Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଷ୍ଟ୍ରେଲିଆ ବିପକ୍ଷରେ ୨ହଜାର ରନ୍‌ ପୂରଣ କଲେ ରୋହିତ ଶର୍ମା
ଆଜିର ଖବର

ଅଷ୍ଟ୍ରେଲିଆ ବିପକ୍ଷରେ ୨ହଜାର ରନ୍‌ ପୂରଣ କଲେ ରୋହିତ ଶର୍ମା

June 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Rohit scores fastest 2K runs vs Australia
Rohit scores fastest 2K runs vs Australia

ଭାରତୀୟ ଓପ୍‌ନର ରୋହିତ ଶର୍ମା ବିଶ୍ବକପ୍‌ର ଦ୍ବିତୀୟ ମ୍ୟାଚ୍‌ରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଚତୁର୍ଥ ଖେଳାଳି ଭାବରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୨ହଜାର ରନ୍‌ ପୂରଣ କରିଛନ୍ତି । ବିଶ୍ବକପ୍‌ର ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକ(୫୭) ହାସଲ କରିବା ସହିତ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ୩୭ ମ୍ୟାଚ୍‌ରୁ ୨୦୦୦ ରନ୍‌ ସଂଗ୍ରହ କରିଛନ୍ତି ରୋହିତ ।ପୂର୍ବରୁ ଡେସମଣ୍ଡ ହେନ୍ସ ୫୯ଇନିଂସ, ସଚିନ୍‌ ତେନ୍ଦୁଲକର ୫୧ଟି ମ୍ୟାଚ୍‌ରୁ ଏବଂ ଭିଭିଆନ୍‌ ରିଚାର୍ଡସ୍‌ ୪୫ମ୍ୟାଚ୍‌ରୁ ଏହି ଉପଲବ୍ଧି ହାସଲ କରିଛନ୍ତି । ରୋହିତ ୨୦୭ ଦିନିକିଆରୁ ୮୧୩୨ରନ୍‌ କରିଥିବା ବେଳେ ୨୩ଟି ଶତକ ଏବଂ ୪୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ପାଠ୍ୟପୁସ୍ତକ ତ୍ରୁଟି : ମତ ଲୋଡିଲେ ଶିକ୍ଷା ବିଭାଗ

July 2, 2026

National Doctors’ Day: ଏମ୍ସ ଭୁବନେଶ୍ୱରରେ ଚିକିତ୍ସକ, ଆବାସିକ ଡାକ୍ତର ଏବଂ ଇଣ୍ଟର୍ନଙ୍କୁ ସମ୍ବର୍ଦ୍ଧନା

July 2, 2026

ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ସୁରକ୍ଷା ପାଇଁ ପୂର୍ବତଟ ରେଳପଥରେ ମକ୍ ଡ୍ରିଲ୍

July 2, 2026

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026
Latest News

ପାଠ୍ୟପୁସ୍ତକ ତ୍ରୁଟି : ମତ ଲୋଡିଲେ ଶିକ୍ଷା ବିଭାଗ

July 2, 2026

VB-G RAM G Act: ଭିବି-ଜି ରାମ ଜି ଯୋଜନାର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୌହନ

July 2, 2026

National Doctors’ Day: ଏମ୍ସ ଭୁବନେଶ୍ୱରରେ ଚିକିତ୍ସକ, ଆବାସିକ ଡାକ୍ତର ଏବଂ ଇଣ୍ଟର୍ନଙ୍କୁ ସମ୍ବର୍ଦ୍ଧନା

July 2, 2026

ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ସୁରକ୍ଷା ପାଇଁ ପୂର୍ବତଟ ରେଳପଥରେ ମକ୍ ଡ୍ରିଲ୍

July 2, 2026

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.