ଭାରତ ଠାରୁ ଦୁଇଟି ମ୍ୟାଚ୍ ହାରିବା ପରେ ଟି -୨୦ ଦଳ ବଦଳାଇଲା ଅଷ୍ଟ୍ରେଲିଆ

Published: Nov 28, 2023, 4:07 pm IST

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଚାଲିଛି। ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଜିତିଛି ଏବଂ ଆଜି ତୃତୀୟ ଟି -୨୦ ମ୍ୟାଚ୍ ଗୁଆହାଟୀରେ ଖେଳାଯିବ, କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ନିଜ ଦଳରେ ପରିବର୍ତ୍ତନ ଆଣିଛି। ନୂଆ ଦଳରେ କେଉଁ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି, ଆସନ୍ତୁ ଜାଣିବା…..

ଅଷ୍ଟ୍ରେଲିଆର ନୂଆ ଟି -୨୦ ଦଳ:

ମାଥ୍ୟୁ ୱେଡ (ଅଧିନାୟକ), ଜେସନ ବେହେରେଣ୍ଡର୍ଫ, ଟିମ ଡେଭିଡ, ବେନ ଡ୍ୱାରଶୁଇସ୍, ନାଥନ୍ ଏଲିସ୍, କ୍ରିସ୍ ଗ୍ରୀନ୍, ଆରୋନ୍ ହାର୍ଡି, ଟ୍ରାଭିସ୍ ହେଡ୍, ବେନ୍ ମ୍ୟାକଡର୍ମଟ, ଜୋଶ ଫିଲିପ, ତନଭୀର ସାଙ୍ଘା, ମ୍ୟାଟ ସର୍ଟ, କେନ ରିଚାର୍ଡସନ।

Related posts