Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂଶୟରେ ଉପ-ବାଚସ୍ପତି ପଦ, ଓ୍ବାଇଏସ୍‌ଆର୍‌କୁ ମିଳିବ ଉପବାଚସ୍ପତି ପଦବୀ !
ଆଜିର ଖବର

ସଂଶୟରେ ଉପ-ବାଚସ୍ପତି ପଦ, ଓ୍ବାଇଏସ୍‌ଆର୍‌କୁ ମିଳିବ ଉପବାଚସ୍ପତି ପଦବୀ !

June 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
modi met jagan
modi met jagan

ଲୋକସଭାର ଉପ-ବାଚସ୍ପତି ପାଦ ପାଇଁ ଏବେବି ଚାଲିଛି ସଂଶୟ। ଏହି ପଦବୀ ପାଇଁ ବିଜେଡ଼ିର ଭର୍ତ୍ତୁହରି ମହତାବଙ୍କ ନାମ ଶୁଣିବାକୁ ମିଳୁଥିବାବେଳେ ଏହି କ୍ରମରେ ସାମିଲ୍‌ ହୋଇଛନ୍ତି ଆଉ ଏକ ନାମ। ସୂଚନା ଅନୁସାରେ ଏହି ପଦବୀ ପାଇଁ ବିଜେପି ଆନ୍ଧ୍ରପ୍ରଦେଶର ଓ୍ବାଇଏସ୍‌ଆର୍‌ କଂଗ୍ରେସକୁ ଅଫର୍‌ ଦେଇଥିବାର ସୂଚନା ରହିଛି। ବିଜେପି ସାଂସଦ ଜିଭିଏଲ୍‌ ନରସିହ୍ମାରାଓ ଦଳର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କୁ ଭେଟି ଆଲୋଚନା କରିଛନ୍ତି। ମାତ୍ର ଜଗନମାହନ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି। ସେ ବିଚାର ବିମର୍ଷ ପାଇଁ ଅଧିକ ସମୟ ମାଗିଛନ୍ତି। ପୂର୍ବରୁ ବିଜେଡିର ଭର୍ତ୍ତୃହରି ମହାତାବଙ୍କୁ ଉପ ବାଚସ୍ପତି ପଦ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଶିବସେନା ଏହାକୁ ବିରୋଧ କରିଥିଲା। ବିଜେଡ଼ି ବିଜେପି ବିରୋଧରେ ନିର୍ବାଚନ ଲଢ଼ି ଥିବାରୁ ତାଙ୍କୁ ଏହି ପଦ ଦେବା ଉଚିତ ନୁହେଁ ବୋଲି ଶିବସେନା କହିଥିଲା। ତେବେ ଏଥିରୁ ବେଶ୍‌ ସ୍ପଷ୍ଟ ଯେ ବିଜେପି ଏବେ ଆଞ୍ଚଳିକ ଦଳ ଉପରେ ବେଶ୍‌ ପ୍ରଭାବ ପକାଇବା ପାଇଁ ଚେଷ୍ଟା ଜାରି ରଖିଛି। ବିଜେପି ବିଜେଡ଼ି ସହିତ ବେଶ୍‌ ନରମ ଆଭିମୁଖ୍ୟ ରଖୁଥିବାବେଳେ ଓ୍ବାଇଏସ୍‌ଆର୍‌ କଂଗ୍ରେସକୁ ଉପ-ବାଚସ୍ପତି ପଦବୀ ଦେଇ କିଛି ଅଲଗା ରାଜନୈତିକ ପରିସ୍ଥିତି ସୃଷ୍ଟି କରିବା ଚକ୍କରରେ ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

‘ଏକ୍ସ’ ର ନୂତନ ଫିଚର୍ ରେ ଭାରତରେ ରେକର୍ଡ: ଶୀର୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ପୋଷ୍ଟ

December 19, 2025

ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଲୋକସଭା

December 19, 2025

୨୦୨୬ ଟି୨୦ ବିଶ୍ୱକପ୍: ଏହି ଦିନ ଘୋଷଣା ହେବ ଭାରତୀୟ ଦଳ, ଜାଣନ୍ତୁ ସମ୍ଭାବ୍ୟ ୧୫ ଖେଳାଳି

December 19, 2025

ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି

December 19, 2025
Latest News

‘ଏକ୍ସ’ ର ନୂତନ ଫିଚର୍ ରେ ଭାରତରେ ରେକର୍ଡ: ଶୀର୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ପୋଷ୍ଟ

December 19, 2025

ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଲୋକସଭା

December 19, 2025

୨୦୨୬ ଟି୨୦ ବିଶ୍ୱକପ୍: ଏହି ଦିନ ଘୋଷଣା ହେବ ଭାରତୀୟ ଦଳ, ଜାଣନ୍ତୁ ସମ୍ଭାବ୍ୟ ୧୫ ଖେଳାଳି

December 19, 2025

ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି

December 19, 2025

ସିଆଇଆଇ ପକ୍ଷରୁ ଭାରତର ଶ୍ରେଷ୍ଠ ଇନୋଭେଟରଙ୍କ ମଧ୍ୟରେ ଜିଓ ସାମିଲ 

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.