Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକାଶ ପଥରେ ଆଗକୁ ବଢିବା ପାଇଁ ରାଜନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଭାରତ ଏକ ଭଲ ସ୍ଥିତିରେ ଅଛି: ଏସ ଜୟଶଙ୍କର
ଆଜିର ଖବର

ବିକାଶ ପଥରେ ଆଗକୁ ବଢିବା ପାଇଁ ରାଜନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଭାରତ ଏକ ଭଲ ସ୍ଥିତିରେ ଅଛି: ଏସ ଜୟଶଙ୍କର

January 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ, ୨୦୨୪ ବର୍ଷ ବିଶ୍ଵ ପାଇଁ ସଂଘର୍ଷପୂର୍ଣ୍ଣ ହୋଇପାରେ, କିନ୍ତୁ ଏହି ଆହ୍ଵାନର ମୁକାବିଲା କରିବା, ବଢୁଥିବା ବିଶ୍ଵସ୍ତରୀୟ ଭୂମିକା ବଜାୟ ରଖିବା ଏବଂ ବିକାଶ ପଥରେ ଆଗକୁ ବଢିବା ପାଇଁ ଭାରତର ରାଜନୈତିକ ଏବଂ ଅର୍ଥନୈତକ ସ୍ଥିତି ଏକ ଭଲ ଅବସ୍ଥାରେ ଅଛି। କେନ୍ଦ୍ର ମନ୍ତ୍ରୀ ତାଙ୍କର ନୂତନ ପୁସ୍ତକ ‘ହ୍ଵାଵ ଭାରତ ମ୍ୟାଟର୍ସ’ ର ଉନ୍ମୋଚନ ସମାରୋହକୁ ସମ୍ବୋଧିତ କରିଥିଲେ, ଯେଉଁଥିରେ ସେ ସ୍ଵାଧୀନତା ପରଠାରୁ ଭୌଗଳିକ ତଥା ଭାରତର ବୈଦେଶିକ ନୀତିର ବିଭିନ୍ନ ଦିଗ ଉପରେ ନିଜର ମତ ରଖିଥିଲେ।

ବୁଧବାର ବିଦେଶୀ କୂଟନୀତିଜ୍ଞ, ରଣନୀତିକ ବ୍ୟାପାର ବିଶେଷଜ୍ଞ, ଶିକ୍ଷାବିତ ଏବଂ ବୁଦ୍ଧିଜୀବୀଙ୍କ ଏକ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ମୁଁ ଭାବୁଛି ୨୦୨୪ ମଧ୍ୟ ସଂଘର୍ଷପୂର୍ଣ୍ଣ ରହିବ ଏବଂ ୨୦୨୩ ରେ ଅଶାନ୍ତି ସୃଷ୍ଟି କରିଥିବା କାରଣଗୁଡିକ ଚଳିତ ବର୍ଷ ମଧ୍ୟ ଜାରି ରହିବ।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହିତ ୨୦୨୪ ରେ ଭାରତ ନିଜର ଉନ୍ନତ ସ୍ଥିତିକୁ ବଜାୟ ରଖିବାକୁ ପ୍ରସ୍ତୁତ ଅଛି।

ଅବ୍ଜର୍ବର ରିସର୍ଚ୍ଚର ଫାଉଣ୍ଡେସନ୍ (ଓଆରଏଫ୍) ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ରାଜନୈତିକ କିମ୍ବା ଅର୍ଥନୈତିକ ଦୃଷ୍ଟିରୁ ଆଜି ଆମେ ଯେଉଁ ପରିସ୍ଥିତିରେ ଅଛୁ, ମୁଁ ଭାବୁଛି ଆମେ ବହୁତ ଶକ୍ତିଶାଳୀ ସ୍ଥିତିରେ ଅଛୁ।

ଅର୍ଥନୈତିକ ଏସ୍. ଜୟଶଙ୍କର ରାଜନୈତିକ
Share. Facebook Twitter LinkedIn Email WhatsApp Copy Link

Related Posts

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026
Latest News

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.