Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋଲିସ୍‌-ନକ୍ସଲ ଏନ୍‌କାଉଣ୍ଟର, ୨ ନକ୍ସଲ ମୃତ
ଆଜିର ଖବର

ପୋଲିସ୍‌-ନକ୍ସଲ ଏନ୍‌କାଉଣ୍ଟର, ୨ ନକ୍ସଲ ମୃତ

June 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
2 naxal died
2 naxal died

ଛତିଶଗଡ଼ ପୋଲିସର ଏନକାଉଣ୍ଟରରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଗୁରୁବାର ରାତିରେ ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଛି। ଛତିଶଗଡର କାଙ୍କେର ଜିଲ୍ଲାର ତାଡକୋଇ ଅଂଚଳରେ ଜିଲ୍ଲା ସଂରକ୍ଷିତ ଗାର୍ଡ ଗୁଇନ୍ଦା ସୂଚନା ପାଇ ଏନକାଉଣ୍ଟର କରିଥିଲେ। ଦୀର୍ଘ ସମୟ ଧରି ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିଥିଲା। ଘଟଣାସ୍ଥଳରୁ ୨ ଜଣ ନକ୍ସଲଙ୍କ ମୃତଦେହ ସମେତ ଅସ୍ତ୍ରଶସ୍ତ୍ର,ଗୁଳି ଓ ବନ୍ଧୁକ ଉଦ୍ଧାର ହୋଇଛି। ଛତିଶଗଡର ଆଣ୍ଟି ନକ୍ସଲ ଅପରେସନ ଡିଆଇଜିପି ପି ସୁନ୍ଦରରାଜ ଏହି ଖବରକୁ ଟ୍ବିଟ୍ଟର ଜରିଆରେ ସ୍ପଷ୍ଟ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ହିଜାବ ବିବାଦ: ଶେଷ ଦିନରେ ମଧ୍ୟ ଯୋଗ ଦେଲେ ନାହିଁ ଡାକ୍ତର ନୁସରତ, ବଡ଼ ନିଷ୍ପତ୍ତି ନେଲେ ସରକାର

December 20, 2025

ଡିସେମ୍ବର ୨୬ରୁ ଏକ ଘଣ୍ଟା ବନ୍ଦ ରହିବ ବହିର୍ବିଭାଗ: ଆନ୍ଦୋଳନ ଚେତାବନୀ ଦେଲେ ଡାକ୍ତର

December 20, 2025

ବାଲୁଗାଁ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ, ଯାତ୍ରୀ ସମସ୍ୟା ଉପରେ ଗୁରୁତ୍ଵ

December 20, 2025

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜରେ ଖେଳିବେ ନାହିଁ ହାର୍ଦ୍ଦିକ ଏବଂ ବୁମରାହ: ଜାଣନ୍ତୁ କାରଣ

December 20, 2025
Latest News

ଭାରତର ଭବିଷ୍ୟତ ଅଭିବୃଦ୍ଧିର ନେତୃତ୍ୱ ନେବ ଉତ୍ତର-ପୂର୍ବ: ପ୍ରଧାନମନ୍ତ୍ରୀ

December 20, 2025

ହିଜାବ ବିବାଦ: ଶେଷ ଦିନରେ ମଧ୍ୟ ଯୋଗ ଦେଲେ ନାହିଁ ଡାକ୍ତର ନୁସରତ, ବଡ଼ ନିଷ୍ପତ୍ତି ନେଲେ ସରକାର

December 20, 2025

ମୋଦୀଙ୍କ ଅଭୂତପୂର୍ବ କୂଟନୀତି: ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲେ ୫ ଟି ଗଲ୍ଫ ଦେଶ

December 20, 2025

ଡିସେମ୍ବର ୨୬ରୁ ଏକ ଘଣ୍ଟା ବନ୍ଦ ରହିବ ବହିର୍ବିଭାଗ: ଆନ୍ଦୋଳନ ଚେତାବନୀ ଦେଲେ ଡାକ୍ତର

December 20, 2025

ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.