Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ରାଜପଥ ଚାନ୍ଦପୁର ନିକଟରେ ଦୁର୍ଘଟଣା, ଟ୍ରକ ପଛକୁ ପିଟିଲା ବସ, ୭ ଜଣ ଗୁରୁତର
ଆଜିର ଖବର

ଜାତୀୟ ରାଜପଥ ଚାନ୍ଦପୁର ନିକଟରେ ଦୁର୍ଘଟଣା, ଟ୍ରକ ପଛକୁ ପିଟିଲା ବସ, ୭ ଜଣ ଗୁରୁତର

December 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ରାଜପଥ ଚାନ୍ଦପୁର ନିକଟରେ ଦୁର୍ଘଟଣା, ଟ୍ରକ ପଛକୁ ପିଟିଲା ବସ, ୭ ଜଣ ଗୁରୁତର

ଚାନ୍ଦପୁର: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ବେଣ୍ଟ ଛକରେ ଟ୍ରକ ପଛରେ ପିଟି ହେଲା ଏକ ବସ। ଫଳରେ ୭ ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବାର ଜଣାପଡିଛି। ସମସ୍ତଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ବସଟି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସିଂହାସନୀରୁ ବାହାରି ଭୁବନେଶ୍ୱର ଯାଉଥିଲା। ବସଟିର ନାମ ଲକ୍ଷ୍ମୀ ନାରାୟଣ।

ସିଂହାସନି ରୁ ୬୦ ରୁ ଅଧିକ ଯାତ୍ରୀଙ୍କୁ ଧରି ଏହି ବସଟୁ ଭୁବନେଶ୍ୱର ଆସୁଥିଲା। ଅଧା ବାଟରେ ଚାଳକଙ୍କ ଠାରୁ ଗାଡି ମାଗି ମାଲିକ ଗାଡି ଚାଳନା କରୁଥିବା ରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଜଣା ପଡିଛି।

ଗୁରୁତରମାନଙ୍କୁ ଟାଙ୍ଗୀ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର‌୍ୟ୍ୟ କରିଥିଲେ। ଗୁରୁତରମାନେ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟର ୪୮ ବର୍ଷ ବୟସ୍କ ସସିରାମ ସାହୁ, ୪୮ ବର୍ଷ ବୟସ୍କ ବାନାମ୍ବର ପ୍ରଧାନ, ପୋଲସରାର ୪୫ ବର୍ଷ ବୟସ୍କ କୈଳାଶ ଚନ୍ଦ୍ର ପାତ୍ର, ୨୪ ବର୍ଷ ବୟସ୍କ ଅଜୟ କୁମାର ପାତ୍ର ଓ ବାଣପୁରର ୩୨ ବର୍ଷ ବୟସ୍କ ବୁଲୁ ଦାସ ଭାଗିରଥୀ ଦାସ ବୋଲି ଜଣା ପଡିଛି।

ବସ ଦୁର୍ଘଟଣା ବେଣ୍ଟ ଛକ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍କୁଲ ବ୍ୟାଗର ବୋଝକୁ କମ କରିବ ଜିଓ-ଶିକ୍ଷାର ସ୍ମାର୍ଟ କ୍ଲାସରୁମ୍ 

February 22, 2026

Road Accident: ଝାରସୁଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ପୋଲିସ ମୃତ, ୩ ଜଣ ଗୁରୁତର

February 22, 2026

ମାତ୍ର ୨୦ ମିନିଟ୍ ଚାଲିଲା ଅଭିଷେକ ଶର୍ମାଙ୍କ ଅଭ୍ୟାସ: ଗମ୍ଭୀର ଏବଂ ସୂର୍ଯ୍ୟଙ୍କ ବଢିଲା ଚିନ୍ତା

February 22, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ର?: ତାମିଲନାଡୁରୁ ଛଅ ସନ୍ଦିଗ୍ଧଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

February 22, 2026
Latest News

ସ୍କୁଲ ବ୍ୟାଗର ବୋଝକୁ କମ କରିବ ଜିଓ-ଶିକ୍ଷାର ସ୍ମାର୍ଟ କ୍ଲାସରୁମ୍ 

February 22, 2026

Road Accident: ଝାରସୁଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ପୋଲିସ ମୃତ, ୩ ଜଣ ଗୁରୁତର

February 22, 2026

ମାତ୍ର ୨୦ ମିନିଟ୍ ଚାଲିଲା ଅଭିଷେକ ଶର୍ମାଙ୍କ ଅଭ୍ୟାସ: ଗମ୍ଭୀର ଏବଂ ସୂର୍ଯ୍ୟଙ୍କ ବଢିଲା ଚିନ୍ତା

February 22, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ର?: ତାମିଲନାଡୁରୁ ଛଅ ସନ୍ଦିଗ୍ଧଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

February 22, 2026

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ବାଧା ଦେବ ବର୍ଷା?: ଜାଣନ୍ତୁ ପାଣିପାଗ ଅପଡେଟ୍‌

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.