Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଲି ଚଙ୍ଗ ଓ୍ବିଙ୍କ ଅବସର
ଆଜିର ଖବର

ପୂର୍ବତନ ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଲି ଚଙ୍ଗ ଓ୍ବିଙ୍କ ଅବସର

June 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Lee Chong Wei retires
Lee Chong Wei retires

ମାଲେସିଆର ପୂର୍ବତନ ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଲି ଚଙ୍ଗ ଓ୍ବି ଅବସର ଗ୍ରହଣ କରିଛନ୍ତି। କ୍ୟାନ୍‌ସରରେ ପୀଡିତ ହୋଇ ଲି ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ତିନି ଥର ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ତଥା ପୂର୍ବତନ ବିଶ୍ବ ଏକ ନମ୍ବର ଖେଳାଳି ଲି ଗୁରୁବାର ନିଜର ଅବସର ଗ୍ରହଣ କରିଛନ୍ତି। ଗତବର୍ଷ ନାକରେ କ୍ୟନ୍‌ସର ଜଣାପଡିବା ପରେ ମଧ୍ୟ ଅଭ୍ୟାସ ଜାରି ରଖିଥିଲେ ଲି। ମାତ୍ର ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ଅବସର ଗ୍ରହଣ କରିଛନ୍ତି। ୨୦୦୬ ମସିହାରେ ପ୍ରଥମ ଥର ଏକ ନମ୍ବର ସ୍ଥାନରେ ପହଞ୍ଚିଥିବା ଲି ୩୪୮ ସପ୍ତାହ ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିବାର ରେକର୍ଡ ନିଜ ନାମରେ ରଖିଛନ୍ତି। ନିଜ କ୍ୟାରିୟରରେ ୬୯ଟି ଏକକ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି ଲି।

badminton player retired thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଗଣେଶ ଭସାଣି ବେଳେ ଜେନେରେଟରରୁ ନିଆଁ ଲାଗି ୫ ଶିଶୁ ଗୁରୁତର

September 19, 2026

ଋଷ-ଇରାନ ପ୍ରତିବନ୍ଧକ ବିଲ୍‌ରେ ସ୍ୱାକ୍ଷର କଲେ ଟ୍ରମ୍ପ, ଲାଗିପାରେ ୧୦୦% ଯାଏଁ ଶୁଳ୍କ

September 19, 2026

କୁନୋରେ ଭାରତ-ଜନ୍ମିତ ‘KGP12’ ଦେଲା ୪ ଶାବକ, ମୋଟ ସଂଖ୍ୟା ୫୬କୁ ବୃଦ୍ଧି

September 19, 2026

ମା’ଭଗବତୀଙ୍କ ମାନବୀୟ ଲିଳାର ଅନନ୍ୟ ପର୍ବ ପାଣିତୋଳା ଯାତ୍ରା: ନୌବିହାରରୁ ଫେରି ଶୟନ କଲେ ମା’

September 19, 2026
Latest News

ଗଣେଶ ଭସାଣି ବେଳେ ଜେନେରେଟରରୁ ନିଆଁ ଲାଗି ୫ ଶିଶୁ ଗୁରୁତର

September 19, 2026

ଋଷ-ଇରାନ ପ୍ରତିବନ୍ଧକ ବିଲ୍‌ରେ ସ୍ୱାକ୍ଷର କଲେ ଟ୍ରମ୍ପ, ଲାଗିପାରେ ୧୦୦% ଯାଏଁ ଶୁଳ୍କ

September 19, 2026

କୁନୋରେ ଭାରତ-ଜନ୍ମିତ ‘KGP12’ ଦେଲା ୪ ଶାବକ, ମୋଟ ସଂଖ୍ୟା ୫୬କୁ ବୃଦ୍ଧି

September 19, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ନନ୍ଦିଗ୍ରାମ ପରେ ନାମାଙ୍କନ ପ୍ରତ୍ୟାହାର କଲେ ରେଜିନଗର ପ୍ରାର୍ଥୀ

September 19, 2026

ମା’ଭଗବତୀଙ୍କ ମାନବୀୟ ଲିଳାର ଅନନ୍ୟ ପର୍ବ ପାଣିତୋଳା ଯାତ୍ରା: ନୌବିହାରରୁ ଫେରି ଶୟନ କଲେ ମା’

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.