Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଭୂତ ପାର୍ଟ ଓ୍ବାନ୍‌’ର ପୋଷ୍ଟର ରିଲିଜ : ସାମ୍ନାକୁ ଆସିଲା ଭିକିଙ୍କ ଲୁକ୍‌
ଆଜିର ଖବର

‘ଭୂତ ପାର୍ଟ ଓ୍ବାନ୍‌’ର ପୋଷ୍ଟର ରିଲିଜ : ସାମ୍ନାକୁ ଆସିଲା ଭିକିଙ୍କ ଲୁକ୍‌

June 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
bhoot part one poster released
bhoot part one poster released

କରନ୍‌ ଜୋହର୍‌ଙ୍କ ଧର୍ମା ପ୍ରଡକ୍ସନର ହରର୍‌ ସିରିଜକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି । ଏବେ ଏହି ସିରିଜ୍‌ର ପ୍ରଥମ ଫିଲ୍ମର ସବିଶେଷ ତଥ୍ୟ ମିଳିଛି । କରନ୍‌ ଜୋହର୍‌ଙ୍କ ପ୍ରଥମ ହରର୍‌ ଫିଲ୍ମର ଶୀର୍ଷକ ରହିଛି ‘ଭୂତ ପାର୍ଟ ଓ୍ବାନ୍‌’ । ଏହି ଫିଲ୍ମରେ ଭିକି କୌଶଲ୍‌ ଓ ଭୂମି ପେଡେନ୍‌କର୍‌ ନଜର ଆସିବ । ଏହି ଫିଲ୍ମଟି ଚଳିତ ବର୍ଷ ନଭେମ୍ବର ୧୫ରେ ରିଲିଜ୍‌ ହେବ । ଏହି ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଭାନୁ ପ୍ରତାପ ସିଂହ । ଏହି ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏହି ପୋଷ୍ଟରଟି ଖୁବ୍‌ ଭୟାନକ ରହିଛି । ପୋଷ୍ଟରରେ ଭିକି ଚିଲ୍ଲାଉଥିବାର ନଜର ଆସିଛନ୍ତି ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଆସୁଛି ଜିଓର ରେକର୍ଡ ଆଇପିଓ, ଆକଳନ ଅନୁଯାୟୀ ମୂଲ୍ୟାଙ୍କନ ୧୨.୭ ଲକ୍ଷ କୋଟି ପହଞ୍ଚିବା ଆଶା

November 6, 2025

ମହିଳା ପ୍ରିମିୟର ଲିଗ-୨୦୨୬: ଦେଖନ୍ତୁ ରିଟେନସନ୍ ତାଲିକା, ବାଦ୍ ପଡିଲେ ଅନେକ ଅଭିଜ୍ଞ ଖେଳାଳି

November 6, 2025

ପୂର୍ବତଟ ରେଳପଥର ନେଟୱାର୍କରେ 1000 କୋଟିରୁ ଅଧିକ ମୂଲ୍ୟର ସୁରକ୍ଷା ବାଡ଼ କାର୍ଯ୍ୟ ଜାରି

November 6, 2025

କ୍ୱିନ୍ସଲ୍ୟାଣ୍ଡରେ ଭାରତୀୟ ବୋଲରଙ୍କ ଆତଙ୍କ, ଚତୁର୍ଥ ଟି-୨୦ ରେ ଅଷ୍ଟ୍ରେଲିଆ ୪୮ ରନରେ ପରାସ୍ତ 

November 6, 2025
BJP Ads
Latest News

ଆସୁଛି ଜିଓର ରେକର୍ଡ ଆଇପିଓ, ଆକଳନ ଅନୁଯାୟୀ ମୂଲ୍ୟାଙ୍କନ ୧୨.୭ ଲକ୍ଷ କୋଟି ପହଞ୍ଚିବା ଆଶା

November 6, 2025

ମହିଳା ପ୍ରିମିୟର ଲିଗ-୨୦୨୬: ଦେଖନ୍ତୁ ରିଟେନସନ୍ ତାଲିକା, ବାଦ୍ ପଡିଲେ ଅନେକ ଅଭିଜ୍ଞ ଖେଳାଳି

November 6, 2025

ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ

November 6, 2025

ପୂର୍ବତଟ ରେଳପଥର ନେଟୱାର୍କରେ 1000 କୋଟିରୁ ଅଧିକ ମୂଲ୍ୟର ସୁରକ୍ଷା ବାଡ଼ କାର୍ଯ୍ୟ ଜାରି

November 6, 2025

ସନ୍ଧ୍ୟା ୫ଟାରେ ଭାଙ୍ଗିଲା ବିହାରର ଭୋଟ୍ ରେକର୍ଡ, ଗତ ଥର ଅପେକ୍ଷା ଅଧିକ ମତଦାନ

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.