Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୨ ବର୍ଷୀୟ ଅଫତାବ୍‌ ସିଂ ହେଲେ ‘ରାଇଜିଂ ଷ୍ଟାର୍‌ ସିଜିନ୍‌୩’ର ବିଜେତା
ଆଜିର ଖବର

୧୨ ବର୍ଷୀୟ ଅଫତାବ୍‌ ସିଂ ହେଲେ ‘ରାଇଜିଂ ଷ୍ଟାର୍‌ ସିଜିନ୍‌୩’ର ବିଜେତା

June 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
aftab singh is winner of rising star 3
aftab singh is winner of rising star 3

ଲୋକପ୍ରିୟ ସଙ୍ଗୀତଭିତ୍ତିକ ରିଅଲିଟି ଶୋ’ ‘ରାଇଜିଂ ଷ୍ଟାର୍‌’ର ସିଜିନ୍‌ ୩ର ବିଜେତା ହୋଇଛନ୍ତି ଅଫତାବ୍‌ ସିଂହ । ପଞ୍ଜାବର ଫରିଦକୋର୍ଟ ନିବାସୀ ୧୨ ବର୍ଷୀୟ ଅଫତାବ୍‌ ଏହି ଶୋ’ର ବିଜେତା ହୋଇ ଟ୍ରଫି ସହିତ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି । ଫାଇନାଲ୍‌ରେ ରହିଥିବା ଚାରିଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସବୁଠୁ କମ୍‌ ବୟସର ଥିଲେ ଅଫ୍‌ତାବ୍‌ । ଏହି ସିଜିନ୍‌ର ଫାଷ୍ଟ ରନର୍ସ ଅଫ୍‌ ଦିବକାରଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ଅଫତାବ୍‌ ବଲିଉଡ୍‌ ଭାଇଜାନ୍‌ ସଲମନ୍‌ ଖାନ୍‌ଙ୍କ ବଡ଼ ପ୍ରଶଂସକ । ସେ ଦିନେ ସଲମନ୍‌ଙ୍କ ପାଇଁ ଗୀତ ଗାଇବେ ବୋଲି ଇଚ୍ଛା ରଖିଛନ୍ତି । ଏକ ସାଧାରଣ ପରିବାରରୁ ଆସି ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଅଫତାବ ତାଙ୍କ ପିତାଙ୍କୁ ତାଙ୍କ ପ୍ରେରଣାର ଉତ୍ସ ବୋଲି କହିଛନ୍ତି । ଆଦିତ୍ୟ ନାରାୟଣ ଏହି ଶୋ’ର ହୋଷ୍ଟ କରୁଥିବାବେଳେ ଏହି ଶୋ’ରେ ଶଙ୍କର ମହାଦେବନ୍‌, ନୀତୀ ମୋହନ ଓ ଦଲଜିତ୍‌ ଦୋସାଞ୍ଜ ପ୍ରମୁଖ ବିଚାରକ ଭୂମିକାରେ ରହିଥିଲେ ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଆସୁଛି ଜିଓର ରେକର୍ଡ ଆଇପିଓ, ଆକଳନ ଅନୁଯାୟୀ ମୂଲ୍ୟାଙ୍କନ ୧୨.୭ ଲକ୍ଷ କୋଟି ପହଞ୍ଚିବା ଆଶା

November 6, 2025

ମହିଳା ପ୍ରିମିୟର ଲିଗ-୨୦୨୬: ଦେଖନ୍ତୁ ରିଟେନସନ୍ ତାଲିକା, ବାଦ୍ ପଡିଲେ ଅନେକ ଅଭିଜ୍ଞ ଖେଳାଳି

November 6, 2025

ପୂର୍ବତଟ ରେଳପଥର ନେଟୱାର୍କରେ 1000 କୋଟିରୁ ଅଧିକ ମୂଲ୍ୟର ସୁରକ୍ଷା ବାଡ଼ କାର୍ଯ୍ୟ ଜାରି

November 6, 2025

କ୍ୱିନ୍ସଲ୍ୟାଣ୍ଡରେ ଭାରତୀୟ ବୋଲରଙ୍କ ଆତଙ୍କ, ଚତୁର୍ଥ ଟି-୨୦ ରେ ଅଷ୍ଟ୍ରେଲିଆ ୪୮ ରନରେ ପରାସ୍ତ 

November 6, 2025
BJP Ads
Latest News

ଆସୁଛି ଜିଓର ରେକର୍ଡ ଆଇପିଓ, ଆକଳନ ଅନୁଯାୟୀ ମୂଲ୍ୟାଙ୍କନ ୧୨.୭ ଲକ୍ଷ କୋଟି ପହଞ୍ଚିବା ଆଶା

November 6, 2025

ମହିଳା ପ୍ରିମିୟର ଲିଗ-୨୦୨୬: ଦେଖନ୍ତୁ ରିଟେନସନ୍ ତାଲିକା, ବାଦ୍ ପଡିଲେ ଅନେକ ଅଭିଜ୍ଞ ଖେଳାଳି

November 6, 2025

ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ

November 6, 2025

ପୂର୍ବତଟ ରେଳପଥର ନେଟୱାର୍କରେ 1000 କୋଟିରୁ ଅଧିକ ମୂଲ୍ୟର ସୁରକ୍ଷା ବାଡ଼ କାର୍ଯ୍ୟ ଜାରି

November 6, 2025

ସନ୍ଧ୍ୟା ୫ଟାରେ ଭାଙ୍ଗିଲା ବିହାରର ଭୋଟ୍ ରେକର୍ଡ, ଗତ ଥର ଅପେକ୍ଷା ଅଧିକ ମତଦାନ

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.