Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁପିଏ-2 ସରକାର ପାଇଁ ବିଳମ୍ବିତ ହେଲା ଇସ୍ରୋର ଚନ୍ଦ୍ରଯାନ-2 ପ୍ରକଳ୍ପ
ଆଜିର ଖବର

ୟୁପିଏ-2 ସରକାର ପାଇଁ ବିଳମ୍ବିତ ହେଲା ଇସ୍ରୋର ଚନ୍ଦ୍ରଯାନ-2 ପ୍ରକଳ୍ପ

June 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
second lunar mission 'Chandrayan-2'
second lunar mission 'Chandrayan-2'

ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ ପକ୍ଷରୁ ଚନ୍ଦ୍ରଯାନ-2 ର ଉତ୍‌କ୍ଷେପଣ ତାରିଖ ସ୍ଥିର କରାଯାଇଛି । ଏହା ଉପରେ ନିଜର ମତ ରଖିଛନ୍ତି ପୂର୍ବତନ ଇସ୍ରୋ ଚେୟାରମ୍ୟାନ୍‌ ଜି ମାଧବନ୍‌ ନାୟାର । ଏହି ପ୍ରକଳ୍ପ 2012ରେ ଆରମ୍ଭ ହେବାର ଥିଲା ମାତ୍ର ତତ୍କାଳୀନ ୟୁପିଏ-2 ସରକାର ସହିତ ମତାମତ ଅଲଗା ହେବାରୁ ଏହି ପ୍ରକଳ୍ପ ଆଗେଇ ପାରିନଥିଲା ବୋଲି ଶୁକ୍ରବାର କହିଛନ୍ତି ନାୟାର । ନାୟାର କହିଛନ୍ତି କି, 2009ରେ ଚନ୍ଦ୍ରଯାନ-1 ଉତ୍‌କ୍ଷେପଣ ହୋଇଥିଲା ଏବଂ 2012ରେ ଏହା ଉତ୍‌କ୍ଷେପଣ ହେବାର ଥିଲା । ୟୁପିଏ-2 ସରକାରଙ୍କ ସହିତ ଭିନ୍ନ ମତ ହେବାରୁ ଏହା ଆଗେଇ ପାରିନଥିଲା । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତୀୟ ମହାକାଶ ବିଜ୍ଞାନକୁ ସର୍ବାଧିକ ସୁଯୋଗ ମିଳିଥିଲା । ସନ୍ତୋଷ ଶିବନଙ୍କ ନେତୃତ୍ବରେ ଇସ୍ରୋ ବଢିଆ ପ୍ରଦର୍ଶନ କରୁଛି ଏବଂ ଆଗାମୀ କିଛି ମାସ ମଧ୍ୟରେ ଏହା ସଫଳତାର ଶିଖର ଛୁଇଁବ ବୋଲି ନାୟାର କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

January 10, 2026

ଦୁଇ ଦିନରେ ସୁନା ଦର ୨୪,୬୦୦କୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

January 10, 2026

ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ‘ଇଗ୍ନୋ’ ରେ ନାମଲେଖା ଆରମ୍ଭ

January 10, 2026

ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବ ଯୋଗୁଁ ବଢୁଛି ଚୀନ-ଭାରତ ସମ୍ପର୍କ: ବୃଦ୍ଧି ହେଲା ବାଣିଜ୍ୟ କାରବାର

January 10, 2026
Latest News

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

January 10, 2026

ଦୁଇ ଦିନରେ ସୁନା ଦର ୨୪,୬୦୦କୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

January 10, 2026

ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ‘ଇଗ୍ନୋ’ ରେ ନାମଲେଖା ଆରମ୍ଭ

January 10, 2026

ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବ ଯୋଗୁଁ ବଢୁଛି ଚୀନ-ଭାରତ ସମ୍ପର୍କ: ବୃଦ୍ଧି ହେଲା ବାଣିଜ୍ୟ କାରବାର

January 10, 2026

ତମିମ ଇକବାଲ ଜଣେ “ଭାରତୀୟ ଏଜେଣ୍ଟ”: ବିବାଦ ସୃଷ୍ଟି କଲା ବିସିବି ଅଧିକାରୀଙ୍କ ଏହି ବୟାନ

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.