Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଗୀ-3ରେ ନଜର ଆସିବେ ରୀତେଶ ଦେଶମୁଖ
ଆଜିର ଖବର

ବାଗୀ-3ରେ ନଜର ଆସିବେ ରୀତେଶ ଦେଶମୁଖ

June 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
RIETESH Joined team of baaghi 3
RIETESH Joined team of baaghi 3

ବାଗୀ-3ରେ ନଜର ଆସିବାକୁ ଯାଉଛନ୍ତି ରୀତେଶ ଦେଶମୁ୍ଖ । ଏକ ଭିଲିଆନ୍‌ର ସଫଳତା ପରେ ଶ୍ରଦ୍ଧାଙ୍କ ସହିତ ରୀତେଶଙ୍କ ଏହା ଦ୍ବିତୀୟ ଫିଲ୍ମ ହେବାକୁ ଯାଉଛି । ପୂର୍ବରୁ ବାଗୀର ତୃତୀୟ ଭାଗ ପାଇଁ ଟାଇଗର ଏବଂ ଶ୍ରଦ୍ଧା ସାଇନ୍‌ ହୋଇ ସାରିଥିବା ବେଳେ ବର୍ତ୍ତମାନ ରୀତେଶ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି ଆକ୍ସନରେ ଭରପୂର ରହିବା ନେଇ ସୂଚନା ମିଳିଥିଲେ ମଧ୍ୟ ରୀତେଶଙ୍କ ଭୂମିକା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ରୀତେଶ ବଲିଉଡ୍‌ରେ ନିଜର କମେଡି ଟାଇମିଂ ପାଇଁ ପ୍ରସିଦ୍ଧି ହାସଲ କରିଥିବା ବେଳେ ବାଗୀ ଫ୍ରାଞ୍ଚାଇଜି ଆକ୍ସନ୍‌ ପାଇଁ ପ୍ରସିଦ୍ଧ ତେଣୁ ରୀତେଶଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି । ଟାଇଗର୍‌-ଶ୍ରଦ୍ଧା ଏହି ଫିଲ୍ମ ପାଇଁ 4ଟି ଦେଶରେ ସୁଟିଂ କରିଛନ୍ତି ଏବଂ ଫିଲ୍ମଟି ଆସନ୍ତା 6 ମାର୍ଚ୍ଚ 2020ରେ ରିଲିଜ୍‌ ହେବାକୁ ଯାଉଛି । ଅନ୍ୟ ଦୁଇଟି ଭାଗ ପରି ଅହମଦ୍‌ ଖାନ୍‌ ମଧ୍ୟ ଏହାର ନିର୍ଦ୍ଦେଶନା ଦେଉଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026
Latest News

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.