Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ସଂସଦୀୟ ଦଳରେ ତିନି ଓଡ଼ିଆ : ଧର୍ମେନ୍ଦ୍ର, ଜୁଏଲ୍‌ ଓ ସୁରେଶଙ୍କୁ ମିଳିଲା ସ୍ଥାନ
ଆଜିର ଖବର

ବିଜେପି ସଂସଦୀୟ ଦଳରେ ତିନି ଓଡ଼ିଆ : ଧର୍ମେନ୍ଦ୍ର, ଜୁଏଲ୍‌ ଓ ସୁରେଶଙ୍କୁ ମିଳିଲା ସ୍ଥାନ

June 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୋଦିଙ୍କ ନେତୃତ୍ବରେ ବିଜେପି ସଂସଦୀୟ ଦଳର କାର୍ଯ୍ୟକାରୀ କମିଟି ଗଠିତ ହୋଇଛି । ଲୋକସଭାରେ ଦଳର ଉପନେତା ରାଜନାଥ ସିଂହ ଓ ରାଜ୍ୟଓଭାରେ ଦଳର ଉପନେତା ପୀୟୂଷ ଗୋଏଲ୍‌ ରହିଛନ୍ତି । ସେହିପରି ରାଜ୍ୟସଭାରେ ସଂସଦୀୟ ଦଳର ନେତା ହୋଇଛନ୍ତି ଥାଓ୍ବରଚନ୍ଦ ଗେହଲଟ । ତେବେ ଏହି ସଂସଦୀୟ ଦଳରେ ତିନି ଓଡ଼ିଆଙ୍କୁ ସ୍ଥାନ ମିଳିଛି । ସୁରେଶ ପୂଜାରୀ, ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ୍‌ ପ୍ରମୁଖଙ୍କୁ ଏହି  ସୁଯୋଗ ମିଳିଛି । ଲୋକସଭାରେ ସଚେତକ ଭାବେ ସୁରେଶ ପୂଜାରୀଙ୍କୁ ସ୍ଥାନ ମିଳିଥିବାବେଳେ ତାଙ୍କ ଦାୟିତ୍ବରେ ଓଡ଼ିଶା, ମଣିପୁର ଓ ତେଲେଙ୍ଗାନା ରହିବ । ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭା ପାଇଁ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ହୋଇଥିବାବେଳେ ଜୁଏଲ୍‌ ଓରାମ୍‌ ଲୋକସଭାରେ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରୂପେ ନିଯୁକ୍ତି ପାଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ: ଓଡିଶାରେ କେବେ ପହଞ୍ଚିବ?

June 9, 2026

ରାଜ୍ୟ ପାଇଁ ଗୌରବ ଆଣିଲେ ବାଣପୁରର କୁନି ଝିଅ: ଗୁଜୁରାଟରେ ଜିତିଲେ “ଦି ଆଇଏଫଏ ୱାର୍ଲ୍ଡ ୨୦୨୬”

June 9, 2026

ପିଓକେରେ ଶାହବାଜ-ମୁନିରଙ୍କ ବିରୋଧରେ ବିଦ୍ରୋହ: ପାକ୍ ସେନାର ଗୁଳି ମାଡ଼

June 9, 2026

କ୍ରାନ୍ତି ପକ୍ଷରୁ କର୍କଟ ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ

June 9, 2026
Latest News

ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ: ଓଡିଶାରେ କେବେ ପହଞ୍ଚିବ?

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

ରାଜ୍ୟ ପାଇଁ ଗୌରବ ଆଣିଲେ ବାଣପୁରର କୁନି ଝିଅ: ଗୁଜୁରାଟରେ ଜିତିଲେ “ଦି ଆଇଏଫଏ ୱାର୍ଲ୍ଡ ୨୦୨୬”

June 9, 2026

ପିଓକେରେ ଶାହବାଜ-ମୁନିରଙ୍କ ବିରୋଧରେ ବିଦ୍ରୋହ: ପାକ୍ ସେନାର ଗୁଳି ମାଡ଼

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.