Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାର୍କସ୍‌ ଷ୍ଟୋଇନିସ୍‌ ଆହତ : ବଦଳ ଖେଳାଳି ଭାବରେ ସାମିଲ ହେଲେ ମିଚେଲ ମାର୍ଶ
ଆଜିର ଖବର

ମାର୍କସ୍‌ ଷ୍ଟୋଇନିସ୍‌ ଆହତ : ବଦଳ ଖେଳାଳି ଭାବରେ ସାମିଲ ହେଲେ ମିଚେଲ ମାର୍ଶ

June 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Mitchell Marsh of Australia speaks to the media after a training session at the Adelaide Oval in Adelaide, Tuesday, December 4, 2018. Australia play India in the first test starting this Thursday. (AAP Image/David Mariuz) NO ARCHIVING, EDITORIAL USE ONLY

ମିଚେଲ୍‌ ମାର୍ଶଙ୍କୁ ମାର୍କସ୍‌ ଷ୍ଟୋଇନିସ୍‌ଙ୍କ ବଦଳ ଖେଳାଳି ଭାବରେ ଦଳରେ ସାମିଲ୍‌ କରାଯାଇଛି । ହାର୍ମଷ୍ଟ୍ରିଙ୍ଗ ଆଘାତ ଯୋଗୁଁ 29 ବର୍ଷୀୟ ଷ୍ଟୋଇନିସ୍‌ଙ୍କୁ ଅଷ୍ଟ୍ରେଲିଆର ଆସନ୍ତା ମୁକାବିଲାରୁ ବାଦ ଦିଆଯିବା ସହିତ ବଦଳ ଖେଳାଳି ଭାବରେ ଯୋଗ ଦେବା ପାଇଁ ମାର୍ଶଙ୍କଳୁ ନିର୍ଦ୍ଦେଶ ଦଆଯାଇଥିଲା । ଭାରତ ବିପକ୍ଷ ମ୍ୟାଚ୍‌ରେ ଷ୍ଟୋଇନିସ୍‌ ଆହତ ହୋଇଥିବା ବେଳେ ଟୁର୍ଣ୍ଣାମେଣ୍ଟରେ ଆଗକୁ ଖେଳିବା ନେଇ ମଧ୍ୟ ସନ୍ଦେହ ଦେଖାଦେଇଛି । କ୍ରିକେଟ୍‌ ଅଷ୍ଟ୍ରେଲିଆର ରିପୋର୍ଟ ଅନୁଯାୟୀ ମାର୍ଶ ଇଂଲଣ୍ଡ ନିମନ୍ତେ ନିଜର ଯାତ୍ରା ଆରମ୍ଭ କରିଛନ୍ତି । ଯଦି ବଦଳ ଖେଳାଳି ଭାବରେ ମାର୍ଶ ସ୍ଥାନ ପାଆନ୍ତି ତେବେ ଆଇସିସି ନିୟମ ଅନୁଯାୟୀ ଷ୍ଟୋଇନିସ୍‌ ଏହି ବିଶ୍ବକପ୍‌ରେ ଖେଳି ପାରିବେ ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

କନଫର୍ମ ହୋଇନାହିଁ କି ଟ୍ରେନ ଟିକେଟ?: ଚେଷ୍ଟା କରନ୍ତୁ ଏହି ଗୁପ୍ତ କୌଶଳ

July 26, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦେଶକୁ ମିଳିଲା ନୂତନ ଶିକ୍ଷା ମନ୍ତ୍ରୀ: ଦାୟିତ୍ଵ ଗ୍ରହଣ କଲେ ପ୍ରହଲ୍ଲାଦ ଯୋଶୀ

July 26, 2026

ଉନ୍ନତ ବୈଶିଷ୍ଟ୍ୟ ଏବଂ ୧୫୧ କିମି ରେଞ୍ଜ: ବଜାରକୁ ଆସିଲା ହୋଣ୍ଡାର ଏହି ସ୍କୁଟର

July 26, 2026

‘ଛାତ୍ରଛାତ୍ରୀମାନଙ୍କୁ ହତ୍ୟା କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲା?’: ରାହୁଲ ଗାନ୍ଧୀଙ୍କ ଗୃହମନ୍ତ୍ରୀଙ୍କୁ ଚିଠି

July 26, 2026
Latest News

କନଫର୍ମ ହୋଇନାହିଁ କି ଟ୍ରେନ ଟିକେଟ?: ଚେଷ୍ଟା କରନ୍ତୁ ଏହି ଗୁପ୍ତ କୌଶଳ

July 26, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦେଶକୁ ମିଳିଲା ନୂତନ ଶିକ୍ଷା ମନ୍ତ୍ରୀ: ଦାୟିତ୍ଵ ଗ୍ରହଣ କଲେ ପ୍ରହଲ୍ଲାଦ ଯୋଶୀ

July 26, 2026

ଉନ୍ନତ ବୈଶିଷ୍ଟ୍ୟ ଏବଂ ୧୫୧ କିମି ରେଞ୍ଜ: ବଜାରକୁ ଆସିଲା ହୋଣ୍ଡାର ଏହି ସ୍କୁଟର

July 26, 2026

‘ଛାତ୍ରଛାତ୍ରୀମାନଙ୍କୁ ହତ୍ୟା କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲା?’: ରାହୁଲ ଗାନ୍ଧୀଙ୍କ ଗୃହମନ୍ତ୍ରୀଙ୍କୁ ଚିଠି

July 26, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଆନ୍ନା ହଜାରେଙ୍କ ପ୍ରତିକ୍ରିୟା: ଆନ୍ଦୋଳନକୁ ନେଇ ଦେଲେ ବଡ଼ ବିବୃତ୍ତି

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.