Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ଧ୍ରପ୍ରଦେଶର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ
ଆଜିର ଖବର

ଆନ୍ଧ୍ରପ୍ରଦେଶର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ

June 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓ୍ବାଇ ଏସ୍‌ ଜଗନ ମୋହନ ରେଡ୍ଡୀ ବିଭାଜିତ ଆନ୍ଧ୍ରପ୍ରଦେଶର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ନିଜର ପ୍ରଥମ ବିଧାନସଭା ଅଧିବେଶନ ଚଳାଇଛନ୍ତି। କାମଚଳା ବାଚସ୍ପତି ସମ୍ବାଙ୍ଗୀ ଅପ୍ପାଲା ନାଇଡୁ ୧୧.୦୫ରେ ଗୃହର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଶପଥ ଗ୍ରହଣ କରାଇଥିଲେ। ପ୍ରଥମେ ଜଗନ ଶପଥ ଗ୍ରହଣ କରିବା ପରେ ଉପ ମୁଖ୍ୟମନ୍ତ୍ରୀ ଆଜମଥ ବାଶା ଶପଥ ଗ୍ରହଣ କରିଥିଲେ। ଏହାପରେ ସମସ୍ତ ବିଧାୟକ ମାନଙ୍କୁ ଶପଥ ଗ୍ରହଣ କରାଇଥିଲେ ଅପ୍ପାଲା ନାଇଡୁ। ଶପଥ ଗ୍ରହଣ ପରେ ଚନ୍ଦ୍ରବାବୁ ନାଇଡୁ ଏବଂ ଜଗନ ମୋହନ ରେଡ୍ଡୀ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ। ଗୁରୁବାର ଦିନ ବାଚସ୍ପତି ଏବଂ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ୧୪ ତାରିଖ ଦିନ ରାଜ୍ୟପାଳ ଇ ଏସ୍‌ ଏଲ୍‌ ନରସିଂହନ୍‌ ଗୃହକୁ ସମ୍ବୋଧିତ କରିବେ। ପ୍ରଥମ ଥର ପାଇଁ ଏହି ଅଧିବେଶନ ଭେଲାଗାପୁଡିରେ ନିର୍ମିତ ଅସ୍ଥାୟୀ ବିଧାନ ସୌଧରେ ଅନୁଷ୍ଠିତ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ଦିନରେ ସୁନା ଦର ୨୪,୬୦୦କୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

January 10, 2026

ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ‘ଇଗ୍ନୋ’ ରେ ନାମଲେଖା ଆରମ୍ଭ

January 10, 2026

ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବ ଯୋଗୁଁ ବଢୁଛି ଚୀନ-ଭାରତ ସମ୍ପର୍କ: ବୃଦ୍ଧି ହେଲା ବାଣିଜ୍ୟ କାରବାର

January 10, 2026

ତମିମ ଇକବାଲ ଜଣେ “ଭାରତୀୟ ଏଜେଣ୍ଟ”: ବିବାଦ ସୃଷ୍ଟି କଲା ବିସିବି ଅଧିକାରୀଙ୍କ ଏହି ବୟାନ

January 10, 2026
Latest News

ଦୁଇ ଦିନରେ ସୁନା ଦର ୨୪,୬୦୦କୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

January 10, 2026

ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ‘ଇଗ୍ନୋ’ ରେ ନାମଲେଖା ଆରମ୍ଭ

January 10, 2026

ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବ ଯୋଗୁଁ ବଢୁଛି ଚୀନ-ଭାରତ ସମ୍ପର୍କ: ବୃଦ୍ଧି ହେଲା ବାଣିଜ୍ୟ କାରବାର

January 10, 2026

ତମିମ ଇକବାଲ ଜଣେ “ଭାରତୀୟ ଏଜେଣ୍ଟ”: ବିବାଦ ସୃଷ୍ଟି କଲା ବିସିବି ଅଧିକାରୀଙ୍କ ଏହି ବୟାନ

January 10, 2026

ଭାରତକୁ ଭେନେଜୁଏଲା ତେଲ ବିକ୍ରୟ କରିବାକୁ ପ୍ରସ୍ତୁତ ଟ୍ରମ୍ପ: କ’ଣ ପୁନଃ ଆରମ୍ଭ ହେବ ବାଣିଜ୍ୟ?

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.