୍କ ତୃତୀୟ ବଲିଉଡ୍‌ ଫିଲ୍ମ ରହିବ । ପୂର୍ବରୁ ଶାହାରୁଖ ଖାନ୍‌ଙ୍କ ସହିତ ଅଶୋକା ଏବଂ ଶ୍ରୀଦେବୀଙ୍କ ସହିତ ଇଙ୍ଗିଲିସ୍‌ ଭିଙ୍ଗଲିସ୍‌ରେ ନଜର ଆସିଥିଲେ ଅଜିତ୍‌ । ଫିଲ୍ମର ସୁଟିଂ ଆସନ୍ତା ଅଗଷ୍ଟରୁ ଆରମ୍ଭ ହେବ । ଅଜିତଙ୍କୁ ରେସର୍‌ ଭୂମିକାରେ ରଖି ଫିଲ୍ମର କାହାଣୀ ପରିବର୍ତ୍ତନ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

July 26, 2026

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ସମରସ ସଂକଳ୍ପ ଅଭିଯାନ’ର ପ୍ରଦେଶସ୍ତରୀୟ କର୍ମଶାଳା

July 26, 2026

ପାଟଣାଗଡ଼ ବ୍ଲକ୍ ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 26, 2026

ଆଜି ଜୁଲାଇ ୨୬ ତାରିଖ ରବିବାରରେ ଏହି ରାଶିର ବ୍ୟକ୍ତିମାନେ ମାନସିକ ସ୍ତରରେ ହେବେ ଚିନ୍ତିତ

July 26, 2026
Latest News

ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

July 26, 2026

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ସମରସ ସଂକଳ୍ପ ଅଭିଯାନ’ର ପ୍ରଦେଶସ୍ତରୀୟ କର୍ମଶାଳା

July 26, 2026

ମହାପ୍ରଭୃଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

July 26, 2026

ପାଟଣାଗଡ଼ ବ୍ଲକ୍ ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 26, 2026

ଆଜି ଜୁଲାଇ ୨୬ ତାରିଖ ରବିବାରରେ ଏହି ରାଶିର ବ୍ୟକ୍ତିମାନେ ମାନସିକ ସ୍ତରରେ ହେବେ ଚିନ୍ତିତ

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.