Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ପହିଲି ରଜ, ଓଡିଶାର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସରେ ପାଳିତ ହେଲା ଏହି ଗଣ ପର୍ବ
ଆଜିର ଖବର

ଆଜି ପହିଲି ରଜ, ଓଡିଶାର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସରେ ପାଳିତ ହେଲା ଏହି ଗଣ ପର୍ବ

June 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
raja festival celebration in odisha
raja festival celebration in odisha

ଆଜି ସାରା ଓଡିଶାରେ ବେଶ ଧୂମଧାମରେ ପାଳିତ ହେଉଛି ରଜ। ରଜଗୀତ ବୋଲି ଦୋଳିରେ ଝୁଲି ଝିଅମାନେ ଏହି ଉତ୍ସବକୁ ବେଶ୍ ଆନନ୍ଦର ସହ ପାଳନ କରିଛନ୍ତି। ମୁଖ୍ୟତଃ ତିନିଦିନ ଧରି ଏହି ରଜ ଉତ୍ସବ ପାଳିତ ହୋଇଥାଏ। ପ୍ରଥମେ ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଶେଷ ରଜ। ପହିଲି ରଜରେ ସକାଳୁ ସକାଳୁ ଗାଁ ଗଣ୍ଡାରେ ଦୋଳି ବାନ୍ଧି ଝିଅମାନେ ଏହି ଉତ୍ସବ ଆରମ୍ଭ କରିଦେଇଛନ୍ତି। ଗୋଡରେ ଅଳତା ଲଗାଇ ଦୋଳିରେ ଝୁଲିବାରେ ଲାଗିଛନ୍ତି।ଏହି ଉତ୍ସବର ଏକ ମୁଖ୍ୟ ଖାଦ୍ୟ ହେଲା ପୋଡପିଠା। ଚାଉଳ ଚୂନାରେ ପ୍ରସ୍ତୁତ ଏହି ପିଠା ବେଶ୍ ସୁସ୍ବାଦ। ଗାଁ ର ଏହି ଉତ୍ସବକୁ ସହରରେ ପାଳନ ପାଇଁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି। ସହରର ପ୍ରେକ୍ଷାଳୟରେ ରଜପିଠା ପ୍ରତିଯୋଗୀତା, ହୁଳହୁଳି ପ୍ରତିଯୋଗୀତା ସହିତ ପୁଚି ଖେଳର ମଧ୍ୟ ଆୟୋଜନ କରାଯାଇଛି। ତିନିଦିନ ଧରି ଏହି ଉତ୍ସବ ପାଳିତ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ଲକ୍ଷ୍ନୌରେ ୬୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

December 21, 2025

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଭିତରକନିକା ଜାତୀୟ ଉଦ୍ୟାନ

December 21, 2025

ନବରଙ୍ଗପୁର ଜିଲ୍ଲାର ଡାବୁଗାଁଠାରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ

December 21, 2025

କୋରାପୁଟ ପରବ ପଡ଼ିଆରେ ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ ୨୦୨୫ ଅନୁଷ୍ଠିତ

December 21, 2025
Latest News

ବିଏସଏଫ କନଷ୍ଟେବଳ ନିଯୁକ୍ତିରେ ୫୦% ସଂରକ୍ଷଣ ପାଇବେ ଅଗ୍ନିବୀର, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

December 21, 2025

ଲକ୍ଷ୍ନୌରେ ୬୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

December 21, 2025

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଭିତରକନିକା ଜାତୀୟ ଉଦ୍ୟାନ

December 21, 2025

ନବରଙ୍ଗପୁର ଜିଲ୍ଲାର ଡାବୁଗାଁଠାରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ

December 21, 2025

କୋରାପୁଟ ପରବ ପଡ଼ିଆରେ ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ ୨୦୨୫ ଅନୁଷ୍ଠିତ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.